ବାଣିଜ୍ୟ

କୋଭିଡ ସ୍ଥିତି ସୁଧୁରିଲେ ଘରୋଇ ବିମାନ ଭଡା କଟକଣା ହଟିବ

ନୂଆଦିଲ୍ଲୀ : କୋଭିଡ ଯୋଗୁ ସରକାର ବିମାନ ଯାତ୍ରା ଉପରେ କଟକଣା ଲଗାଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିମାନ ଯାତ୍ରା ସମ୍ପୂର୍ଣ୍ଣ ସ୍ବାଭାବିକ ସ୍ଥିତିକୁ ଫେରିନାହିଁ। ଦେଶ ମଧ୍ୟରେ ବିମାନ ଭଡା କ୍ଷେତ୍ରରେ ସରକାର କେତେକ ନିୟମ ଲାଗୁ କରିଛନ୍ତି। ସେହି ଆଧାରରେ…

ଫାସ୍‌ଟାଗ୍‌ରେ ମିନିମମ୍‌ ବାଲାନ୍ସ ଆବଶ୍ୟକ ନାହିଁ

ନୂଆଦିଲ୍ଲୀ: ନ୍ୟାଶନାଲ ହାଇଓ୍ବେରେ ଯାତ୍ରା କରୁଥିଲେ ଫାସ୍‌ଟାଗ୍‌ ରଖିବା ଜରୁରୀ। ଯଦି ଆପଣ ଫାସ୍‌ଟାଗ୍‌ ବ୍ୟବହାର କରୁଛନ୍ତି ତେବେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ହୋଇଥିବା ନିୟମ ସମ୍ପର୍କରେ ଜାଣିରଖିବା ଜରୁରୀ। ଫାସ୍‌ଟାଗ୍‌ରେ ବର୍ତ୍ତମାନ ମିନିମମ୍‌ ବାଲାନ୍ସ ନ ରଖିଲେ କୌଣସି ଅସୁବିଧା…

୪ ଗୁଣ ବଢ଼ିଲା ବିଟ୍‌ କଏନ ଟ୍ରେଡ୍‌

ନୂଆଦିଲ୍ଲୀ: ଭର୍ଚୁଆଲ କରେନ୍ସି ବିଟ୍‌ କଏନ କାରବାର ଭାରତରେ ଏବେ ଲଗାତର ବଢୁଛି। ଟେସ୍‌ଲା କମ୍ପାନୀର ମୁଖ୍ୟ ଏଲନ୍‌ ମସ୍କ ବିଟ୍‌ କଏନରେ ଦେଢ଼ ଶହ କୋଟି ଡଲାର ନିବେଶ କରିବା ନେଇ ଘୋଷଣା କରିବା ପରେ ଭାରତୀୟ କ୍ରିପ୍ଟୋକରେନ୍ସି ନିବେଶକଙ୍କ…

ମେଜର ପୋର୍ଟ ଅଥରିଟିଜ ବିଲ୍‌ ପାର୍ଲାମେଣ୍ଟରେ ପାସ୍‌

ନୂଆଦିଲ୍ଲୀ: ମେଜର ପୋର୍ଟ ଅଥରିଟିଜ ବିଲ୍‌ ୨୦୨୦କୁ ବୁଧବାର ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ବନ୍ଦର ଏବଂ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ୍‌ ମାଣ୍ଡବୀୟ ଏହି ବିଲ୍‌କୁ ରାଜ୍ୟ ସଭାରେ ଉପସ୍ଥାପନ କରିଥିଲେ। ଏହି ବିଲ୍‌କୁ ବର୍ତ୍ତମାନ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଗି ପଠାଯିବ।…

ଏୟାର ଇଣ୍ଡିଆର ୪୯୮ କୋଟି ବକେୟା ରଖିଛନ୍ତି କେନ୍ଦ୍ର-ରାଜ୍ୟ

ନୂଆଦିଲ୍ଲୀ: ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଗୁଡିକ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆର ୪୯୮.୧୭ କୋଟି ଟଙ୍କା ବକେୟା ରଖିଛନ୍ତି। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଭିଭିଆଇପି ଯାତ୍ରା, ବିଦେଶୀ ଅତିଥିଙ୍କ ଯାତ୍ରା ଭଳି ଅନ୍ୟ ସେବାରେ ଏଭଳି ଅର୍ଥ…

ଶୀଘ୍ର ସରି ଯାଉଛି କି ଫୋନ୍‌ର ଇଣ୍ଟରନେଟ୍‌ ଡାଟା? ଆଜି ହିଁ ବଦଳାନ୍ତୁ ଏସବୁ ସେଟିଂ

କରୋନା ପରଠାରୁ ବଢ଼ିଛି ଇଣ୍ଟରନେଟ ଖର୍ଚ୍ଚ। ଏଣୁ ଡାଟା ଶେଷ ହେବା ପ୍ରମୁଖ ଚିନ୍ତାର କାରଣ ପାଲଟିଛି। ଆଜିକାଲି ସବୁକିଛି ପାଇଁ ଇଣ୍ଟରନେଟ୍‌ ଡାଟା ଆବଶ୍ୟକ। କିନ୍ତୁ ଫୋନରେ ଅତିରିକ୍ତ ଜିନିଷ ହେତୁ ଡାଟା ଖର୍ଚ୍ଚ ହୋଇଯାଇଥାଏ। ଫଳରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ…

ଯାନ ନିର୍ମାତାଙ୍କୁ ସରକାରଙ୍କ ତାଗିଦ

ନୂଆଦିଲ୍ଲୀ: ଘରୋଇ ବଜାରରେ ଅଟୋମୋବାଇଲ କମ୍ପାନୀଗୁଡିକ ସୁରକ୍ଷା ମାନକ(ସେଫ୍ଟି ଷ୍ଟାଣ୍ଡାର୍ଡ) ପ୍ରଦାନରେ ଅବହେଳା କରୁଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ସରକାର ମଙ୍ଗଳବାର ଚିନ୍ତା ପ୍ରକଟ କରିଛନ୍ତି। ଏଭଳି କାମକୁ ସରକାର ଉତ୍ସାହିତ କରିବେ ନାହିଁ। ଅଟୋମୋବାଇଲ କମ୍ପାନୀଗୁଡିକ ଜାଣିଶୁଣି…

ଯାନ ପଞ୍ଜୀକରଣ ୯.୬୬% କମିଲା

ନୂଆଦିଲ୍ଲୀ: ଜାନୁୟାରୀ ମାସରେ ଯାନ ପଞ୍ଜୀକରଣ ୯.୬୬% ହ୍ରାସ ହୋଇଛି। ଡିସେମ୍ବରରେ ଏଥିରେ ଉନ୍ନତି ଆସିଥିଲା। ଟ୍ରାକ୍ଟରକୁ ଛାଡିଦେଲେ ଅନ୍ୟ ସବୁ ବର୍ଗରେ ଯାନ ବିକ୍ରି ନକାରାତ୍ମକ ରହିଛି। ୨ ଚକିଆ, ୩ ଚକିଆ, ବାଣିଜି୍ୟକ ଯାନ ଏବଂ ପାସେଞ୍ଜର ଯାନ…

ବ୍ୟାଙ୍କ ସଂଘଗୁଡ଼ିକର ୨ ଦିନିଆ ଧର୍ମଘଟ ଡାକରା

ନୂଆଦିଲ୍ଲୀ: ୯ ବ୍ୟାଙ୍କ ସଂଘର ସଙ୍ଗଠନ ୟୁନାଇଟେଡ୍‌ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ (ୟୁଏଫ୍‌ବିୟୁ) ମାର୍ଚ୍ଚ ୧୫ରୁ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ନିକଟରେ ଆସିଥିବା ସାଧାରଣ ବଜେଟରେ ୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ ନେଇ ସରକାର ଘୋଷଣା କରିଛନ୍ତି।…

ବ୍ୟାଙ୍କ ଗ୍ରାହକଙ୍କ ସେବା ସଂକ୍ରାନ୍ତ ଅଭିଯୋଗ ୫୭% ବୃଦ୍ଧି

ନୂଆଦିଲ୍ଲୀ: ବ୍ୟାଙ୍କଗୁଡିକ ପକ୍ଷରୁ ପ୍ରଦାନ କରାଯାଉଥିବା ସେବାରେ ଗ୍ରାହକ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା ନଜରକୁ ଆସିଛି। ଫଳରେ ଗ୍ରାହଙ୍କ ସେବା ସଂକ୍ରାନ୍ତ ଅଭିଯୋଗ ୫୭% ବୃଦ୍ଧି ପାଇ ୩.୦୮ ଲକ୍ଷ ଛୁଇଁଛି। ୨୦୨୦ ଜୁନ୍‌ ୩୦ ସୁଦ୍ଧା ଗ୍ରାହକ ଏଭଳି…

ସରକାର ଆଣିବେ କ୍ରିପ୍ଟୋ କରେନ୍ସି ବିଲ୍‌

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସିକୁ ନେଇ ସରକାର ଶୀଘ୍ର ଏକ ବିଲ୍‌ ଆଣିବେ। ବର୍ତ୍ତମାନ ଥିବା ଆଇନରେ ଏ ସଂକ୍ରାନ୍ତ କୌଣସି ବ୍ୟବସ୍ଥା ନ ଥିବାରୁ ଏହାକୁ ନେଇ ଆଶଙ୍କା ପ୍ରକାଶ ପାଉଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। କ୍ରିପ୍ଟୋ କରେନ୍ସିକୁ…

ଡିଏଲ୍‌ ନବୀକରଣ ଲାଗି ଆଧାର ପ୍ରମାଣନ

ନୂଆଦିଲ୍ଲୀ: ଅନ୍‌ଲାଇନରେ ଡ୍ରାଇଭିଂ ନବୀକରଣ ଏବଂ ୧୫ ଅନ୍ୟ ସେବା ଲାଗି ଆଧାର ଅଥେଣ୍ଟିକେଶନ(ପ୍ରମାଣନ)ର ଆବଶ୍ୟକତା ରହିଛି। ପରିବହନ ବିଭାଗର କାର୍ଯ୍ୟାଳୟକୁ ନ ଦୌଡ଼ି ଲୋକଙ୍କୁ ଅନ୍‌ଲାଇନ ଏବଂ କଣ୍ଟାକ୍ଟଲେସ୍‌ ସେବା ଯୋଗାଣ ଦିଗରେ ଏଭଳି ସୁବିଧାକୁ ଗୁରୁତ୍ୱ ଦିଆଯାଉଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?