ବାଣିଜ୍ୟ

ଭାକ୍‌ସିନ ଆଶା: ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ: ଭାକ୍‌ସିନ ଆଶାରେ ଭାରତୀୟ ଶେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) କାରବାର ଏହି ସମୟରେ ଉନ୍ନତ ରହିଛି। ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୩୧୫ ପଏଣ୍ଟ ବୃଦ୍ଧି…

ପାଇକାରୀ ମୁଦ୍ରାସ୍ଫୀତି ୧.୪୮%

ନୂଆଦିଲ୍ଲୀ: ଲଗାତର ତୃତୀୟ ମାସ ଲାଗି ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇ ଅକ୍ଟୋବରରେ ଏହା ୧.୪୮% ସ୍ତରରେ ରହିଛି। ଏହା ସେପ୍ଟେମ୍ବରରେ ୧.୩୨% ରହିଥିଲା । ଅକ୍ଟୋବର ପାଇକାରୀ ମୁଦ୍ରାସ୍ଫୀତି ୮ ମାସର ସର୍ବୋଚ୍ଚ ସ୍ତର ବୋଲି ବାଣିଜ୍ୟ ଏବଂ ଉଦ୍ୟୋଗ…

ବନ୍ଦ ହେଲା ବିପିସିଏଲ୍‌ ପ୍ରାରମ୍ଭିକ ବିଡ୍‌

ନୂଆଦିଲ୍ଲୀ: ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌(ବିପିସିଏଲ୍‌)ର ଘରୋଇକରଣ ଲାଗି ପ୍ରାରମ୍ଭିକ ବିଡ୍‌ ସୋମବାର ବନ୍ଦ ହୋଇଛି। ବ୍ରିଟେନର ବିପି, ଫ୍ରାନ୍ସର ଟୋଟାଲ, ସାଉଦି ଆରବର ଆରାମ୍‌କୋ ଏବଂ ରିଲାଏନ୍ସ ଭଳି କମ୍ପାନୀ ଏହି ବିଡ୍‌ରେ ସାମିଲ ହୋଇ ନ ଥିବା ଜଣାପଡିଛି।…

‘ଭୋକାଲ ଫର୍‌ ଲୋକାଲ’ ଲାଗି ମୋଦିଙ୍କ ଆହ୍ବାନ

ନୂଆଦିଲ୍ଲୀ: ସ୍ଥାନୀୟ ଅର୍ଥ ବ୍ୟବସ୍ଥାର ବିକାଶ ଲାଗି ଯୋଗଦାନ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଜଣାଇଛନ୍ତି। ଦିଓ୍ବାଲିରେ ଲୋକମାନେ ସ୍ଥାନୀୟ ସାମଗ୍ରୀକୁ ବ୍ୟବହାର କରିଥିବାରୁ ଏହାକୁ ନେଇ ମୋଦି ଖୁସି ବ୍ୟକ୍ତ କରିଛନ୍ତି। ‘ଭୋକାଲ ଫର୍‌ ଲୋକାଲ’ ବାର୍ତ୍ତାକୁ…

ନୂଆ ପ୍ୟାକେଜରେ ବିତ୍ତୀୟ ପ୍ରଭାବ ଅସ୍ପଷ୍ଟ

ନୂଆଦିଲ୍ଲୀ,୧୬।୧୧: କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଟେକ୍ନିକାଲ ମାନ୍ଦାବସ୍ଥା ଦେଇ ଗତି କରୁଛି। ବଜାରର ସ୍ଥିତିକୁ ସୁଧାରିବା ଲାଗି ସରକାର ପୂର୍ବରୁ ୨ ଆର୍ଥତ୍କ ପ୍ୟାକେଜ ଘୋଷଣା କରିଛନ୍ତି। ନିକଟରେ ଭାରତ ସରକାର ଘୋଷଣା କରିଥିବା ଆତ୍ମନିର୍ଭର ପ୍ୟାକେଜ…

୨୬%ରୁ କମ୍‌ ରହିବ ଡିଜିଟାଲ ମିଡିଆରେ ବିଦେଶୀ ନିବେଶ

ନୂଆଦିଲ୍ଲୀ: ଡିଜିଟାଲ ମିଡିଆକୁ ନିୟନ୍ତ୍ରଣ କରିବା ଲାଗି ସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି। ଯେଉଁ ଡିଜିଟାଲ ମିଡିଆ କମ୍ପାନୀଗୁଡ଼ିକରେ ବିଦେଶୀ ନିବେଶ ୨୬%ରୁ ଅଧିକ ରହିଛି ସେହି କମ୍ପାନୀ ସେମାନଙ୍କ ବିଦେଶୀ ନିବେଶକୁ ୨୬% ରଖିବାକୁ ହେବ। ଏହି କାର୍ଯ୍ୟକୁ ଶେଷ…

ଭାରତରେ ୭୫ କୋଟି ଇଣ୍ଟରନେଟ୍‌ ଉପଭୋକ୍ତା

ନୂଆଦିଲ୍ଲୀ: ଭାରତରେ ଇଣ୍ଟରନେଟ୍‌ ଉପଭୋକ୍ତାଙ୍କ ସଂଖ୍ୟା ୭୫ କୋଟି ଛୁଇଁଛି। ୧୯୯୫ରେ ପ୍ରଥମ ଥର ଲାଗି ଇଣ୍ଟରନେଟ ସେବା ଦେଶରେ ଆରମ୍ଭ କରାଯାଇଥିଲା। ସେବାର ଆରମ୍ଭକୁ ଏହା ମଧ୍ୟରେ ୨୫ ବର୍ଷ ପୂରଣ ହୋଇଛି। ଗତ ୪ ବର୍ଷ ମଧ୍ୟରେ ଇଣ୍ଟରନେଟ…

ଘରର ଜଗୁଆଳିଙ୍କୁ କ୍ଷମା ମାଗିଥିଲେ ଅମ୍ବାନୀ ପରିବାରର ବଡ଼ ପୁଅ ଆକାଶ, ଜାଣନ୍ତୁ କାହିଁକି…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍‌ ତଥା ମ୍ୟାନେଜିଂ ଡାଇରେକ୍ଟର ମୁକେଶ ଅମ୍ବାନୀ ଏବଂ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ନିଜ ପିଲାମାନଙ୍କୁ ସବୁବେଳେ ଉଚିତ୍‌ ଶିକ୍ଷା ଦେଇଥାନ୍ତି। ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ପିଲା ହୋଇଥିବାରୁ କେବେ ଗର୍ବ ଅନୁଭବ ନ କରନ୍ତୁ…

ଅର୍ଥନୈତିକ ସୁଧାର ତ୍ୱରାନ୍ବିତ ହେବ

ନୂଆଦିଲ୍ଲୀ: ଭାରତୀୟ ଅର୍ଥ ବ୍ୟବସ୍ଥାରେ ସୁଧାର ପ୍ରକ୍ରିୟା ଆଶାଠାରୁ ଅଧିକ ହେବ। ଚଳିତ ଆର୍ଥତ୍କ ବର୍ଷ ଚତୁର୍ଥ ତ୍ରୈମାସରେ ମୁଦ୍ରାସ୍ଫୀତି ୬%ରୁ ଉର୍ଦ୍ଧ୍ୱ ରହିପାରେ। ଅକ୍ସଫୋର୍ଡ ଇକୋନୋମିକ୍ସ ପକ୍ଷରୁ ଏଭଳି ପୂର୍ବାନୁମାନ କରାଯାଇଛି। ରିପୋର୍ଟ ମୁତାବକ, ତେଲକୁ ଛାଡିଦେଲେ ଅନ୍ୟ ସବୁ…

୨ରୁ ୩ ବର୍ଷରେ ୫୦୦ ଖଣିଜ ବ୍ଲକ ନିଲାମ ହେବ

ନୂଆଦିଲ୍ଲୀ: ଆଗାମୀ ୨ରୁ ୩ ବର୍ଷ ମଧ୍ୟରେ ସାରା ଦେଶରେ ପ୍ରାୟ ୫୦୦ ଖଣିଜ ବ୍ଲକ ନିଲାମ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ଖଣି ଖନନ ପ୍ରକ୍ରିୟାରେ ସୁଧାର ଆଣିବା ଲାଗି ସରକାର ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ଏହି ଯୋଜନାକୁ…

ଜାଲ୍‌ ଜିଏସ୍‌ଟି ବିଲ୍‌ ମାମଲାରେ ୨୫ ଗିରଫ

ନୂଆଦିଲ୍ଲୀ: ଜାଲ୍‌ ଜିଏସ୍‌ଟି ବିଲ୍‌ ମାମଲାରେ ଜିଏସ୍‌ଟି ସତର୍କତା ମହାନିର୍ଦ୍ଦେଶାଳୟ ପକ୍ଷରୁ ୨୫ ଜଣ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯାଇଛି। ଏହି ଲୋକମାନେ ରେଡିମେଡ କପଡା, ସୁନା, ଚାନ୍ଦି, କବାଡି କାରବାରର ଜାଲ ବିଲ୍‌ ପ୍ରସ୍ତୁତ କରିବା ଅଭିଯୋଗ ଆସିଛି। ପ୍ରାୟ ୧୧୮୦…

ମୂହୁର୍ତ୍ତ ଟ୍ରେଡିଂରେ ୧୯୫ ପଏଣ୍ଟ ବଢିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ: ଦିଓ୍ବାଲି ଅବସରରେ ଏକ ଘଣ୍ଟିଆ ସ୍ବତନ୍ତ୍ର ମୂହୁର୍ତ୍ତ ଟ୍ରେଡିଂରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୯୫ ପଏଣ୍ଟ ବୃଦ୍ଧି ପାଇଛି। ଏହି ସମୟରେ ସୂଚକାଙ୍କ ୪୩,୬୩୮ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି ୬୦ ପଏଣ୍ଟ ଉଚ୍ଚରେ ରହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?