ହୋଣ୍ଡା ପକ୍ଷରୁ ୨ଲକ୍ଷ ଲୋକଙ୍କୁ ସଡ଼କ ସୁରକ୍ଷା ବାର୍ତ୍ତା
ଭୁବନେଶ୍ୱର,୪।୧୨: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ସାରା ଦେଶରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଡ଼କ ସୁରକ୍ଷା ନେଇ ସଚେତନ କରାଯାଇଛି। କମ୍ପାନୀ ଏହାର ଡିଜିଟାଲ ସଡ଼କ ସୁରକ୍ଷା ଅଭିଯାନ ‘ହୋଣ୍ଡା ସଡ଼କ ସୁରକ୍ଷା ଇ-ଗୁରୁକୁଳ’…
୮୦% କ୍ଷମତାରେ ଘରୋଇ ଉଡ଼ାଣ
ନୂଆଦିଲ୍ଲୀ,୪।୧୨ – ଲକ୍ଡାଉନ କଟକଣାକୁ ସରକାର ପର୍ଯ୍ୟାୟକ୍ରମେ କୋହଳ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶ ମଧ୍ୟରେ ବିମାନ ଚଳାଚଳ ଲାଗି ବିଭିନ୍ନ ସୁବିଧା କରୁଛନ୍ତି। ଗୁରୁବାରଠାରୁ ଦେଶ ମଧ୍ୟରେ ୮୦% ପର୍ଯ୍ୟନ୍ତ କ୍ଷମତାରେ ବିମାନ ଚଳାଚଳ କରାଇବା ଲାଗି ସରକାର…
ବିଏସ୍ଏନ୍ଏଲ୍ ଲଞ୍ଚ କଲା ୩ ମନଲୋଭା ପ୍ଲାନ: ଅନଲିମିଟେଡ୍ କଲିଂ ସହ ୭୫ଜିବିରୁ ଅଧିକ ଡାଟା ପାଇବେ ଗ୍ରାହକ !
ନୂଆଦିଲ୍ଲୀ,୩।୧୨: ବିଏସ୍ଏନ୍ଏଲ୍ ଗ୍ରାହକଙ୍କ ପାଇଁ ୩ ନୂଆ ପୋଷ୍ଟପେଡ୍ ପ୍ଲ୍ାନ ବଜାରକୁ ଆସିଛି। କମ୍ପାନୀ ପକ୍ଷରୁ ଏହାର ଦାମ ଯଥାକ୍ରମେ ୧୯୯,୭୯୮,୯୯୯ ରଖାଯାଇଛି। ଏହି ପ୍ଲାନରେ ଗ୍ରାହକଙ୍କୁ ଅସୀମିତ କଲ୍ର ସୁବିଧା ସହ ଅନ୍ୟ ଲାଭ ମିଳିବ। ୧୯୯ ଟଙ୍କାର ପ୍ଲାନରେ…
ଆର୍ବିଆଇ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ
ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ)ର ୩ ଦିନିଆ ମୁଦ୍ରାନୀତି କମିଟି ବୈଠକ (ଏମ୍ପିସି) ବୁଧବାରଠାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ବଜାରରେ ମୁଦ୍ରାସ୍ଫୀତି ଉଚ୍ଚରେ ରହିଛି। ଏହାକୁ ବିଚାର କରି କେନ୍ଦ୍ରୀୟ ବ୍ୟାଙ୍କ ଏହାର ରେପୋକୁ ଚଳିତ ଥର ଅପରିବର୍ତ୍ତିତ ରଖିପାରେ…
ଏଚ୍-୧ବି ଭିଜା ନିୟମରେ ରୋକ ଲାଗିଲା; ଭାରତୀୟ ଟେକ୍ ପ୍ରଫେଶନାଲଙ୍କୁ ଆଶ୍ୱସ୍ତି
ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଶାସନ ଦ୍ୱାରା ପ୍ରସ୍ତାବିତ ନୂଆ ଭିଜା ନିୟମ ଉପରେ ସେଠାକାର ଏକ ଡିଷ୍ଟ୍ରିକ୍ଟ କୋର୍ଟ ବୁଧବାର ରୋକ ଲଗାଇଛନ୍ତି। ପ୍ରମୁଖ ଆଇଟି କମ୍ପାନୀଗୁଡିକ ଏହି ଭିଜା ନିୟମକୁ ବିରୋଧ କରିବା ସହ ନ୍ୟାୟାଳୟଙ୍କ ହସ୍ତକ୍ଷେପ ଲୋଡିଥିଲେ।…
୧୭.୮୪% ଖସିଲା ରପ୍ତାନି
ନୂଆଦିଲ୍ଲୀ: ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲରୁ ନଭେମ୍ବର ମାସ ମଧ୍ୟରେ ଦେଶ ମଧ୍ୟରୁ ରପ୍ତାନି ୧୭.୮୪% ଖସିଛି। ସେହିଭଳି ସମାନ ଅବଧିରେ ଆମଦାନୀ ୩୩.୫୬% କମିଥିବା ବାଣିଜ୍ୟ ସଚିବ ଅନୁପ ଓ୍ବାଧଓ୍ବାନ ବୁଧବାର ସୂଚନା ଦେଇଛନ୍ତି। ସେହିଭଳି ଦେଶର ବାଣିଜ୍ୟ ନିଅଣ୍ଟ…
ଫ୍ଲିପ୍କାର୍ଟକୁ ଆଶ୍ୱସ୍ତି
ନୂଆଦିଲ୍ଲୀ: ପ୍ରମୁଖ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବିରୋଧରେ ବେଆଇନ ଉପାୟରେ ବଜାର ଅକ୍ତିଆର କରିବା ଅଭିଯୋଗ ଆସିଥିଲା। ଏହି ଅଭିଯୋଗର ତଦନ୍ତ କରିବା ଲାଗି ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଏଟି) କମ୍ପିଟିଶନ କମିଶନ ଇଣ୍ଡିଆ(ସିସିଆଇ)କୁ ନିର୍ଦ୍ଦେଶ ଦେଇଥିଲେ। ଏନ୍ସିଏଲ୍ଏଟିଙ୍କ ଏହି…
ପେଟିଏମ୍ ଅଂଶଧନ ବିକିପାରେ ଚାଇନାର ଆଣ୍ଟ ଗ୍ରୁପ
ନୂଆଦିଲ୍ଲୀ: ଚାଇନାର ଆଣ୍ଟ ଗ୍ରୁପ ଭାରତୀୟ କମ୍ପାନୀ ପେଟିଏମ୍ରେ ରହିଥିବା ଏହାର ଅଂଶଧନକୁ ବିକ୍ରି କରିବା ଲାଗି ବର୍ତ୍ତମାନ ବିଚାର କରୁଛି। ଭାରତ-ଚାଇନା ମଧ୍ୟରେ ଉପୁଜିଥିବା ତିକ୍ତତା ଯୋଗୁ କମ୍ପାନୀ ଏଭଳି କରିବ ବୋଲି ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି।…
ଇରାନ, ଭେନେଜୁଏଲା ତେଲ ଭାରତକୁ ଆସିପାରେ
ନୂଆଦିଲ୍ଲୀ: ଭାରତ ଏହାର ଅଶୋଧିତ ତେଲ ଆମଦାନୀ କୌଶଳରେ ପରିବର୍ତ୍ତନ ଆଣିପାରେ। ଇରାନ ଏବଂ ଭେନେଜୁଏଲା ଭଳି ଦେଶଗୁଡିକରୁ ପୁଣି ଥରେ ତେଲ ଭାରତକୁ ଆସିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଜୋଶେଫ ବାଇଡେନ ଆମେରିକା ରାଷ୍ଟ୍ରପତି ହେବା ପରେ ଏ…
ଶୀଘ୍ର ଶେଷ ହେବ ନୀରବଙ୍କ ପ୍ରତ୍ୟର୍ପଣ ଶୁଣାଣି
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍ବି)ର ୧୩ ହଜାର କୋଟି ଟଙ୍କା ଋଣ ଠକେଇର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ପ୍ରତ୍ୟର୍ପଣ ଶୁଣାଣି ଲଣ୍ଡନର ଏକ କୋର୍ଟରେ ଜାରି ରହିଛି। ଏହି ଶୁଣାଣି ଶୀଘ୍ର ଶେଷ ହେବ ବୋଲି ଜଣାପଡିଛି। ପ୍ରକ୍ରିୟା…
ଚତୁର୍ଥ ତ୍ର୍ରୈମାସରେ ସକରାତ୍ମକ ରହିବ ଜିଡିପି
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ପ୍ରଥମ ତ୍ରୈମାସରେ ଜିଡିପି ୨୩.୯% ଖସିଥିବା ବେଳେ ଦ୍ୱିତୀୟ ତ୍ରୈମାସରେ ୭.୫% ହ୍ରାସ ପାଇଛି। ଏଭଳି ସ୍ଥିତିରେ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ଉପାଧ୍ୟକ୍ଷ…
ବଜାରକୁ ଆସିଲା ଭିଭୋର ସବୁଠାରୁ ପତଳା ୫ଜି ସ୍ମାର୍ଟଫୋନ୍ ଭି-୨୦ ପ୍ରୋ: ମୂଲ୍ୟ ରହିଛି…
ନୂଆଦିଲ୍ଲୀ,୨।୧୨: ଗ୍ଲୋବାଲ ସ୍ମାର୍ଟଫୋନ କମ୍ପାନୀ ଭିଭୋ ପକ୍ଷରୁ ସବୁଠାରୁ ପତଳା ୫ଜି ଫୋନ୍ ଭି-୨୦ ପ୍ରୋ ଲଞ୍ଚ କରାଯାଇଛି। ଭାରତରେ ଏହାର ମୂଲ୍ୟ ୨୯,୯୯୦ ଟଙ୍କା ରଖାଯାଇଛି। ଭିଭୋର ବି-ସିରିଜର ଏହି ସ୍ମାର୍ଟଫୋନ୍ ଦୁଇଟି ରଙ୍ଗରେ ଉପଲବ୍ଧ ହେବ। ଏହା ୭.୩୯…

