ବାଣିଜ୍ୟ

ଶେଷ ହୋଇନି ଆର୍‌ବିଆଇ ଲଢେଇ: ଶକ୍ତିକାନ୍ତ

ନୂଆଦିଲ୍ଲୀ,୨୮।୮: କରୋନା ମହାମାରୀ ଦ୍ୱାରା ବଜାର ଉପରେ ପଡିଥିବା ସଙ୍କଟକୁ ସୁଧାରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଲଢେଇ ଜାରି ରଖିଛି। ଏହି ଲଢେଇ ଶେଷ ହୋଇ ନାହିଁ ବୋଲି ଗୁରୁବାର ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ସୂଚନା…

ହୋଣ୍ଡା ଟୁହ୍ବିଲର୍ସର ନୂଆ ହର୍ନେଟ ୨.୦

ନୂଆଦିଲ୍ଲୀ,୨୮।୮: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ଭାରତ ବଜାରରେ ଏହାର ନୂଆ ହର୍ନେଟ ୨.୦ ମଡେଲଟିକୁ ଶୁଭାରମ୍ଭ କରିଛି। ନୂଆ ଯାନଟିରେ ଗ୍ରାହକ ମସ୍କୁଲାର, ସ୍ପୋର୍ଟି ଏବଂ ଆଡଭାନ୍ସ ଭଳି ବୈଶିଷ୍ଟ୍ୟ ଲାଭ କରିପାରିବେ। ଏହା ୧୮୦ରୁ…

୯% ପର୍ଯ୍ୟନ୍ତ ଖସିପାରେ ଜିଡିପି

ନୂଆଦିଲ୍ଲୀ,୨୮।୮: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଘରୋଇ ବଜାରର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି) ୩ରୁ ୯%ରୁ ଖସିପାରେ। କରୋନା ପାଇଁ ବଜାର ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି। ସଂକ୍ରମଣ ରୋକିବା ଏବଂ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ଲାଗି ଭାରତ ସରକାର…

ଆଇଟି ଶିଳ୍ପରେ ଚାକିରି ହରାଇବେ ୨ ଲକ୍ଷ

ନୂଆଦିଲ୍ଲୀ,୨୮।୮: କରୋନା ପ୍ରଭାବ ଭାରତୀୟ ବଜାର ଉପରେ ଜାରି ରହିଛି। ଆଇଟି ଶିଳ୍ପରେ ବିଭିନ୍ନ ସମୟରେ ଛଟେଇ ନେଇ ଖବର ଆସିଥାଏ। ହେଲେ କରୋନା ଯୋଗୁ ଦେଶର ଆଇଟି ଶିଳ୍ପରେ ପ୍ରାୟ ୨ ଲକ୍ଷ ଲୋକ ନିଯୁକ୍ତି ହରାଇବେ ବୋଲି ଏକ…

ବେଜୋସ୍‌ଙ୍କ ସମ୍ପତ୍ତି ୨୦୦ ବିଲିୟନ ଡଲାର ଟପିଲା

ନୂଆଦିଲ୍ଲୀ,୨୮।୮: ପ୍ରମୁଖ ଇ-କର୍ମସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ ବିଶ୍ୱର ପ୍ରଥମ ବ୍ୟକ୍ତି ଭାବରେ ୨୦୦ ବିଲିୟନ ଡଲାର ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ବର୍ତ୍ତମାନ ସମୟରେ ସେ ବିଶ୍ୱର ୧ନମ୍ବର ଧନୀ ବ୍ୟକ୍ତି ଭାବରେ ଗଣାଯାଉଛନ୍ତି ବୋଲି ଫୋର୍ବସ ତାର…

୩ ଲକ୍ଷ ଟଙ୍କିଆ ଚା’ରୁ ଆରମ୍ଭ ହୁଏ ନୀତା ଅମ୍ବାନୀଙ୍କ ଦିନ: ଜାଣନ୍ତୁ….

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ। ମୁକେଶଙ୍କ ସ୍ତ୍ରୀ ନୀତା ନିଜର ରାଜକୀୟ ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସାମାଜିକ କଲ୍ୟାଣ…

ଏବେ ଅଫିସକୁ ଜିନ୍ସ୍‌ ପିନ୍ଧି ଆସିବା ମନା !

ନୂଆଦିଲ୍ଲୀ, ୨୭।୮: ଅଫିସ୍‌କୁ ଶର୍ଟସ୍‌, ଟାଇଟ୍‌ ଶର୍ଟ, ପତଳା କପଡ଼ାରେ ତିଆରି ପୋଷାକ ଏବଂ ଜିନ୍ସ୍‌ ପିନ୍ଧି ଆସିବାକୁ ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କୁ ବାରଣ କରିଛି। ସେହିପରି ସ୍ଲିପର ପିନ୍ଧି ଆସିବାକୁ ମଧ୍ୟ ମନା କରାଯାଇଛି। ଏହା ଦ୍ୱାରା ଏୟାର…

ଭାରତର ବିକାଶ ହାର -୪.୫% ରହିବ

ନୂଆଦିଲ୍ଲୀ,୨୭ା୮: ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ସାମଗ୍ରିକ ବିକାଶ ହାର ହ୍ରାସ ପାଇ -୪.୫% ରହିବ ବୋଲି ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଆକଳନ କରିଛି। କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ୨୦୧୯-୨୦ ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ, ଅନ୍ତର୍ଜାତୀୟ…

ମୋରାଟୋରିୟମ ମାମଲାରେ କେନ୍ଦ୍ରକୁ ଭର୍ତ୍ସନା; ସପ୍ତାହେ ମଧ୍ୟରେ ପକ୍ଷ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭।୮: କରୋନା ମହାମାରୀ ଯୋଗୁ ଲୋକମାନେ ସାମ୍ନା କରୁଥିବା ବିଭିନ୍ନ ଆର୍ଥତ୍କ ସମସ୍ୟାରୁ ଆଶ୍ୱସ୍ତି ଦେବାକୁ ରିଜର୍ଭ ବ୍ୟାଙ୍କ ଋଣ କିସ୍ତି ପ୍ରଦାନ ଉପରେ ମୋରାଟୋରିୟମ ସୁବିଧା ବା ଆଶ୍ୱସ୍ତି ଦେଇଥିଲେ। ହେଲେ ଏହି ମୋରାଟୋରିୟମ ଏହାର ପ୍ରକୃତ ଉଦ୍ଦେଶ୍ୟ ପୂରଣ…

ନୀତି ଆୟୋଗ ରପ୍ତାନି ପ୍ରସ୍ତୁତି ସୂଚକାଙ୍କ-୨୦୨୦; ପଞ୍ଚମ ସ୍ଥାନରେ ଓଡ଼ିଶା

ନୂଆଦିଲ୍ଲୀ,୨୭।୮: ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ରପ୍ତାନି ପ୍ରସ୍ତୁତି ସୂଚକାଙ୍କ-୨୦୨୦ରେ ଓଡିଶା ପଞ୍ଚମ ସ୍ଥାନରେ ରହିଛି। ତାଲିକାର ପ୍ରଥମ ସ୍ଥାନରେ ଗୁଜରାଟ ରହିଥିବା ବେଳେ ମହାରାଷ୍ଟ୍ର ଏବଂ ତାମିଲନାଡୁ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ଜଣାପଡିଛି।…

ଜିଏସ୍‌ଟି ବିଳମ୍ବ ଦେୟରେ ସୁଧ ଲାଗିବ

ନୂଆଦିଲ୍ଲୀ,୨୭।୮: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦ ଦେୟ ବିଳମ୍ବରେ ପ୍ରଦାନ କ୍ଷେତ୍ରରେ ସୁଧ ଲାଗିବ ବୋଲି ସରକାର କହିଛନ୍ତି। ନେଟ୍‌ ଟିକସ ଦେୟ କ୍ଷେତ୍ରରେ ସେପ୍ଟେମ୍ବର ପହିଲାରୁ ଏଭଳି ବ୍ୟବସ୍ଥା ଲାଗୁ କରାଯିବ। ମୋଟ୍‌ ଟିକସ କ୍ଷେତ୍ରରେ ସୁଧ…

ବଜାରକୁ ଆସିଲା ନୂଆ ହୋଣ୍ଡା ଜାଜ୍‌

ନୂଆଦିଲ୍ଲୀ, ଭୁବନେଶ୍ୱର,୨୭।୮: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ବଜାରକୁ ନୂଆ ଜାଜ୍‌ ମଡେଲ ଆସିଛି। ପ୍ରିମିୟମ ହ୍ୟାଚ୍‌ ବ୍ୟାକ୍‌ ବର୍ଗରେ ଆସିଥିବା ଏହି ନୂଆ ଯାନଟି ସଦ୍ୟତମ ଲୁକ୍‌ସ, ପ୍ରିମିୟମ ଷ୍ଟାଇଲ, ନୂଆ ଫ୍ଲାଗଶିପ ଗ୍ରେଡ୍‌ ଜାଜ ଜେଡ୍‌ ଏକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?