ବାଣିଜ୍ୟ

ଭୂକମ୍ପ ଯୋଗୁ ଲୋକେ ଆତଙ୍କିତ: ଚିନ୍ତା କରୁଛନ୍ତି ଏହି ଉପାୟ…

ନୂଆଦିଲ୍ଲୀ, ୧୧।୮: ଦିଲ୍ଲୀ ସମତେ ଦେଶର କେତେକ ଅଞ୍ଚଳରେ ଲଗାତାର ଭୂକମ୍ପ ହେଉଥିବାରୁ ଲୋକେ ଆତଙ୍କିତ ହେଉଛନ୍ତି। ଏନେଇ ଘରର ସୁରକ୍ଷା ପାଇଁ ସେମାନେ ବୀମା କରିବାକୁ ଚିନ୍ତା କରୁଛନ୍ତି। ସମ୍ପ୍ରତି ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ଦେଶର ୪୨…

ଲାପ୍‌ସ ପଲିସି ପୁନରୁଦ୍ଧାର ଲାଗି ଏଲ୍‌ଆଇସିର ସୁବିଧା

ଭୁବନେଶ୍ୱର,୧୧।୮:ଲାପ୍‌ସ ହୋଇଥିବା ପଲିସି ପୁନରୁଦ୍ଧାର ଲାଗି ଭାରତୀୟ ଜୀବନ ବୀମା ନିଗମ ଏହାର ପଲିସିଧାରୀଙ୍କୁ ସୁବିଧା ପ୍ରଦାନ କରିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ଲୋକଙ୍କ ଲାଗି ଏଲ୍‌ଆଇସି ଏଭଳି ଏକ ସୁବିଧା ଆଣିଥିବା କହିଛି। ଚଳିତ ମାସ ୧୦ ତାରିଖଠାରୁ ୯ା୧୦ା୨୦୨୦…

ଅର୍ଥ ବ୍ୟବସ୍ଥା ପାଇଁ ମନମୋହନଙ୍କ ୩ ମନ୍ତ୍ର

  ନୂଆଦିଲ୍ଲୀ,୧୧।୮: ମାନ୍ଦାବସ୍ଥା ସହ କରୋନା ଜନିତ ଲକ୍‌ଡାଉନ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଏକ ସଙ୍କଟ ସମୟ ଦେଇ ଗତି କରୁଛି। ଅବସ୍ଥାକୁ ସୁଧାରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ଉପରେ କାମ କରୁଛନ୍ତି। ହେଲେ ସବୁ କିଛିକୁ ଟ୍ରାକ୍‌କୁ…

ଦେବାଳିଆ ସଂସ୍ଥାଙ୍କଠୁ ଆଦାୟ ଦେବ ଏଜିଆର୍‌ ଦେୟ

ନୂଆଦିଲ୍ଲୀ,୧୧।୮: ଦେବାଳିଆ ସ୍ଥିତିକୁ ଚାଲିଯାଇଥିବା ଟେଲିକମ୍‌ କମ୍ପାନୀଗୁଡିକ ଉପରେ ରହିଥିବା ଆଡଜଷ୍ଟେଡ୍‌ ଗ୍ରସ୍‌ ରେଭେନ୍ୟୁ(ଏଜିଆର୍‌)ର ବକେୟା ଅର୍ଥ ଆଦାୟ କରାଯିବ। ଏହି ଅର୍ଥକୁ ଆଦାୟ କରିବା ଲାଗି ଏକ ବିସ୍ତୃତ ଯୋଜନା ଆଣିବାକୁ ସୁପ୍ରିମକୋର୍ଟ ସୋମବାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି…

୪୦% ଖସିଲା ଯାନ ବିକ୍ରି

ଭୁବନେଶ୍ୱର,୧୧।୮: କରୋନା ଯୋଗୁ ଅଟୋମୋବାଇଲ ବଜାର ପ୍ରଭାବିତ ସ୍ଥିତିରେ ରହିଛି। ଲଗାତର ଭାବେ ବିକ୍ରି ହ୍ରାସ ହେଉଥିବା ବେଳେ ଜୁଲାଇ ମାସରେ ଯାନ ବିକ୍ରି କମିଥିବା ନଜରକୁ ଆସିଛି। ଜୁଲାଇରେ ବିଭିନ୍ନ କମ୍ପାନୀଗୁଡିକର ଓଡିଶାରେ ୩୮,୭୩୦ ୟୁନିଟ ଯାନ ବିକ୍ରି ହୋଇଛି।…

ଜାଣନ୍ତୁ ମୁକେଶ ଅମ୍ବାନୀଙ୍କ ଶିକ୍ଷାଗତ ଯୋଗ୍ୟତା…

ବଲିଉଡର ବଡ଼ ବଡ଼ କଳାକାରଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହା ଅଳ୍ପବହୁତ ପ୍ରାୟ ସମସ୍ତେ ଜାଣନ୍ତି। କାରଣ ଅନେକ ସମୟରେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚର୍ଚ୍ଚା ଚାଲିଥାଏ। ମାତ୍ର ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କୁ ସମସ୍ତେ ଚିହ୍ନିଥିବା ବେଳେ ସେମାନଙ୍କ…

ସମୁଦ୍ରରେ କେବୁଲ ବିଛାଇବାରେ ଆତ୍ମନିର୍ଭରଶୀଳ ହେଲା ଭାରତ

ନୂଆଦିଲ୍ଲୀ, ୧୦।୮: ସମୁଦ୍ରରେ କେବୁଲ ବିଛାଇବାରେ ଭାରତ ଆତ୍ମନିର୍ଭରଶୀଳ ହୋଇଛି। ଏହା ଅର୍ନ୍ତଗତ ଚେନ୍ନାଇଠାରୁ ପୋର୍ଟବ୍ଲେୟାର ପର୍ଯ୍ୟନ୍ତ ୨୩୦୦ କିଲୋମିଟରର କେବୁଲ ବିଛାଯାଇଛି। ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଏହା କରାଯାଇଛି। ଅପ୍ଟିକାଲ ଫାଇବର ବିଛା ହେବା ଦ୍ୱାରା ଏଠାରେ ଟେଲିକମ୍‌ ଯୋଗାଯୋଗ ବ୍ୟବସ୍ଥା…

ଅମ୍ବାନୀ ପରିବାରର ପିଲାମାନଙ୍କୁ ଏତିକି ଟଙ୍କା ମିଳୁଥିଲା ପକେଟ୍‌ ମନି: ଜାଣନ୍ତୁ ସ୍କୁଲରେ କ’ଣ କହୁଥିଲେ ସାଙ୍ଗମାନେ…

ଦେଶର ସବୁଠାରୁ ଧନୀ ଅମ୍ବାନୀ ପରିବାରରେ କ’ଣ ଚାଲିଛି, ସେମାନଙ୍କ ପିଲାମାନେ କିପରି ବଢ଼ିଛନ୍ତି ତାହା ଜାଣିବାକୁ ସମସ୍ତେ ଚାହାନ୍ତି। ହେଲେ ଅମ୍ବାନୀ ପରିବାର ଏକ ଅଧ୍ୟବୀତ ପରିବାର ପରି ଜୀବନ ବିତାଉଥିବାକୁ ନେଇ ବେଶ୍‌ ଜଣାଶୁଣା। ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ…

ସୁପ୍ରିମକୋର୍ଟରେ ହଜିଲା ମାଲ୍ୟା ମାମଲାର ଦସ୍ତାବିଜ

ନୂଆଦିଲ୍ଲୀ,୭।୮: ବିଜୟ ମାଲ୍ୟା ମାମଲାରେ ପୁଣି ଥରେ ନୂଆ ଘଟଣା ସାମ୍ନାକୁ ଆସିଛି। ଏହି ମାମଲା ସହ ଜଡ଼ିତ ଏକ ନିର୍ଦ୍ଦିଷ୍ଟ ଦସ୍ତାବିଜ ସୁପ୍ରିମକୋର୍ଟଙ୍କ ଫାଇଲରୁ ହଜିଥିବା ଘଟଣା ନଜରକୁ ଆସିଛି। ଜଷ୍ଟିସ ୟୁ.ୟୁ. ଲଳିତ ଏବଂ ଜଷ୍ଟିସ ଅଶୋକ ଭୂଷଣ…

ନେଗେଟିଭ ଜୋନ୍‌ରେ ରହିବ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ,୭।୮: ଦେଶ ମଧ୍ୟରେ କରୋନା ମାମଲା ବୃଦ୍ଧି ହେଉଥିବାରୁ ଏହା ଘରୋଇ ବଜାରକୁ କ୍ଷତିଗ୍ରସ୍ତ କରୁଛି। ଏଥିଯୋଗୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ନିମ୍ନଗାମୀ ହେଉଥିବା ନଜରକୁ ଆସିଛି। ଚଳିତ ଆର୍ଥତ୍କ ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥା ନେଗେଟିଭ ଜୋନ୍‌ରେ ରହିବ ବୋଲି…

କର୍ପୋରେଟଗୁଡ଼ିକ ଲାଗି ଋଣ ପୁନର୍ଗଠନ ସୁବିଧା

ନୂଆଦିଲ୍ଲୀ,୭।୮: ବର୍ତ୍ତମାନ ସମୟରେ ଘରୋଇ ବଜାର ପ୍ରଭାବିତ ହୋଇ ରହିଛି। ବଜାରର ଦାବିକୁ ନଜରରେ ରଖି କର୍ପୋରେଟ ଏବଂ ବ୍ୟକ୍ତିଗତ ଋଣ ଗ୍ରହୀତାଙ୍କ ଲାଗି ରିଜର୍ଭ ବ୍ୟାଙ୍କ ଋଣ ପୁନର୍ଗଠନ ନେଇ ଅନୁମତି ପ୍ରଦାନ କରିଛି। ଏ ନେଇ ବ୍ୟାଙ୍କଗୁଡିକ ବ୍ୟବସ୍ଥା…

ଆର୍‌ବିଆଇ ସ୍ଥାପନ କରିବ ଇନୋଭେଶନ ହବ୍‌

ନୂଆଦିଲ୍ଲୀ,୭।୮: ରିଜର୍ଭ ବ୍ୟାଙ୍କ ଇନୋଭେଶନ ହବ୍‌ ସ୍ଥାପନ କରିବାକୁ ଯୋଜନା ରଖିଛି। ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ ଏବଂ ଉନ୍ନତ ବ୍ୟାଙ୍କିଙ୍ଗ୍‌ ସେବାକୁ ଉତ୍ସାହିତ କରିବା ଲାଗି ଏଭଳି ବ୍ୟବସ୍ଥା ଆସିବ। ଏହା ସାଧାରଣତଃ ଇନ୍‌କୁବେଶନ ହବ୍‌ ଭାବେ କାର୍ଯ୍ୟ କରିବ ବୋଲି କୁହାଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?