୯, ୬୫୯ କୋଟି ଉଠାଇ ନେଲେ ବିଦେଶୀ ନିବେଶକ

ନୂଆଦିଲ୍ଲୀ: ଫରେନ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ମାନେ ଏପ୍ରିଲରେ ପୁଞ୍ଜି ବଜାରରୁ ୯,୬୫୯ କୋଟି ଟଙ୍କା ଉଠାଇ ନେଇଛନ୍ତି। କରୋନାର ଦ୍ୱିତୀୟ ଲହର ପ୍ରଭାବରେ ନିବେଶକ ଆଶଙ୍କାରେ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ବଜାର ସ୍ଥିତି ବିଗିଡିଲେ ନିବେଶକମାନେ ପୁଞ୍ଜି ବଜାରରୁ ଉଠାଣ ଧାରା ଜାରି ରଖିବେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ୨୦୨୦ ସେପ୍ଟେମ୍ବର ପରଠାରୁ ନିବେଶକମାନେ ପ୍ରଥମଥର ଲାଗି ଏଭଳି ଉଠାଣ କରିଛନ୍ତି। ଏହି ସମୟରେ ନିବେଶକ ୭, ୭୮୨ କୋଟି ଟଙ୍କା ଉଠାଇ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜେଏସ୍‌ପିଏଲ୍‌ର ସହାୟତା

ଭୁବନେଶ୍ୱର,୧୪।୪: ବର୍ତ୍ତମାନର ଚ୍ୟାଲେଞ୍ଜିଂ ସ୍ଥିତି ମୁକାବିଲା ଲାଗି ସରକାର,ସ୍ଥାନୀୟ ପ୍ରଶାସନ ଏବଂ ଲୋକମାନଙ୍କୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ୍‌(ଜେଏସ୍‌ପିଏଲ୍‌) ସହାୟତାର ହାତ ବଢାଇଛି। ଓଡ଼ିଶାର...

୧୦୦ ବିମାନ ସହ ୪ର୍ଥ ସ୍ଥାନରେ ସ୍ପାଇସ୍‌ଜେଟ୍‌

ମୁମ୍ବାଇ,୨୭-୫: ଘରୋଇ ବିମାନ କମ୍ପାନୀ ସ୍ପାଇସ୍‌ଜେଟ୍‌ ରବିବାର ଏକ ବୋଇଂ ୭୩୭ ବିମାନକୁ ସାମିଲ କରିଛି। ଫଳରେ କମ୍ପାନୀ ନିକଟରେ ବିମାନ ସଂଖ୍ୟା ଏବେ ୧୦୦ରେ...

ଆମେରିକା ଦେବନି ଅନୁଚିତ ଲାଭ;ବିକାଶଶୀଳ ରାଷ୍ଟ୍ର ନିରୂପଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୨୮-୭: ଭାରତ ସମେତ ବିକାଶଶୀଳ ରାଷ୍ଟ୍ର ପଛରେ ପଡିଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିକାଶଶୀଳ ରାଷ୍ଟ୍ରର ଦ୍ୱାହି ଦେଇ ଆମେରିକା ଠାରୁ ଅନୁଚିତ ଲାଭ...

ନିମ୍ନ ସ୍ତରରେ ବିଜ୍‌ନେସ୍‌ ସେଣ୍ଟିମେଣ୍ଟ

କରୋନା ଯୋଗୁ ଦେଶର ମାନୁଫାକଚରିଂ କ୍ଷେତ୍ର କାର୍ଯ୍ୟକଳାପ ମାର୍ଚ୍ଚ ମାସରେ ହ୍ରାସ ଘଟିଛି। ଏହା ୪ ମାସର ସର୍ବନିମ୍ନ ସ୍ତର। କରୋନା ଏବଂ ଅନ୍ତର୍ଜାତୀୟ ବଜାରର...

ପିଆଜିଓ ଆଣିଲା ନୂଆ ଆପେ ସିଟି ପ୍ଲସ

ଭୁବନେଶ୍ୱର,୧୭-୭(ବ୍ୟୁରୋ): ପିଆଜିଓ ଭେଇକିଲ ପ୍ରାଇଭେଟ ଲିମିଟେଡ(ପିଭିପିଏଲ୍‌) ପକ୍ଷରୁ ନୂଆ ଆପେ ସିଟି ପ୍ଲସ ତିନିଚକିଆ ଯାନ ବଜାରକୁ ଓଡିଶା ଆସିଛି। ମିଡ୍‌ ବଡି ସେଗ୍‌ମେଣ୍ଟରେ କମ୍ପାନୀ...

ଡିଜିଟାଲ ଟ୍ୟାକ୍ସ ବ୍ୟବସ୍ଥା ଲାଗି ଜି-୨୦ ଦେଶ ରାଜି

ଟୋକିଓ,୯-୬: ମଲ୍ଟିନ୍ୟାଶନାଲ ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ପାଇଁ ଜି-୨୦ ଦେଶ ସମୂହର ଅର୍ଥମନ୍ତ୍ରୀମାନେ ଡିଜିଟାଲ ଟ୍ୟାକ୍ସ ବ୍ୟବସ୍ଥା ଆରମ୍ଭ କରିବା ଲାଗି ଶନିବାର ସହମତ ହୋଇଛନ୍ତି। ଆସନ୍ତା...

ଅକ୍ଟୋବର ସର୍ଭିସ ସେକ୍ଟରରେ ଉନ୍ନତି

ମୁମ୍ବାଇ: ଗତ ୮ ମାସରେ ଦେଶର ସର୍ଭିସ ସେକ୍ଟରରେ ପ୍ରଥମ ଥର ଲାଗି ଉନ୍ନତି ପରିଲକ୍ଷିତ ହୋଇଛି। ଚାହିଦା ବଢିବା ଯୋଗୁ ଏଭଳି ସ୍ଥିତି ସାମ୍ନାକୁ...

ପିଏମ୍‌-କିଷାନ ହିତାଧିକାରୀଙ୍କୁ କିଷାନ କ୍ରେଡିଟ କାର୍ଡ

ନୂଆଦିଲ୍ଲୀ,୧୨-୨: ପିଏମ୍‌-କିଷାନ ହିତାଧିକାରୀ ଚାଷୀଙ୍କୁ ରିହାତି ଦରରେ ସଂସ୍ଥାଗତ ଋଣ ଯୋଗାଣ ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଷାନ ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ କରାଯାଇଛି। ଏହା...

Advertisement


Archives

Model This Week

Why Dharitri