ବାଣିଜ୍ୟ

ବିଶ୍ୱ ପର୍ଯ୍ୟଟନ ୩୨୦ ବିଲିୟନ ଡଲାର ହରାଇଛି

ଜାତିସଂଘ, ୨୬।୮: କରୋନା ମହାମାରୀ ବିଶ୍ୱ ପର୍ଯ୍ୟଟନ ଶିଳ୍ପରେ ବିପର୍ଯ୍ୟୟ ଆଣିଛି। ଚଳିତ ବର୍ଷର ପ୍ରଥମ ୫ ମାସରେ ଏହି ଶିଳ୍ପ ୩୨୦ ବିଲିୟନ ଡଲାର ରପ୍ତାନି ହରାଇଥିବାବେଳେ ୧୨ କୋଟିରୁ ଅଧିକ ନିଯୁକ୍ତି ପ୍ରତି ବିପଦ ସୃଷ୍ଟି ହୋଇଥିବା ଜାତିସଂଘ…

କୋଭିଡ୍‌ର ଆର୍ଥିକ ପ୍ରଭାବ ଆକଳନ କଷ୍ଟକର: ଆର୍‌ବିଆଇ

ନୂଆଦିଲ୍ଲୀ,୨୬।୮: କୋଭିଡ୍‌ ଯୋଗୁ ଘରୋଇ ବଜାର ବର୍ତ୍ତମାନ କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ବର୍ତ୍ତମାନ କରୋନା ସଂକ୍ରମଣ ବଢିଚାଲିଛି। ଏବେ କୋଭିଡ୍‌ ଯୋଗୁ ହୋଇଥିବା ପ୍ରକୃତ ଆର୍ଥିକ କ୍ଷତି ମାପିବା କଷ୍ଟକର ବୋଲି ରିଜର୍ଭ ବ୍ୟାଙ୍କ ମଙ୍ଗଳବାର କହିଛି। ଜିଡିପିକୁ ପ୍ରାୟ (-)୧୨…

ଆସିପାରେ ଦ୍ୱିତୀୟ ପ୍ୟାକେଜ

ନୂଆଦିଲ୍ଲୀ,୨୬।୮: କୋଭିଡ୍‌ ଯୋଗୁ କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ଲାଗି ସରକାର ଦ୍ୱିତୀୟ ପ୍ୟାକେଜ ଘୋଷଣା କରିପାରନ୍ତି। ବର୍ତ୍ତମାନ କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଛି। ଲୋକଙ୍କ ମନରେ ଏ ନେଇ ଭୟ ମଧ୍ୟ ରହିଛି। କୋଭିଡ୍‌ ସଂକ୍ରମଣ ଥମିଲେ ସରକାର ଦ୍ୱିତୀୟ…

ସପ୍ତାହାନ୍ତ ଲକ୍‌ଡାଉନରୁ କାରବାର କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ,୨୬।୮: କରୋନା ମାମଲା ଥମୁ ନ ଥିବା ଯୋଗୁ ବିଭିନ୍ନ ରାଜ୍ୟରେ ସରକାର ସପ୍ତାହର ଶେଷ ଦିନଗୁଡିକରେ ଲକ୍‌ଡାଉନ କରୁଛନ୍ତି। ଏହାଦ୍ୱାରା କାରବାର କ୍ଷତିଗ୍ରସ୍ତ ହେଉଥିବା ରିଟେଲ ଶିଳ୍ପ ସଂଘ ପକ୍ଷରୁ ସୂଚନା ରହିଛି। ସରକାରଙ୍କ ଏଭଳି ପଦକ୍ଷେପ ଦ୍ୱାରା ଖାଉଟିଙ୍କ…

ନୀରବଙ୍କ ସ୍ତ୍ରୀ ଆମିଙ୍କ ବିରୋଧରେ ଇଣ୍ଟରପୋଲର ଗିରଫ ପରଓ୍ବାନା

ନୂଆଦିଲ୍ଲୀ,୨୬।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ପ୍ରାୟ ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ ପଳାତକ ଘୋଷିତ ନୀରବ ମୋଦିଙ୍କ ସ୍ତ୍ରୀ ଆମି ମୋଦିଙ୍କ ବିରୋଧରେ ଇଣ୍ଟରପୋଲ ଗ୍ଲୋବାଲ ଗିରଫ ପରଓ୍ବାନା ଜାରି କରିଛି। ବେଆଇନ ଅର୍ଥ କାରବାର ମାମଲାରେ ଏଭଳି…

ଲଗାତର ୬ ଦିନ ପାଇଁ ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୨୬।୮: ପେଟ୍ରୋଲ ଦର ବୃଦ୍ଧିରେ ବିରତି ଲାଗି ପାରୁନାହିଁ। ଲଗାତର ତେଲ ଦର ବଢିବା ଫଳରେ ଏହା ଖାଉଟିଙ୍କ ଚିନ୍ତା ବଢାଉଛି। ୬ ଦିନ ହେବ ପେଟ୍ରୋଲ ଦର ଦର ବୃଦ୍ଧି ଘଟି ଚାଲିଛି। ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା…

ବନ୍ଦ ହେବ ୨ହଜାର ଟଙ୍କିଆ ନୋଟ!

ନୂଆଦିଲ୍ଲୀ,୨୫।୮: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ତା’ର ବାର୍ଷିକ ରିପୋର୍ଟରେ ଦର୍ଶାଇଛି କି ୨୦୧୯-୨୦ରେ ୨ହଜାର ଟଙ୍କିଆ ନୋଟ ଛପାଯାଇ ନାହିଁ। ଗତବର୍ଷ ମଧ୍ୟ ୨ହଜାର ଟଙ୍କିଆ ନୋଟର ସର୍କୁଲେଶନ କମ୍‌ ହୋଇଛି। ୨୦୧୮ ମାର୍ଚ୍ଚ ଶେଷ ବେଳକୁ ୩୩,୬୩୨ ଖଣ୍ଡ…

ଚାକିରି ପାଇଁ ଆସିଥିବା ଝିଅକୁ ପ୍ରେମ ବିବାହ କରିଥିଲେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି: ଜାଣନ୍ତୁ ତାଙ୍କ ପ୍ରେମ କାହାଣୀ ସମ୍ପର୍କରେ…

ଆମାଜନର ପ୍ରତିଷ୍ଠାତା ତଥା ସିଇଓ ଜେଫ ବେଜୋସ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି । ଅଗଷ୍ଟ ୧୮ରେ ପ୍ରକାଶିତ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ୧୮୮ ବିଲିୟନ ଡଲାର। ଆମେରିକାର ୧୪୧ ବର୍ଷର ପୂରୁଣା ଖବରକାଗଜ ‘ଦି…

ମୁକେଶ ଅମ୍ବାନୀଙ୍କ ଠାରୁ ଜୁକରବର୍ଗ: କରୋନା ସମୟରେ ଏହି କୋଟିପତିମାନେ କେତେ ଟଙ୍କା ଦାନ କରିଛନ୍ତି ଜାଣନ୍ତୁ…

ପରୋପକାର ପରମଧର୍ମ। ଅର୍ଥାତ୍‌ ଅନ୍ୟର ହିତ ପାଇଁ ଦାନ ହେଉଛି ସବୁଠାରୁ ବଡ଼ ଧର୍ମ। ଦୁନିଆରେ ଅନେକ ଲୋକ ରହିଛନ୍ତି ଯେଉଁମାନେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ମାତ୍ର ଖୁବ୍‌ କମ୍‌ ଲୋକ ଅଛନ୍ତି, ଯେଉଁମାନେ ଅଭାବୀ ଲୋକଙ୍କୁ ସେମାନଙ୍କ…

ଆଉ ଏଟିଏମ୍‌କୁ ଯିବାକୁ ପଡ଼ିବନି, ଗୋଟିଏ ମେସେଜ୍‌ରେ ଘରେ ପହଞ୍ଚିବ ଟଙ୍କା; ଜାଣନ୍ତୁ କେମିତି

ବର୍ତ୍ତମାନ ଟଙ୍କା ଉଠାଇବା ପାଇଁ ଆପଣଙ୍କୁ ବ୍ୟାଙ୍କ୍‌ କିମ୍ବା ଏଟିଏମ୍‌କୁ ଯିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ଆପଣଙ୍କ ଗୋଟିଏ ମେସେଜ୍‌ରେ ଏଟିଏମ୍‌ ଆପଣଙ୍କ ଦୁଆରମୁହଁରେ ପହଞ୍ଚିବ। ବର୍ତ୍ତମାନ ଗ୍ରାହକମାନଙ୍କୁ ଆଉ ଲମ୍ବା ଲାଇନରେ ଠିଆହେବାକୁ ପଡ଼ିବନି। ଏଥିରୁ ଗ୍ରାହକମାନଙ୍କୁ ଖୁବ୍‌ଶୀଘ୍ର ମୁକ୍ତି…

ଚାଇନାକୁ ପୁଣି ବଡ଼ ଝଟ୍‌କା ଦେଲା ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ, ୨୨।୮: ଚାଇନାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିବାରେ ଲାଗିଛି। ଏବେ ଭାରତୀୟ ରେଲଓ୍ବେ ପୁଣି ଏକ ବଡ଼ ଝଟ୍‌କା ଚାଇନାକୁ ଦେଇଛି। ଭାରତୀୟ ରେଲଓ୍ବେ ପକ୍ଷରୁ ୪୪ଟି ସେମି ହାଇସ୍ପିଡ୍‌ ବନ୍ଦେ ଭାରତ ଟ୍ରେନ୍‌ ନିର୍ମାଣ ଠିକାକୁ ରଦ୍ଦ…

ଧନୀ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଲେ ମାର୍କ ଜୁକରବର୍ଗ

ନ୍ୟୁୟର୍କ,୨୧।୮: ଫେସ୍‌ବୁକ୍‌ ସିଇଓ ମାର୍କ ଜୁକରବର୍ଗ ବିଶ୍ୱର ତୃତୀୟ ଧନୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୧୦୦ ବିଲିୟନ୍‌ ଡଲାର ଟପିଛି। ସୋସିଆଲ୍‌ ନେଟଓ୍ବାର୍କିଂ କମ୍ପାନୀ ଫେସବୁକ୍‌ର ଶେୟାର ଗୁରୁବାର ୨.୫ ପ୍ରତିଶତ ବୃଦ୍ଧି ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?