ମାସ୍କ ଇନୋଭେସନରେ ବେଲ୍ଜିୟମ ଆଗରେ
ନୂଆଦିଲ୍ଲୀ,୨୫।୭: କରୋନା ସମୟରେ ମାସ୍କ ଲଗାଇବା ଜରୁରୀ ହୋଇ ପଡିଛି। ଏଥି ଲାଗି ବଜାରରେ ବିଭିନ୍ନ ବର୍ଗରେ ମାସ୍କ ଉପଲବ୍ଧ ହେଉଛି। ଏଭଳି ସ୍ଥିତିରେ ମାସ୍କ ଇନୋଭେସନ କଥା ବିଚାରକୁ ନେଲେ ବେଲଜିୟମ ଆଗରେ ରହିଥିବା ଏକ ରିପୋର୍ଟ ଆସିଛି। ବେଲଜିୟମର…
ବିମାନ ଭଡା ଉପରେ ନଭେମ୍ବର ୨୪ ଯାଏ କଟକଣା
ନୂଆଦିଲ୍ଲୀ,୨୫।୭: ଦେଶ ମଧ୍ୟରେ ବିମାନ ଯାତ୍ରା ଲାଗି ସରକାର ଭଡା ଉପରେ ନଭେମ୍ବର ୨୪ ଯାଏ କଟକଣା ଲଗାଇଛନ୍ତି। ବିମାନ ଭଡା ସର୍ବନିମ୍ନ ୨୦୦୦ ଟଙ୍କାରୁ ୬,୫୦୦ ଟଙ୍କା ମଧ୍ୟରେ ଲାଗୁ ହେବ ବୋଲି ଜଣାପଡିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ…
ପେନଶନ ଦେବାକୁ ରେଲଓ୍ବେର ଅର୍ଥ ନାହିଁ
ନୂଆଦିଲ୍ଲୀ,୨୫।୭: କରୋନା ଯୋଗୁ ଦେଶରେ ରେଳ ଚଳାଚଳ ପ୍ରଭାବିତ ହୋଇ ରହିଛି। ଦେଶ ମଧ୍ୟରେ ଜରୁରୀ ଭିତ୍ତିରେ ମାତ୍ର କିଛି ଟ୍ରେନ ଚାଲୁଛି। ଏଥି ଯୋଗୁ ରେଲଓ୍ବେର ରାଜସ୍ବ କ୍ଷତିଗ୍ରସ୍ତ ହୋଇଛି। ଏହାର ପୂର୍ବତନ କର୍ମଚାରୀ ଏବଂ ଅଧିକାରୀଙ୍କୁ ପେନଶନ ଦେବାକୁ…
ଓଡ଼ିଶାରୁ ୧୩,୪୧୩ କୋଟିର ଆୟକର ସଂଗ୍ରହ
ଭୁବନେଶ୍ୱର,୨୫।୭: ଆର୍ଥତ୍କ ବର୍ଷ ୨୦୧୯-୨୦ରେ ଆୟକର ବିଭାଗର ଓଡ଼ିଶା ରିଜିଅନ ୧୩,୪୧୩ କୋଟି ଟଙ୍କାର ଆୟକର ସଂଗ୍ରହ କରିଛି। ବିଭାଗର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏହି ସମୟରେ ରାଜ୍ୟରୁ ୧୩,୬୬୩ କୋଟି ଟଙ୍କାର…
ବ୍ୟାଙ୍କଗୁଡ଼ିକର ଚିନ୍ତା ବଢ଼ାଇବ ଏନ୍ପିଏ
ମୁମ୍ବାଇ,୨୫।୭: ଦେଶର ବ୍ୟାଙ୍କିଙ୍ଗ୍ ସିଷ୍ଟମ ସୁରକ୍ଷିତ ରହିଛି। ବ୍ୟାଙ୍କଗୁଡିକ ବର୍ତ୍ତମାନ ଅନାଦାୟ ଋଣ(ଏନ୍ପିଏ) ସମସ୍ୟା ସହ ଜୁଝୁଛନ୍ତି। ବର୍ତ୍ତମାନ କରୋନା ଯୋଗୁ ଦେଶର ବଜାର ଗଭୀର କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ଏନ୍ପିଏ ବୃଦ୍ଧି ବ୍ୟାଙ୍କଗୁଡିକର ଚିନ୍ତା ବଢାଇବ। ବ୍ୟାଙ୍ଗଗୁଡିକର ମୋଟ…
ଚାଇନା ଫୋନ୍ ପ୍ରତି ମୁହଁ ମୋଡୁଛନ୍ତି ଗ୍ରାହକ
ନୂଆଦିଲ୍ଲୀ,୨୪।୭: ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି। ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନା ସାମଗ୍ରୀ ବୟକଟ କରିବା ଲାଗି ସାରା ଦେଶରେ…
ଚେନ୍ନାଇରେ ମାନୁଫାକ୍ଚରିଂ ହେଲା ଆଇଫୋନ
ନୂଆଦିଲ୍ଲୀ,୨୪।୭: ଭାରତ ସରକାରଙ୍କ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ମାଧ୍ୟମରେ ଆମେରିକାର ପ୍ରମୁଖ ମୋବାଇଲ କମ୍ପାନୀ ଆପଲ ଏହାର ଆଇଫୋନ-୧୧ ମଡେଲର ଉପତ୍ାଦନ ଭାରତରେ ଆରମ୍ଭ କରିଛି। ଏଥି ଲାଗି କମ୍ପାନୀ ଚେନ୍ନାଇ ସହରର ଫକ୍ସକନ ପ୍ଲାଣ୍ଟକୁ ଚୟନ କରିଥିବା ଜଣାପଡିଛି। କମ୍ପାନୀର…
୧୧ ଲକ୍ଷ ବିଏସ୍-୬ ଯାନ ବିକିଲା ହୋଣ୍ଡା ଟୁହ୍ବିଲର୍ସ
ନୂଆଦିଲ୍ଲୀ,୨୪।୭: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ୧୧ ଲକ୍ଷ ୟୁନିଟ ଦୁଇ ଚକିଆ ଯାନ ବିକ୍ରି ମାଇଲଖୁଣ୍ଟ ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ଦେଶର ଏକ ପ୍ରମୁଖ ଯାନ ନିର୍ମାତା କମ୍ପାନୀ ଭାବେ ହୋଣ୍ଡା ବିଏସ୍-୬…
ରିଲାଏନ୍ସ ରିଟେଲରେ ନିବେଶ କରିପାରେ ଆମାଜନ
ବାଙ୍ଗାଲୋର,୨୪।୭: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ ଆର୍ମ ରିଲାଏନ୍ସ ରିଟେଲରେ ନିବେଶ ଲାଗି ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ ଆଗ୍ରହ ଦେଖାଇଛି। ଜେଫ୍ ବେଜୋସଙ୍କ ମାଲିକାନାରେ ପରିଚାଳିତ ଆମାଜନ ରିଲାଏନ୍ସ ରିଟେଲରେ ପ୍ରାୟ ୯.୯% ଅଂଶଧନ ହାସଲ କରିବା…
ଇପିଏଫ୍ଓରେ ୩.୧୮ ଲକ୍ଷ ନୂଆ ଉପଭୋକ୍ତା
ନୂଆଦିଲ୍ଲୀ,୨୪।୭: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ(ଇପିଏଫ୍ଓ) ମେ ମାସରେ ୩.୧୮ ଲକ୍ଷ ନୂଆ ଉପଭୋକ୍ତା ଯୋଡିପାରିଛି। ଦେଶବ୍ୟାପି ଲକ୍ଡାଉନ ଥିବା ସତ୍ତ୍ୱେ ମଧ୍ୟ ଏହା ଅଧିକ ସଂଖ୍ୟକ ଉପଭୋକ୍ତାଙ୍କୁ ଯୋଡିବାକୁ ସକ୍ଷମ ହୋଇ ପାରିଛି ବୋଲି ଜଣାପଡିଛି। ଏଥିରେ ୨୧୮% ବୃଦ୍ଧି…
ଅସାବଧାନତା ଯୋଗୁ ଭୁଲ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ କରି ଦେଇଛନ୍ତି କି? ଜାଣନ୍ତୁ କିପରି ଫେରି ପାଇବେ
ନୂଆଦିଲ୍ଲୀ,୨୪।୭: ଆଜିକାଲି ବ୍ୟାଙ୍କ ନଚେତ ଏଟିଏମ୍ରେ ଟଙ୍କା ନେଣଦେଣ ସାଧାରଣ କଥା ପାଲଟିଲାଣି। ହେଲେ ବେଳେବେଳେ ଆମେ ଭୁଲବଶତଃ ନିଜ ଆକାଉଣ୍ଟ ବଦଳରେ ଅନ୍ୟ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ କରିଦେଇଥାଉ। ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ ଟ୍ରାଞ୍ଜାକ୍ସନରେ ଏଭଳି ଅସୁବିଧା ଦେଖିବାକୁ ମିଳିଥାଏ।…
୫୦% ଭତ୍ତା କାଟିବ ଏୟାର ଇଣ୍ଡିଆ
ନୂଆଦିଲ୍ଳୀ,୨୪।୭: ଅନ୍ୟ ବିମାନ କମ୍ପାନୀଙ୍କ ଭଳି ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆ ଏହାର କର୍ମଚାରୀଙ୍କୁ ଛଟେଇ କରିବ ନାହିଁ। କମ୍ପାନୀ ପକ୍ଷରୁ ଗୁରୁବାର ଏ ନେଇ ସ୍ପଷ୍ଟ କରାଯାଇଛି। ଅପରପକ୍ଷରେ କର୍ମଚାରୀଙ୍କ ଭତ୍ତା ୫୦% ହ୍ରାସ ହେବ ବୋଲି ଏହା ଟୁଇଟ ଯୋଗେ…

