ବାଣିଜ୍ୟ

ସପ୍ତାହରେ ୪ ଦିନ ହୋଇପାରେ କାର୍ଯ୍ୟଦିବସ

ନୂଆଦିଲ୍ଲୀ: ସପ୍ତାହରେ ୪ ଦିନ କାମ କରିବା ଲାଗି ନିୟମ ଆସିପାରେ। ଏ ନେଇ କମ୍ପାନୀଗୁଡ଼ିକୁ ସରକାର ଅନୁମତି ପ୍ରଦାନ କରିପାରନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କୁ ଶିଫ୍ଟ ସମୟ ବଢ଼ାଯାଇପାରିବ। ସପ୍ତାହରେ ୪୮ ଘଣ୍ଟା କାର୍ଯ୍ୟ ସମୟ ଜାରି ରହିବ।…

ସରକାରଙ୍କ ଡେଭଲପମେଣ୍ଟ ମଡେଲକୁ ରାହୁଲଙ୍କ କଟାକ୍ଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡେଭଲପମେଣ୍ଟ ମଡେଲକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର କଟାକ୍ଷ କରିଛନ୍ତି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସଂଖ୍ୟା ହ୍ରାସ ଦ୍ୱାରା ସରକାର ଅର୍ଥ ବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଥିବା ରାହୁଲ କହିଛନ୍ତି। ମୋଦିଙ୍କ ବିକାଶ ଯୋଜନାରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ…

ଘରୋଇକରଣ ନେଇ ନିର୍ମଳାଙ୍କ ସ୍ପଷ୍ଟୀକରଣ

ମୁମ୍ବାଇ: ଦେଶର ସମ୍ପତ୍ତିକୁ ସରକାର ଘରୋଇ କ୍ଷେତ୍ର ହାତକୁ ଟେକି ଦେଉଥିବା ବିରୋଧୀ ଦଳଗୁଡିକ ଅଭିଯୋଗ ଆଣିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହାର ଉତ୍ତର ରଖିଛନ୍ତି। ବିରୋଧୀଙ୍କ ଏହି ଯୁକ୍ତିକୁ ଅର୍ଥମନ୍ତ୍ରୀ ଖଣ୍ଡନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ଆସିଥିବା ବଜେଟରେ…

ଭେହିକ୍‌ଲ ସ୍କ୍ରାପେଜ୍‌କୁ ଉତ୍ସାହିତ କରିବେ ସରକାର

ନୂଆଦିଲ୍ଲୀ: ପୁରୁଣା ଏବଂ ପ୍ରଦୂଷଣ ସୃଷ୍ଟି କରୁଥିବା ଯାନ ହଟାଇ ନୂଆ ଯାନ ଗ୍ରହଣ କାର୍ଯ୍ୟକ୍ରମକୁ ସରକାର ଉତ୍ସାହିତ କରିବେ। ଏ କ୍ଷେତ୍ରରେ ସରକାର କେତେକ ବେନିଫିଟ ପ୍ରଦାନ କରିବେ ବୋଲି କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ…

ଉଡାନ୍‌ରେ ୧୦୦୦ ରୁଟ୍‌ ଉପରେ ନଜର

ନୂଆଦିଲ୍ଲୀ: ଉଡାନ୍‌ ଯୋଜନାରେ ସେବା ଉପଲବ୍ଧ ହେଉ ନ ଥିବା ଦେଶର ୧୦୦ ବିମାନ ବନ୍ଦରକୁ ଯୋଡିବା ନେଇ ସରକାର ଯୋଜନା ରଖିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ରବିବାର କହିଛନ୍ତି। ଅନ୍ତତଃ ପକ୍ଷେ ୧…

ଭାରତରେ ବିଦେଶୀ ମୁଦ୍ରା ଭଣ୍ଡାରର ବୃଦ୍ଧି

ମୁମ୍ବାଇ,୭।୨: କରୋନା ମହାମାରୀ ଭଳି ଏକ ମାନ୍ଦାବସ୍ଥା ସମୟରେ ଭାରତର ବିଦେଶୀ ମୁଦ୍ରାଭଣ୍ଡାର ବୃଦ୍ଧି ପାଇ ୫୯୦ ବିଲିୟନ ଆମେରିକାନ ଡଲାରରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ ଏହା ପ୍ରାୟ ୧୧୯ ବିଲିୟନ ଡଲାର ଅଭିବୃଦ୍ଧି ପାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ…

ମଲ୍ଟି ମୋଡାଲ ହବ୍‌ ହେବ ଭୁବନେଶ୍ୱର ଷ୍ଟେଶନ

ନୂଆଦିଲ୍ଲୀ,୭।୨: ଭୁବନେଶ୍ୱର ରେଳ ଷ୍ଟେଶନକୁ ବିଶ୍ୱସ୍ତରୀୟ ମଲ୍ଟି ମୋଡାଲ ହବ୍‌ରେ ପରିଣତ କରାଯିବ ବୋଲି ଶୁକ୍ରବାର ରାଜ୍ୟ ସଭାରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି। ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ…

ଭାରତୀୟ ଟିକାର ଚାହିଦା ବଢ଼ୁଛି, ଅପେକ୍ଷା କରି ରହିଛନ୍ତି ୨୫ ଦେଶ: ମନ୍ତ୍ରୀ

ନୂଆଦିଲ୍ଲୀ,୭।୨: ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଭାରତରେ ମେଡ୍‌ ଇନ୍‌ ଇଣ୍ଡିଆ କୋଭିଡ୍‌ ଟିକା ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା କିମ୍ବା ଅଘଟଣ ଭଳି ଖବର ଆସିନାହିଁ। ଭାରତରେ ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଆଗଧାଡ଼ିର…

ଚନ୍ଦା କୋଚରଙ୍କୁ ସମନ

ନୂଆଦିଲ୍ଲୀ,୭।୨: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କୁ ସ୍ବତନ୍ତ୍ର କୋର୍ଟ ସମନ କରିଛି। ଘରୋଇ କମ୍ପାନୀ ଭିଡିଓକନ ଗ୍ରୁପ୍‌ର ଅଧ୍ୟକ୍ଷ ଭେନୁଗୋପାଳ ଧୂତ୍‌ଙ୍କୁ କୋଚର ଅହେତୁକ ଅନୁକମ୍ପା ଦେଖାଇବା ଘଟଣା ସାମ୍ନାକୁ ଆସିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ଘଟଣାର…

ହ୍ରାସ ପାଉଛି ସୁନା ଦର

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଶେୟାର ବଜାର ଯେଉଁ ହାରରେ ଆଗକୁ ବଢୁଛି ଠିକ୍‌ ସେହି ଅନୁପାତରେ ଭାରତୀୟ ବଜାରରେ ସୁନା ଦର ମଧ୍ୟ ହ୍ରାସ ପାଉଥିବା ସୂଚନା ମିଳିଛି। ଶନିବାର ପ୍ରତି ୧୦ ଗ୍ରାମ ସୁନା ପିଛା ଦର ୪୭,୨୭୦…

୧୬.୫ କୋଟି ବାଣ୍ଟିଲା ନାବାର୍ଡ

ନୂଆଦିଲ୍ଲୀ,୭।୨: ନ୍ୟାଶନାଲ ବ୍ୟାଙ୍କ ଫର୍‌ ଏଗ୍ରିକଲଚର ଆଣ୍ଡ ରୁରାଲ ଡେଭଲମେଣ୍ଟ(ନାବାର୍ଡ) ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରର ବିକାଶ ନିମନ୍ତେ ପ୍ରାୟ ୩୦,୨୦୦ କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଶନିବାର ବ୍ୟାଙ୍କ ପକ୍ଷରୁ କୁହାଯାଇଛି…

ନୂଆ ରେକର୍ଡ ସ୍ତରରେ ଶେୟାର ବଜାର

ମୁମ୍ବାଇ: ବଜେଟ ପରେ ଭାରତୀୟ ଶେୟାର ବଜାର କାରବାର ଉର୍ଦ୍ଧ୍ୱଗାମୀ ହୋଇଛି। ଗତ ୫ ସେସନ ହେବ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସରେ କାରବାର ରେକର୍ଡ ସ୍ତର ଛୁଇଁଛି। ରିଜର୍ଭ ବ୍ୟାଙ୍କ ସୁଧହାର ଘୋଷଣା ଏବଂ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?