ବାଣିଜ୍ୟ

ମହଙ୍ଗା ହେବ ବିମାନ ଯାତ୍ରା

ନୂଆଦିଲ୍ଲୀ: ଦେଶରେ ବିମାନ ଭଡ଼ା ବଢିବାର ସମ୍ଭାବନା ରହିଛି। ସରକାର ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବୋଚ୍ଚ ପ୍ରାଇସ ବ୍ୟାଣ୍ଡ୍‌ ବୃଦ୍ଧି କରିଛନ୍ତି। ସର୍ବନିମ୍ନ ଭଡ଼ା ୧୦% ଓ ସର୍ବୋଚ୍ଚ ଭଡ଼ା ୩୦% ବୃଦ୍ଧି କରାଯାଇଛି। ଫଳରେ ଘରୋଇ ବିମାନ ଯାତ୍ରା…

କର୍ନାଟକରେ ହେବ ଟେସ୍ଲା କରିଡର

ନୂଆଦିଲ୍ଲୀ: ଆମେରିକୀୟ ଇଲେକ୍ଟ୍ରିକ କାର ନିର୍ମାତା କମ୍ପାନୀ ଟେସ୍ଲା କର୍ନାଟକ ରାଜଧାନୀ ବେଙ୍ଗାଲୁରୁଠାରେ ନିଜର ପ୍ରଥମ ଉପତ୍ାଦନ ୟୁନିଟ୍‌ କରିବ ବୋଲି ଜଣାପଡିଛି। ଏ ସମ୍ପର୍କରେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଶନିବାର ଏକ ଖବରଦାତା ସମ୍ମିଳନୀ ଜରିଆରେ ସୂଚନା ଦେଇ…

ଟ୍ରେନ୍‌ ସେବା ସ୍ବାଭାବିକ ନେଇ ରେଲଓ୍ବେର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଏପ୍ରିଲ ମାସରେ ନିର୍ଦ୍ଦିଷ୍ଟ ତାରିଖ ସହ ଦେଶରେ ଯାତ୍ରୀବାହୀ ଟ୍ରେନ୍‌ ପୂର୍ଣ୍ଣମାତ୍ରାରେ ଚଳାଚଳ କରିବାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିଛି ଦିନ ମଧ୍ୟରେ ସରକାରଙ୍କ ପକ୍ଷରୁ ନିୟମିତ ଭାବେ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦିଆଯାଇ ଚାଲିଛି। ପୁଣି…

ଘରୋଇକରଣରୁ ସମସ୍ୟା ସମାଧାନ ହେବନି

କୋଲକାତା: ଘରୋଇକରଣ ଦ୍ୱାରା ସବୁ ବ୍ୟାଙ୍କର ସମସ୍ୟା ସମାଧାନ ହୋଇ ପାରିବ ନାହିଁ। ବେଙ୍ଗଲ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆର୍‌ବିଆଇର ପୂର୍ବତନ ଡେପୁଟି ଗଭର୍ନର ଏସ୍‌.ଏସ୍‌. ମୁନ୍ଦ୍ରା ଏହା କହିଛନ୍ତି। ୨୦୨୧-୨୨ ସାଧାରଣ…

ଫ୍ୟାମିଲି ପେନ୍‌ସନ ସୀମା ୧.୨୫ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଫ୍ୟାମିଲି ପେନ୍‌ସନ ସୀମାକୁ ୧.୨୫ ଲକ୍ଷକୁ ବଢାଇଛନ୍ତି। ଫ୍ୟାମିଲି ପେନ୍‌ସନ କ୍ଷେତ୍ରରେ ସଂସ୍କାର ପଦକ୍ଷେପ ଅନ୍ତର୍ଗତ ଏଭଳି ବ୍ୟବସ୍ଥା କରାଯାଇଛି। ଏହି ସୀମା ପୂର୍ବରୁ ୪୫ ହଜାର ଟଙ୍କା ରହିଥିଲା। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର…

୬.୩ ଲକ୍ଷ କୋଟିର ବ୍ୟୟ ମଞ୍ଜୁରୀ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ: ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଅତିରିକ୍ତ ୬.୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା ଲାଗି କେନ୍ଦ୍ର ସରକାର ମଞ୍ଜୁରୀ ଲୋଡ଼ିଛନ୍ତି। ଦ୍ୱିତୀୟ ଏବଂ ଅତିରିକ୍ତ ଖର୍ଚ୍ଚ ଦାବି ଭାବେ ଏହାକୁ ଉପସ୍ଥାପନ କରାଯାଇଛି। ଏହି ପ୍ରସ୍ତାବରେ ନେଟ୍‌ ୪.୧ ଲକ୍ଷ…

ଖୁଚୁରା ମୁଦ୍ରାସ୍ଫୀତି ୪.୦୬%

ନୂଆଦିଲ୍ଲୀ: ଜାନୁୟାରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ଭିତ୍ତିକ ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ୪.୦୬%କୁ ବୃଦ୍ଧି ପାଇଛି। ଆର୍‌ବିଆଇ ଧାର୍ଯ୍ୟଲକ୍ଷ୍ୟ ୨-୬% ମଧ୍ୟକୁ ଏହା ଫେରିଛି। ଲଗାତର ଦ୍ୱିତୀୟ ମାସ ଲାଗି ଏଭଳି ହୋଇଥିବା ସରକାର ଜାରି କରିଥିବା ଡାଟାରୁ ସାମ୍ନାକୁ ଆସିଛି।…

ଚନ୍ଦା କୋଚ୍ଚରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ଏବଂ ଭିଡିଓକନ ବେଆଇନ ଅର୍ଥ କାରବାର ମାମଲାରେ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କୁ ଆଶ୍ୱସ୍ତି ମିଳିଛି। ବେଆଇନ ଅର୍ଥ କାରବାର ନିରୋଧୀ ଆଇନ(ପିଏମ୍‌ଏଲ୍‌ଏ)ର ସ୍ବତନ୍ତ୍ର କୋର୍ଟ ଚନ୍ଦାଙ୍କୁ ଶୁକ୍ରବାର ଜାମିନ ପ୍ରଦାନ କରିଥିବା ଜଣାପଡିଛି। ପ୍ରବର୍ତ୍ତନ…

ସିଏନ୍‌ଜିରେ ଗଡ଼ିବ ଟ୍ରାକ୍ଟର

ନୂଆଦିଲ୍ଲୀ: ସାରା ଦେଶରେ ଏଣିକି ସିଏନ୍‌ଜି ବା ବାୟୋଗ୍ୟାସ୍‌ ଇନ୍ଧନରେ ଟ୍ରାକ୍ଟର ଗଡିବ। ଏଥିଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଦେଶର ପ୍ରଥମ ସିଏନ୍‌ଜି ଟ୍ରାକ୍ଟରର ଶୁଭାରମ୍ଭ କରିଛନ୍ତି। ଏହା…

ଦେଶ ମଧ୍ୟରେ ଉଡ଼ାଣ ଲାଗି ବିମାନ ଭଡ଼ା ବୃଦ୍ଧି

ନୂଆଦିଲ୍ଲୀ: ଦେଶ ମଧ୍ୟରେ ଉଡ଼ାଣ ଲାଗି ବିମାନ ଭଡ଼ାରେ ୩୦% ଯାଏ ବୃଦ୍ଧି ହୋଇଛି। ବିଭିନ୍ନ ରୁଟ୍‌ରେ ଯାତ୍ରା ଲାଗି ସରକାର ସର୍ବନିମ୍ନ ଏବଂ ସର୍ବୋଚ୍ଚ ଭଡ଼ା କ୍ଷେତ୍ରରେ ପ୍ରାୟ ୩୦% ବୃଦ୍ଧି କରିଛନ୍ତି। ସେହିଭଳି ଚଳିତ ବର୍ଷ ମାର୍ଚ୍ଚ ୩୧…

୬.୪% ବଢ଼ିପାରେ ହାରାହାରି ବେତନ

ମୁମ୍ବାଇ: ବର୍ଷ ୨୦୨୧ରେ ଭାରତରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କ ହାରାହାରି ବେତନ ୬.୪% ବଢ଼ିବା ନେଇ ଆକଳନ କରାଯାଇଛି। ଓ୍ବିଲସ ଟାଓ୍ବାର ଓ୍ବାଟଶନ ରିପୋର୍ଟ ମୁତାବକ, ୨୦୨୦ରେ ବେତନ ବୃଦ୍ଧି ୫.୯% ରହିଥିଲା। ଚଳିତ ବର୍ଷ ଏଥିରେ ସାମାନ୍ୟ ବୃଦ୍ଧି…

ରାଷ୍ଟ୍ରାୟତ୍ତ ଉଦ୍ୟୋଗଙ୍କ କ୍ଷତି ୧.୪ ଲକ୍ଷ କୋଟି

  ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର କ୍ଷତି ବଢ଼ି ଚାଲିଛି। ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ ୧୮୯ ରାଷ୍ଟ୍ରାୟତ୍ତ କମ୍ପାନୀ ୧.୪୦ ଲକ୍ଷ କୋଟି ଟଙ୍କା କ୍ଷତି ସହିଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ରିପୋର୍ଟରୁ ସାମ୍ନାକୁ ଆସିଛି। ଏହି କମ୍ପାନୀଗୁଡ଼ିକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?