ବାଣିଜ୍ୟ

ବଜେଟ ଅର୍ଥ ଖର୍ଚ୍ଚ କରି ପ୍ରକଳ୍ପ କାମ ସାରିବାକୁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଗତବର୍ଷ ତୁଳନାରେ ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ମୋଟ୍‌ ରାଜସ୍ବ ସଂଗ୍ରହରେ ୪ ପ୍ରତିଶତ ବୃଦ୍ଧି ଘଟିଛି। ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ କୋଭିଡ୍‌ ସଙ୍କଟ ସତ୍ତ୍ବେ ରାଜସ୍ବ ସଂଗ୍ରହରେ ଅଭିବୃଦ୍ଧି ଘଟିଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ସଚିବ…

ନୂଆବର୍ଷରୁ ଏହିସବୁ ଫୋନ୍‌ରେ କାମ କରିବନି ହ୍ବାଟ୍ସଆପ୍‌: ଜାଣନ୍ତୁ କେମିତି ଜାଣିବେ

ହ୍ବାଟ୍ସଆପ୍‌ ଆପ୍‌ ପ୍ରତିବର୍ଷ ଅପରେଟିଂ ସିଷ୍ଟମ ପାଇଁ କିଛି ଫୋନ୍‌ରେ ସପୋର୍ଟ କରିବା ବନ୍ଦ କରିଦିଏ। ଯାହା ପରେ ହ୍ବାଟ୍ସଆପ୍‌ ଆପ ପୁରୁଣା ସିଷ୍ଟମରେ କାମ କରେ ନାହିଁ। ଗତ ବର୍ଷ ହ୍ବାଟ୍ସଆପ୍‌ ଆପ ୱିଣ୍ଡୋଜ ଏବଂ ବ୍ଲାକବେରୀ ଫୋନରେ ସପୋର୍ଟ…

ରାଜ୍ୟ, ଦେଶ, ବିଶ୍ୱର ପ୍ରଭାବଶାଳୀ ନେତୃତ୍ୱଙ୍କୁ ନେଇ ‘ଧରିତ୍ରୀ’ର ପାୱାର ଲିଷ୍ଟ ୨୦୨୦

୨୦୨୦ ମସିହା କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ, ସମଗ୍ର ପୃଥିବୀକୁ ଦୋହଲାଇ ଦେଇଛି। କରୋନା ଭୂତାଣୁ ମଣିଷ ଜାତିକୁ ଅନେକ ନୂଆ ଦିଗ ଦେଖାଇଛି। ଏହି ସମୟରେ ରାଜନୈତିକ ଏବଂ ସାମାଜିକ ନେତୃତ୍ୱର ଗୁରୁତ୍ୱ ବହୁ ପରିମାଣରେ ବୃଦ୍ଧି ପାଇଛି।…

ବିକାଶ ଧାରାକୁ ନୂଆ ରୂପ ଦେଇଛନ୍ତି ଓଡ଼ିଶାର ଘରୋଇ ଉଦ୍ୟୋଗୀ

ବର୍ଷ ୨୦୨୦ କରୋନା ଯୋଗୁ ସୃଷ୍ଟି ହୋଇଥିବା ପ୍ରତିକୂଳ ପରିସ୍ଥିତି ନିଯୁକ୍ତି ଏବଂ ଅର୍ଥନୀତିକୁ ପ୍ରଭାବିତ କରିଛି। ସେହି ପରିସ୍ଥିତିରୁ ବାହାରି ରାଜ୍ୟର ଅର୍ଥନୀତି ଏବଂ ନିଯୁକ୍ତି କ୍ଷେତ୍ରରେ ଦୃଢ଼ ସହଭାଗିତା ଦେଇ ବିକାଶର ଧାରାକୁ ପୁନର୍ବାର ଆରମ୍ଭ କରିବାରେ ଓଡ଼ିଶାର…

ଆଇଟି ରିଟର୍ନ ଅବଧି ବୃଦ୍ଧି ହେଉ: ଅର୍ଥମନ୍ତ୍ରୀଙ୍କୁ ଟୁଇଟ୍‌ କରି ଜଣାଇଲେ ସମସ୍ୟା

ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ୩୧ ତାରିଖରେ ଆୟକର ଦାଖଲ କରିବାର ଶେଷ ତାରିଖ ହୋଇଥିବାରୁ ଟିକସଦାତାଙ୍କ ପ୍ରବଳ ଭିଡ଼ ବିଭିନ୍ନ ଆଇଟି ରିଟର୍ନ ସେଣ୍ଟର ଓ ସେବାକେନ୍ଦ୍ରରେ ଦେଖିବାକୁ ମିଳିଛି। ଯେହେତୁ ଆୟକର ରିଟର୍ନ ଦାଖଲ କରିବାର ସମୟସୀମା ପାଖେଇ…

ଟିଭି, ଆପ୍ଲାଏନ୍ସ ଦର ବଢ଼ିବ

ନୂଆଦିଲ୍ଲୀ: ଏଲ୍‌ଇଡି ଟିଭି ସମେତ ରେଫ୍ରିଜରେଟର, ଓ୍ବାଶିଂମେଶିନ ଭଳି ଆପ୍ଲାଏନ୍ସ ଦର ପ୍ରାୟ ୧୦% ବୃଦ୍ଧି ହେବାକୁ ଯାଉଛି। ତମ୍ବା, ଆଲୁମିନିୟମ ଏବଂ ଇସ୍ପାତ ଦର ବଢ଼ିବା ଯୋଗୁ ଦରରେ ଏଭଳି ବୃଦ୍ଧି ଘଟିବ ବୋଲି କୁହାଯାଉଛି। ସେହିଭଳି ସାମୁଦ୍ରିକ ଏବଂ…

୧୧ଶହ ଇଞ୍ଜିନିୟରଙ୍କୁ ନିଯୁକ୍ତ କରିବ ଏଲ୍‌ ଆଣ୍ଡ ଟି

ଭୁବନେଶ୍ୱର: ଲାର୍ସନ ଆଣ୍ଡ ଟୁବ୍ରୋ (ଏଲ ଆଣ୍ଡ ଟି ) ୨୦୨୧ରେ ୧୧୦୦ ଇଞ୍ଜିନିୟରଙ୍କୁ ନିଯୁକ୍ତ କରିବ ବୋଲି ଯୋଜନା କରିଥିବା ସୂଚନା ମିଳିଛି। କମ୍ପାନୀ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ଆଇଆଇଟି ମାଡ୍ରାସ, ଗୁଆହାଟୀ, ଭୁବନେଶ୍ୱର, ବମ୍ବେ, ଦିଲ୍ଲୀ, ରୁର୍କୀ, ଖଡ଼ଗପୁର,…

ସୁନା ୬୩ ହଜାର ଛୁଇଁପାରେ

ନୂଆଦିଲ୍ଲୀ: ଚଳିତ ବର୍ଷ କରୋନା ମହାମାରୀ କାରଣରୁ ସୁନା ଦର ନେଇ କାହାର ଆକଳନ ନ ଥିଲା। ୨୦୨୧ରେ ଏହି ମୂଲ୍ୟବାନ୍‌ ଧାତୁ ଦର ଆକାଶଛୁଆଁ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ପ୍ରତି ୧୦ ଗ୍ରାମ ସୁନାର ଦାମ ୫୦…

ଫୋନ୍‌ପେରେ ହେବ ଟିକସ ଫାଇଲିଂ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଡିଜିଟାଲ ପେମେଣ୍ଟ ପ୍ଲାଟ୍‌ଫର୍ମ ଫୋନ୍‌ପେ ସହିତ ପ୍ରମୁଖ ଅନ୍‌ଲାଇନ ଟ୍ୟାକ୍ସ ଫାଇଲ ପ୍ଲାଟ୍‌ଫର୍ମ ଟ୍ୟାକ୍ସ ଟୁ ଓ୍ବିନ୍‌ ସହିତ ସହବନ୍ଧିତ ହୋଇଛି। ଫଳରେ ଫୋନ୍‌ପେର ୨୫ କୋଟି ଉପଭୋକ୍ତାଙ୍କୁ ଟ୍ୟାକ୍ସ ଫାଇଲ କରିବାର ସୁବିଧା ମିଳିପାରିଛି। ଏହି…

ହ୍ବାଟ୍ସଆପ୍‌ରେ ନମ୍ବର ସେଭ୍‌ ନ କରିବି ଏପରି ପଠାଇପାରିବେ ମେସେଜ୍‌; ଜାଣନ୍ତୁ ଟିପ୍ସ

ନୂଆଦିଲ୍ଲୀ,୨୭।୧୨: ଯେତେବେଳେ ହ୍ବାଟ୍ସଆପ୍‌ରେ କାହାକୁ ମେସେଜ୍‌ ପଠାଇବାକୁ ହୋଇଥାଏ, ତେବେ ପ୍ରଥମେ ତାଙ୍କ ନମ୍ବରକୁ ସେଭ୍‌ କରିବାକୁ ପଡେ। ଅନେକ ସମୟରେ ଏପରି କରିବାକୁ ଇଚ୍ଛା ହୋଇ ନ ଥାଏ। ନମ୍ବର ଦରକାରର ହୋଇ ନ ଥିବା ହେତୁ ପରେ ତାକୁ…

ନୂଆ ଜିଏସ୍‌ଟି ନିୟମ ଅଧୀନରେ ୪୫ ହଜାର ସଂସ୍ଥା

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ ବ୍ୟବସ୍ଥା(ଜିଏସ୍‌ଟି)ରେ ମାତ୍ର ୪୫ ହଜାର ପଞ୍ଜୀକୃତ ସଂସ୍ଥା ବାଧ୍ୟତାମୂଳକ ୧% ନଗଦ ଟିକସ ପ୍ରଦାନ କରିବେ। ଏହା ଜାନୁୟାରୀରୁ ଲାଗୁ ହେବ। ଜିଏସ୍‌ଟି ବ୍ୟବସ୍ଥାରେ ପଞ୍ଜୀକୃତ ହୋଇଥିବା ମୋଟ ବାଣିଜ୍ୟ ସଂସ୍ଥା ମଧ୍ୟରୁ ପ୍ରାୟ…

୩.୯୭ କୋଟି ଆଇଟିଆର୍‌ ଫାଇଲ

ନୂଆଦିଲ୍ଲୀ: ଆସେସ୍‌ମେଣ୍ଟ ବର୍ଷ ୨୦୨୦-୨୧ ଲାଗି ପ୍ରାୟ ୩.୯୭ କୋଟି ଟିକସଦାତା ସେମାନଙ୍କ ଆୟକର ରିଟର୍ନ ଫାଇଲ କରିଛନ୍ତି। ଡିସେମ୍ବର ୨୪ ସୁଦ୍ଧା ଏହି ରିଟର୍ନ ଫାଇଲ କରାଯାଇଥିବା ଆୟକର ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ମୋଟ ଆଇଟିଆର୍‌ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?