ବାଣିଜ୍ୟ

ମାରୁତି ସୁଜୁକି ଅଲ୍‌ଟୋର ବିକ୍ରି ସଫଳତା

ଭୁବନେଶ୍ୱର,୧୪।୮: ମାରୁତି ସୁଜୁକି ଅଲ୍‌ଟୋ ପକ୍ଷରୁ ଏହାର ବିକ୍ରି ସଫଳତା ସମ୍ପର୍କରେ ଘୋଷଣା କରାଯାଇଛି। ଭାରତୀୟ ଗ୍ରାହକଙ୍କ ଲାଗି ଏହା ଏକ ଲୋକପ୍ରିୟ ମଡେଲ ଭାବେ ଉଭା ହୋଇଛି। ବର୍ତ୍ତମାନ ସୁଦ୍ଧା ଏହା ୪୦ ଲକ୍ଷ ୟୁନିଟ ବିକ୍ରି ମାଇଲଷ୍ଟୋନ ସ୍ଥାପନ…

୬.୯୩% ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ,୧୪।୮: ଖୁଚୁରା ମୁଦ୍ରାସ୍ଫୀତି ଭିତ୍ତିକ ଖାଉଟି ମୂଲ୍ୟସୂଚୀ (ସିପିଆଇ) ଜୁଲାଇ ମାସରେ ୬.୯୩% ସ୍ତରକୁ ବଢ଼ିଛି। ଏହା ଜୁନ୍‌ ମାସରେ ୬.୨୩% ସ୍ତରରେ ରହିଥିଲା। ଖାଦ୍ୟ ସାମଗ୍ରୀ ଦର ବଢିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି।…

ବିଏସ୍‌-୪ ଯାନ ପଞ୍ଜୀକରଣକୁ ଅନୁମତି

ନୂଆଦିଲ୍ଲୀ,୧୪।୮: ମାର୍ଚ୍ଚରେ ବିକ୍ରି ହୋଇଥିବା ବିଏସ୍‌-୪ ଯାନର ପଞ୍ଜୀକରଣ ନେଇ ସୁପ୍ରିମକୋର୍ଟ ଗୁରୁବାର ଅନୁମତି ପ୍ରଦାନ କରିଛନ୍ତି। ମାର୍ଚ୍ଚରେ ବିକ୍ରି ହୋଇଥିବା ବିଏସ୍‌-୪ ଯାନ ଲକ୍‌ଡାଉନ ଲାଗି ପଞ୍ଜୀକରଣରେ ବିଭିନ୍ନ ସମସ୍ୟା ଉପୁଜିଥିଲା। ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଲୋକଙ୍କୁ ଆଶ୍ୱସ୍ତି ମିଳିଥିବା…

ପୋଲ୍‌ଟ୍ରି ଶିଳ୍ପକୁ କ୍ଷତି ୨୬ ହଜାର କୋଟି

ଭୁବନେଶ୍ୱର ,୧୪।୮: କୁକୁଡ଼ା ମାଂସ ଖାଇବା ଦ୍ୱାରା କୋଭିଡ୍‌ ବ୍ୟାପୁଥିବା ନେଇ ଏକ ଭୁଲ୍‌ ସୂଚନା ପ୍ରସାରଣ ହେବା ଯୋଗୁ ପୋଲ୍‌ଟ୍ରି ଶିଳ୍ପକୁ କ୍ଷତି ସହିବାକୁ ପଡିଛି। ସେହିଭଳି ଲକ୍‌ଡାଉନ ଯୋଗୁ ଦେଶବ୍ୟାପୀ ଯୋଗାଣ ଏବଂ ପରିବହନ ବ୍ୟବସ୍ଥା ଠପ୍‌ ହୋଇଯିବାରୁ…

ସଙ୍କଟରେ ପେଲେଟ୍‌ ଶିଳ୍ପ

ଭୁବନେଶ୍ୱର,୧୪।୮: ରାଜ୍ୟର ବେନିଫିସିଏଶନ ଏବଂ ପେଲେଟ୍‌ ଶିଳ୍ପ ବର୍ତ୍ତମାନ ଶଙ୍କାକୁଳ ସ୍ଥିତି ଦେଇ ଗତି କରୁଛି। ଇସ୍ପାତ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ ଚାହିଦା ମୁତାବକ ଉତ୍ପାଦନ ହୋଇପାରୁନାହିଁ। ଫଳରେ ପେଲେଟ୍‌ ଉତ୍ପାଦନକାରୀ ସଂସ୍ଥାଗୁଡିକ ସ୍ଥାଣୁ ଅବସ୍ଥାକୁ ଆସିଯାଇଛି। ଶିଳ୍ପର କାର୍ଯ୍ୟକଳାପକୁ…

ସଚ୍ଚୋଟ ଟିକସଦାତାଙ୍କୁ ମୋଦିଙ୍କ ନୂଆ ଉପହାର

ନୂଆଦିଲ୍ଲୀ, ୧୩।୮: ଦେଶର ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏକ ନୂଆ ପ୍ଲାଟଫର୍ମର ଲୋକାର୍ପଣ କରିଛନ୍ତି। ଟିକସ ବ୍ୟବସ୍ଥାରେ ସଚ୍ଛତା ବଜାୟ ରଖିତ୍ବା ଲାଗି ଏହି ପ୍ଲାଟଫର୍ମ ଉପଯୋଗୀ ହୋଇପାରିବ। ଏହାକୁ ‘ସଚ୍ଛ କର:…

ନିରାଶାରେ ୫୦% ଯୁବବର୍ଗ

ନୂଆଦିଲ୍ଲୀ,୧୩।୮: କୋଭିଡ୍‌-୧୯ ବଜାରରେ ଏକ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଛି। ବିଶ୍ୱର ମୋଟ୍‌ ଯୁବବର୍ଗଙ୍କ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୫୦% ବର୍ତ୍ତମାନ ନିରାଶ ଏବଂ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୭% ନିକଟରେ ଚାକିରି ବର୍ତ୍ତମାନ ନାହିଁ। ଅପରପକ୍ଷରେ ପ୍ରାୟ…

ମୁକେଶ ଅମ୍ବାନୀ ସ୍ତ୍ରୀ ନୀତାଙ୍କୁ ଜନ୍ମଦିନରେ ଦେଇଥିଲେ ଏହି ଉପହାର: ଦାମ୍‌ ଜାଣିଲେ ହେବେ ଚକିତ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ କୋଟିପତି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଭାରତରେ ଏହି ତାଲିକାରେ ସେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ମୁକେଶଙ୍କ ପାଖରେ ଅନେକ ମହଙ୍ଗା ଜିନିଷ ରହିଛି, ଯାହାର କଳ୍ପନା ମଧ୍ୟ ସାଧାରଣ…

୮ ମାସରେ ସୁଧୁରିପାରେ ଏମ୍‌ଏସ୍‌ଏମ୍‌ଇ ସ୍ଥିତି

ନୂଆଦିଲ୍ଲୀ,୧୨।୮: କୋଭିଡ୍‌ ଯୋଗୁ ବର୍ତ୍ତମାନ ଦେଶର ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡ଼ିକ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। କ୍ଷୁଦ୍ରଶିଳ୍ପର ସ୍ଥିତିରେ ସୁଧାର ଆସିବା ଲାଗି ଅନ୍ତତଃ ପକ୍ଷେ ୭ରୁ୮ ମାସ ସମୟ ଲାଗିପାରେ। ସଂସ୍ଥାଗୁଡିକର ପରିଚାଳାନ ଏବଂ ଡିଜିଟାଇଜେଶନ ସେମାନଙ୍କ ଟ୍ରାକ୍‌କୁ…

ଔଦ୍ୟୋଗିକ ଉତ୍ପାଦନ ୧୬.୬% ଖସିଲା

ନୂଆଦିଲ୍ଲୀ,୧୨।୮: କରୋନା ଯୋଗୁ ଦେଶର ଶିଳ୍ପ କ୍ଷେତ୍ର ବର୍ତ୍ତମାନ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। କରୋନା ଜନିତ ଲକ୍‌ଡାଉନ ଲାଗି ଘରୋଇ ବଜାରର ଔଦ୍ୟୋଗିକ ଉତ୍ପାଦନ ଜୁନ୍‌ରେ ୧୬.୬% ଖସିଥିବା ସରକାରୀ ଡାଟାରୁ ସାମ୍ନାକୁ ଆସିଛି। ପୂର୍ବର ମାସଗୁଡିକ ତୁଳନାରେ…

ସର୍ବନିମ୍ନ ସ୍ତରକୁ ଖସିିପାରେ ଜିଡିପି:ମୂର୍ତ୍ତି

ନୂଆଦିଲ୍ଲୀ,୧୨।୮: ମହାମାରୀ ଜନିତ ପ୍ରଭାବ ଯୋଗୁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରାୟ ୫% ଖସିପାରେ। ଦେଶର ଜିଡିପି ଅଭିବୃଦ୍ଧି ସ୍ବାଧୀନତା ପରଠୁ ସବୁଠାରୁ ସର୍ବନିମ୍ନ ସ୍ତରକୁ ଖସିପାରେ ବୋଲି ବିଜ୍‌ନେସ୍‌ ଟାଇକୁନ ତଥା ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର…

ବିଜ୍‌ନେସ୍‌ମ୍ୟାନ୍‌ ରତନ ଟାଟାଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ଜାଣନ୍ତୁ…

ବଲିଉଡ କଳାକାରଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରାୟ ସମସ୍ତଙ୍କୁ ଜଣା। କାରଣ ଅନେକ ସମୟରେ ଏହାକୁ ନେଇ ଚର୍ଚ୍ଚା ଚାଲିଥାଏ। ମାତ୍ର ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଜାଣିବା ରତନ ଟାଟାଙ୍କ ଶିକ୍ଷାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?