ବାଣିଜ୍ୟ

ସରକାରୀ ପ୍ରତିଭୂତିରେ ଖୁଚୁରା ନିବେଶକଙ୍କୁ ପ୍ରତ୍ୟକ୍ଷ ସୁଯୋଗ

ନୂଆଦିଲ୍ଲୀ: ଖୁଚୁରା ନିବେଶକଙ୍କୁ ଉତ୍ସାହିତ କରିବା ଲାଗି ଆର୍‌ବିଆଇ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ସରକାରଙ୍କ ପ୍ରତିଭୂତି କ୍ରୟ କରିବା ଦିଗରେ ଏଣିକି ଖୁଚୁରା ନିବେଶକଙ୍କୁ ପ୍ରତ୍ୟକ୍ଷ ଭାବେ ସୁଯୋଗ ମିଳିବ। ଏସିଆର ପ୍ରଥମ ଦେଶ ଭାବେ ଭାରତ ଏଭଳି…

ଆର୍‌ବିଆଇ ଆଣିବ ଡିଜିଟାଲ କରେନ୍ସି

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଏକ ଡିଜିଟାଲ କରେନ୍ସି ଆଣିବ। ଏହାର ମଡେଲ କିଭଳି ହେବ ସେ ସମ୍ପର୍କରେ କେନ୍ଦ୍ରୀୟ ବ୍ୟାଙ୍କର ଏକ ଆନ୍ତଃ କମିଟି ବର୍ତ୍ତମାନ କାର୍ଯ୍ୟ ଜାରି ରଖିଛି। ଏ ନେଇ ଶୀଘ୍ର ନିଷ୍ପତ୍ତି ଆସିବ…

ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଚତୁର୍ଥ ଥର ଲାଗି ଏହାର ରେପୋ ରେଟ୍‌ ( କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ହାରରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ଋଣ ଦିଏ)କୁ ଶୁକ୍ରବାର ଅପରିବର୍ତ୍ତିତ ରଖିଛି। କରୋନା ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଛିଡ଼ା…

ସାରା ବିଶ୍ୱରେ ଏବେ ଚାଉଳ ଅଭାବ, ଏମିତି ପୂରଣ କରିବ ଭାରତ

ନୂଆଦିଲ୍ଲୀ,୫।୨: ସମଗ୍ର ବିଶ୍ୱରେ ଏବେ ଚାଉଳର ଅଭାବ ପରିଲକ୍ଷିତ ହୋଇଛି। ତେଣୁ ଭାରତ ପୁଣି ଥରେ ସମଗ୍ର ବିଶ୍ୱର ଚାଉଳ ଅଭାବ ପୂରଣ କରିବାକୁ ଯାଉଛି। ଭାରତ ସରକାର ଆନ୍ଧ୍ରପ୍ରଦେଶରେ ଏକ ଡିପ୍‌ ଓ୍ବାଟର ପୋର୍ଟ ଉପଯୋଗ କରିବାକୁ ଯାଉଛନ୍ତି। ଏହା…

ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଙ୍କ ବଜାର ପୁଞ୍ଜୀକରଣରେ ରେକର୍ଡ

ମୁମ୍ବାଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣରେ ଐତିହାସିକ ରେକର୍ଡ ଦେଖାଯାଇଛି। ଏହି କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ଗୁରୁବାର ପ୍ରଥମଥର ଲାଗି ୨୦୦ ଲକ୍ଷ କୋଟି ଟଙ୍କା ଛୁଇଁଛି। ଭାରତୀୟ ପୁଞ୍ଜି ବଜାରରେ ଗତ କିଛି ଦିନ ହେବ…

ରେଲଓ୍ବେ ଲାଗି ଓଡ଼ିଶାକୁ ୬୯୯୫ କୋଟି

ଭୁବନେଶ୍ୱର: ବଜେଟ ୨୦୨୧-୨୨ରେ ଓଡିଶାକୁ ବ୍ୟୟ ବରାଦ ବୃଦ୍ଧି କରାଯାଇଛି। ୨୦୨୦-୨୧ରେ ରାଜ୍ୟକୁ ୫୭୫୯.୬୪ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବର୍ଷ ବଜେଟରେ ଏହା ୬୯୯୫.୫୮ କୋଟି ଟଙ୍କାକୁ ବଢିଛି। ପାଣ୍ଠି ଅଭାବ ଯୋଗୁ ଯେଭଳି କୌଣସି ପ୍ରକଳ୍ପ କାମ…

ଆନ୍ଦୋଳନ ଯୋଗୁ ୭୦ ହଜାର କୋଟି କ୍ଷତି

ନୂଆଦିଲ୍ଲୀ, ୪।୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାଯୋଗୁ ୨୦୨୦-୨୧ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ୭୦ ହଜାର କୋଟି ଟଙ୍କା କ୍ଷତି ହୋଇଛି ବୋଲି ପିଏଚ୍‌ଡି ଚ୍ୟାମ୍ବର ଅଫ୍‌ କମର୍ସ…

କିଶୋର ବିୟାନୀଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ, ୪ା୨: ଆମେରିକାର ପ୍ରମୁଖ କମ୍ପାନୀ ଆମାଜନ ସହ ବିବାଦରେ ଫସିଥିବା ଫ୍ୟୁଚର ଗ୍ରୁପ୍‌ର ମୁଖ୍ୟ ନିର୍ବାହୀ କିଶୋର ବିୟାନୀଙ୍କୁ ବଡ଼ ଝଟକା ଲାଗିଛି। ଦେଶର ଶେୟାର ବଜାର ନିୟନ୍ତ୍ରକ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) କିଶୋର ବିୟାନୀ…

କୋଭିଡ୍‌ ଯୋଗୁ ସ୍ବାସ୍ଥ୍ୟ ବୀମା ଗ୍ରହଣ ବଢ଼ିଛି

ଭୁବନେଶ୍ୱର, ୪ା୨: କୋଭିଡ୍‌ ମହାମାରୀ ଯୋଗୁ ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟବୀମା ଗ୍ରହଣ ବଢ଼ିଛି। କୋଭିଡ୍‌ ପୂର୍ବ ସ୍ଥିତି ତୁଳନାରେ ଏଥିରେ ଦ୍ରୁତ ଅଭିବୃଦ୍ଧି ହୋଇଥିବା ମାକ୍ସ ବୁପା ହେଲ୍‌ଥ ଇନ୍‌ସ୍ୟୁରାନ୍ସ ପକ୍ଷରୁ ସୂଚନା ମିଳିଛି। କମ୍ପାନୀର ପ୍ରଡକ୍ଟ ଏବଂ କ୍ଲେମ୍‌ ନିର୍ଦ୍ଦେଶକ…

ନିବେଶକଙ୍କ ସମ୍ପତ୍ତି ୧୨.୩୧ ଲକ୍ଷ କୋଟି ବୃଦ୍ଧି

ନୂଆଦିଲ୍ଲୀ, ୪ା୨: ଗତ ୩ ଦିନ ହେବ ଭାରତୀୟ ଶେୟାର ବଜାରରେ କାରବାର ଉନ୍ନତ ସ୍ତରରେ ରହିଛି। ବଜେଟ ପ୍ରଭାବ ଉନ୍ନତ ରହିବାରୁ ୩ ଦିନ ହେବ ପୁଞ୍ଜିବଜାର କାରବାର ବଢ଼ିଚାଲିଛି। ଏହି ୩ ଦିନରେ ନିବେଶକଙ୍କ ସମ୍ପତ୍ତି ୧୨.୩୧ ଲକ୍ଷ…

ବଜେଟ ୨୦୨୧-୨୨

ମୁଖ୍ୟାଂଶ ସ୍ବାସ୍ଥ୍ୟ ବଜେଟ ୯୪,୦୦୦ କୋଟିରୁ ୨.୩୮ ଲକ୍ଷ କୋଟିକୁ ବୃଦ୍ଧି ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ବସ୍ଥ ଭାରତ ଯୋଜନା କୋଭିଡ୍‌ ଟିକା ପାଇଁ ୩୫,୦୦୦ କୋଟି ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ୪୯%ରୁ ୭୪%କୁ ବଢ଼ିଲା ରେଲଓ୍ବେକୁ…

ଠକିଗଲେ ଚାଷୀକୁଳ

ନୂଆଦିଲ୍ଲୀ,୨ା୨:୩ ନୂଆ କୃଷି ଆଇନକୁ ନେଇ ମୁହଁାମୁହିଁ ସ୍ଥିତିରେ କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନ। ଏହି ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ଲକ୍ଷାଧିକ କୃଷକ ଆନ୍ଦୋଳନରତ। ଚାଷୀଙ୍କ ଧାରଣା ୭୧ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?