ବାଣିଜ୍ୟ

କାମକୁ ନୁହେଁ, ନାମକୁ

ନୂଆଦିଲ୍ଲୀ,୨ା୨: କରୋନା ଭୂତାଣୁ ଓ ଏହାର ମୁକାବିଲା ପାଇଁ ପର୍ଯ୍ୟାୟକ୍ରମେ ଜାରି ଲକ୍‌ଡାଉନ୍‌ ସାରା ଦେଶର ଅର୍ଥନୀତିକୁ ଉଜାଡ଼ି ଦେଇଥିବାବେଳେ ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା କେନ୍ଦ୍ର ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। କଳକାରଖାନା ବନ୍ଦ ହୋଇଯିବା ଓ ଆର୍ଥିକ ଗତିବିଧିରେ ତାଲା ପଡ଼ିବା…

ହଟିବ ୨୦ ବର୍ଷ ପୁରୁଣା ଗାଡ଼ି

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ପୁରୁଣା ଗାଡ଼ି ଚଳାଇବା ନେଇ ନୂଆ ନୀତି ପ୍ରଣୟନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଣିକି ୨୦ ବର୍ଷ ପୁରୁଣା ଘରୋଇ ଗାଡ଼ିକୁ ହଟାଇ ଦିଆଯିବ। ସେହିପରି ୧୫ ବର୍ଷ ପୁରୁଣା ବ୍ୟବସାୟିକ ଯାନକୁ ମଧ୍ୟ ହଟାଇ…

ସୁନା-ରୁପା ଶସ୍ତା

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ସୁନା ଏବଂ ରୁପା ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରାଯାଇଛି। ପୂର୍ବରୁ ଏହା ୧୨.୫ ପ୍ରତିଶତ ଥିବାବେେଳେ ଏବେ ଏହା ୭.୫ ପ୍ରତିଶତକୁ କମାଇ ଦିଆଯାଇଛି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି।…

ପଶ୍ଚିମବଙ୍ଗ-ତାମିଲନାଡୁ-କେରଳ-ଆସାମ ପାଇଁ ନିର୍ବାଚନୀ ଥୋପ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗ, ତାମିଲନାଡୁ,କେରଳ ଓ ଆସାମ ଆଦି ୪ ରାଜ୍ୟ ପାଇଁ ନିର୍ବାଚନୀ ଥୋପ ପକାଯାଇଛି। ଏସବୁ ରାଜ୍ୟରେ ସଡ଼କ ଭିତ୍ତିଭୂମି ବିକାଶ ଲାଗି ୨.୨୭ ଲକ୍ଷ କୋଟି ଘୋଷଣା…

୧.୭୫ ଲକ୍ଷ କୋଟିର ବିନିବେଶ ଲକ୍ଷ୍ୟ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ୧.୭୫ ଲକ୍ଷ କୋଟି ଟଙ୍କାର ବିନିବେଶ ଲକ୍ଷ୍ୟ ରଖାଯାଇଛି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଗତ ବର୍ଷ ତୁଳନାରେ ଏହା ୩୫ ହଜାର କୋଟି ଟଙ୍କା କମ୍‌ ରହିଛି। ଧାର୍ଯ୍ୟ ବିନିବେଶ…

ମଦ ମହଙ୍ଗା

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଆଲକୋହଲ ଉପରେ ୧୦୦ ପ୍ରତିଶତ କୃଷି ସେସ୍‌ ଲାଗୁ କରାଯାଇଥିବା ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ଏହା ଦ୍ୱାରା ମଦ ଦାମ ମହଙ୍ଗା ହେବ। ସେହିପରି ଆଲକୋହଲରୁ ପ୍ରସ୍ତୁତ ହେଉଥିବା ଅନ୍ୟ ଉତ୍ପାଦ…

ପେଟ୍ରୋଲ-ଡିଜେଲ୍‌ ଉପରେ କୃଷି ସେସ୍‌

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ପେଟ୍ରୋଲ ଏବଂ ଡିଜେଲ୍‌ ଉପରେ କୃଷି ସେସ୍‌ ଲାଗୁ କରାଯାଇଥିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି। ପେଟ୍ରୋଲ ଉପରେ ୨ ଟଙ୍କା ୫୦ ପଇସା ଏବଂ ଡିଜେଲ୍‌ ଉପରେ ୪ ଟଙ୍କା କୃଷି…

୭୫ବର୍ଷରୁ ଅଧିକ ବୟସ୍କଙ୍କୁ ଆୟକର ଛାଡ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ନୂଆ ଘୋଷଣା କରାଯାଇଛି। ୭୫ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ବରିଷ୍ଠ ନାଗରିକଙ୍କୁ ଆୟକର ଛାଡ କରାଯାଇଛି। ପ୍ରବାସୀ ଭାରତୀୟଙ୍କ ଲାଗି ଟିକସ ନିୟମରେ କେତେକ ପରିର୍ତ୍ତନ କରାଯିବ…

୧ କୋଟି ନୂଆ ଉଜ୍ୱଳା ସଂଯୋଗ, ସ୍ଥାପିତ ହେବ ୭୫୦ ଏକଲବ୍ୟ ମଡେଲ ସ୍କୁଲ

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ସରକାର ଉଜ୍ୱଳା ଯୋଜନାରେ ୧ କୋଟି ନୂଆ ସଂଯୋଗ ଦିଆଯିବା ନେଇ ଘୋଷଣା କରିଛନ୍ତି। ଆସନ୍ତା ୩ ବର୍ଷରେ ୧୦୦ ଜିଲାରେ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ନିର୍ମାଣ କରାଯିବ। ସେହିପରି ପଛୁଆବର୍ଗଙ୍କ ପିଲାଙ୍କ ପାଇଁ ୭୫୦…

ଶିକ୍ଷା ବଜେଟ: ଖୋଲିବ ୧୦୦ ନୂଆ ସୈନିକ ସ୍କୁଲ

ନୂଆଦିଲ୍ଲୀ,୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୧-୨୨ରେ ଶିକ୍ଷାକୁ ନେଇ ମହତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ନ୍ୟାଶନାଲ ଏଜୁକେଶନ ପଲିସକୁ ସ୍ୱାଗତ କରାଯାଇଛି । ଏହି ଆଧାରରେ ଆଗାମୀ ଦିନରେ ୧୦୦ ସୈନିକ ସ୍କୁଲ ଖୋଲାଯିବ ।…

ରେଲୱେ ପାଇଁ ୧.୧୦ ଲକ୍ଷ କୋଟି: ୨୭ ସହରରେ ମେଟ୍ରୋ ସେବା

ନୂଆଦିଲ୍ଲୀ, ୧।୨: ଚଳିତ ବଜେଟରେ ରେଲଓ୍ବେ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କା ଘୋଷଣା କରାଯାଇଛି। ୨୦୩୦କୁ ଦୃଷ୍ଟିରେ ରଖି ସରକାର ରେଲଓ୍ବେ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଫ୍ରେଟ୍‌ କୋରିଡୋର ଉପରେ…

କରୋନା ପରବର୍ତ୍ତୀ ଭିତ୍ତିଭୂମି ବିକାଶ ‌: ୩ ବର୍ଷରେ ୭ ନୂଆ ଟେକ୍ସଟାଇଲ ପାର୍କ

ନୂଆଦିଲ୍ଲୀ, ୧।୨: କରୋନା ପରବର୍ତ୍ତୀ ଭିତ୍ତିଭୂମି ବିକାଶ ଉପରେ ଚଳିତ ବଜେଟରେ ଗୁରୁତ୍ୱାରୋପ କରାଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ଦେଶରେ ୭ ନୂଆ ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?