ନେଗେଟିଭ ଜୋନ୍ରେ ରହିବ ଅର୍ଥ ବ୍ୟବସ୍ଥା
ନୂଆଦିଲ୍ଲୀ,୭।୮: ଦେଶ ମଧ୍ୟରେ କରୋନା ମାମଲା ବୃଦ୍ଧି ହେଉଥିବାରୁ ଏହା ଘରୋଇ ବଜାରକୁ କ୍ଷତିଗ୍ରସ୍ତ କରୁଛି। ଏଥିଯୋଗୁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ନିମ୍ନଗାମୀ ହେଉଥିବା ନଜରକୁ ଆସିଛି। ଚଳିତ ଆର୍ଥତ୍କ ବର୍ଷରେ ଦେଶର ଅର୍ଥ ବ୍ୟବସ୍ଥା ନେଗେଟିଭ ଜୋନ୍ରେ ରହିବ...
କର୍ପୋରେଟଗୁଡ଼ିକ ଲାଗି ଋଣ ପୁନର୍ଗଠନ ସୁବିଧା
ନୂଆଦିଲ୍ଲୀ,୭।୮: ବର୍ତ୍ତମାନ ସମୟରେ ଘରୋଇ ବଜାର ପ୍ରଭାବିତ ହୋଇ ରହିଛି। ବଜାରର ଦାବିକୁ ନଜରରେ ରଖି କର୍ପୋରେଟ ଏବଂ ବ୍ୟକ୍ତିଗତ ଋଣ ଗ୍ରହୀତାଙ୍କ ଲାଗି ରିଜର୍ଭ ବ୍ୟାଙ୍କ ଋଣ ପୁନର୍ଗଠନ ନେଇ ଅନୁମତି ପ୍ରଦାନ କରିଛି। ଏ ନେଇ ବ୍ୟାଙ୍କଗୁଡିକ...
ଆର୍ବିଆଇ ସ୍ଥାପନ କରିବ ଇନୋଭେଶନ ହବ୍
ନୂଆଦିଲ୍ଲୀ,୭।୮: ରିଜର୍ଭ ବ୍ୟାଙ୍କ ଇନୋଭେଶନ ହବ୍ ସ୍ଥାପନ କରିବାକୁ ଯୋଜନା ରଖିଛି। ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ ଏବଂ ଉନ୍ନତ ବ୍ୟାଙ୍କିଙ୍ଗ୍ ସେବାକୁ ଉତ୍ସାହିତ କରିବା ଲାଗି ଏଭଳି ବ୍ୟବସ୍ଥା ଆସିବ। ଏହା ସାଧାରଣତଃ ଇନ୍କୁବେଶନ ହବ୍ ଭାବେ କାର୍ଯ୍ୟ କରିବ ବୋଲି...
କାର୍ଡରେ ହେବ ଅଫ୍ଲାଇନ ପେମେଣ୍ଟ
ନୂଆଦିଲ୍ଲୀ,୭।୮: କାର୍ଡ ଏବଂ ମୋବାଇଲ ଡିଭାଇସ ବ୍ୟବହାର ଦ୍ୱାରା ଦେଶ ମଧ୍ୟରେ ଅଫ୍ଲାଇନ ପେମେଣ୍ଟ ହୋଇପାରିବ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗୁରୁବାର ଘୋଷଣା କରିଛି। ପରୀକ୍ଷାମୂଳକ ଭିତ୍ତିରେ ଏହି ସେବାକୁ ଘରୋଇ ବଜାରରେ ଆରମ୍ଭ କରାଯିବା ନେଇ ବ୍ୟବସ୍ଥା...
ଚେକ୍ କ୍ଲିୟରିଂ ହେବ ଅଧିକ ସୁରକ୍ଷିତ
ନୂଆଦିଲ୍ଲୀ,୭।୮: ଆର୍ବିଆଇ ପଜିଟିଭ୍ ପେ ନାମକ ଏକ ଫିଚର ଆଣିବାକୁ ଯାଉଛି। ଏହାଦ୍ୱାରା ଚେକ୍ କ୍ଲିୟରିଂ ଅଧିକ ନିରାପଦ ଏବଂ ଦକ୍ଷ ହୋଇପାରିବ। ଆକାଉଣ୍ଟଧାରୀ ଜାରି କରିଥିବା ଚେକ୍ର ବ୍ୟାଙ୍କ ସଂକ୍ରାନ୍ତ ତଥ୍ୟ ତୃତୀୟ ପକ୍ଷଙ୍କୁ ଏହାଦ୍ୱାରା ସହଜରେ ପଠାଇପାରିବେ।...
ରେପୋ ରେଟ୍ ଅପରିବର୍ତ୍ତିତ
ମୁମ୍ବାଇ,୭।୮: କରୋନା ମହାମାରୀ ଯୋଗୁ ଦେଶର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ସ୍ଥିତିରେ ରହିଛି। ଏଭଳି ସ୍ଥିତିରେ ବଜାରକୁ ଧ୍ୟାନରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଗୁରୁବାର ଶେଷ ହୋଇଥିବା ଏହାର ମୁଦ୍ରାନୀତି କମିଟି(ଏମ୍ପିସି) ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା...
ଚାଇନାକୁ ପୁଣି ବଡ଼ ଝଟ୍କା: ୨୫୦୦ ୟୁଟ୍ୟୁବ୍ ଚ୍ୟାନେଲ ଡିଲିଟ୍
ଓ୍ବାଶିଂଟନ୍, ୬।୮: ଚାଇନାକୁ ପୁଣି ଏକ ବଡ଼ ଝଟ୍କା ଲାଗିଛି। ଗୁଗଲ ପକ୍ଷରୁ ଚାଇନାର ୨୫୦୦ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଡିଲିଟ୍ କରିଛି। ଏପ୍ରିଲ୍ରୁ ଜୁନ୍ ମାସ ମଧ୍ୟରେ ଗୁଗଲ ପକ୍ଷରୁ ଏଭଳି କରାଯାଇଛି। ଏନେଇ ଗୁଗଲର ତ୍ରୟମାସିକ ରିପୋର୍ଟରେ ତଥ୍ୟ...
ୟୁଏସ୍ ଆଣୁଛି ଫେସିଆଲ ରିକଗ୍ନିଶନ ଆଇନ
ନୂଆଦିଲ୍ଲୀ,୬।୮: ଆମେରିକା ନୂଆ ଫେସିଆଲ ରିକଗ୍ନିଶନ ଆଇନ ଲାଗୁ କରିବାକୁ ଯାଉଛି। ଏ ସଂକ୍ରାନ୍ତ ବିଲ୍ ସିନେଟରେ ପାସ୍ ହେବ ବୋଲି ଜଣାପଡିଛି। କମ୍ପାନୀ ଏବଂ ବ୍ୟକ୍ତିବିଶେଷ କରୁଥିବା ଫେସିସିଆଲ ରିକଗ୍ନିକଶନ ଟେକ୍ନୋଲୋଜିର ବେଆଇନ ବ୍ୟବହାର ଉପରେ ଏଥିରେ କଟକଣା...
ସେବା କ୍ଷେତ୍ରରେ ହ୍ରାସ ଧାରା ଜାରି
ନୂଆଦିଲ୍ଲୀ,୬।୮:କରୋନା ଭାଇରସ୍ ଲାଗି ଦେଶର ସେବା କ୍ଷେତ୍ର ଗଭୀର କ୍ଷତିଗ୍ରସ୍ତ ହୋଇଛି। ଗତ ୫ ମାସ ହେବ ଏହି କ୍ଷେତ୍ରରେ ପର୍ଫର୍ମାନ୍ସ ହ୍ରାସ ଧାରା ଜାରି ରହିଛି। ଜୁଲାରେ ମାସରେ ଏହି କ୍ଷେତ୍ରରେ ଅଭିବୃଦ୍ଧି କମିଛି। ଚାହିଦା ପ୍ରଭାବିତ ରହିବାରୁ...
ରିଲାଏନ୍ସ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ବ୍ରାଣ୍ଡ
ନୂଆଦିଲ୍ଲୀ,୬।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ବ୍ରାଣ୍ଡ ଭାବେ ଉଭା ହୋଇଛି। ଫ୍ୟୁଚର ବ୍ରାଣ୍ଡ ଇଣ୍ଡେକ୍ସ ୨୦୨୦ରେ ରିଲାଏନ୍ସକୁ ଏଭଳି ମାନ୍ୟତା ମିଳିଛି। ତାଲିକାରେ ପ୍ରଥମ ସ୍ଥାନରେ ଆମେରିକାର ପ୍ରମୁଖ ଟେକ୍ ସ୍ଥାନରେ ଆପଲ୍ ରହିଛି। ରିଲାଏନ୍ସ ପ୍ରଥମ...
ପେଟ୍ରୋଲ,ଡିଜେଲ ମାର୍କେଟିଂ ନିୟମ ସରଳ ହେଲା
ନୂଆଦିଲ୍ଲୀ,୬।୮: ପେଟ୍ରୋଲ ଏବଂ ଡିଜେଲ ମାର୍କେଟିଂ କ୍ଷେତ୍ରରେ ଅଧିକ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଲାଗି ସରକାର ନିୟମକୁ ସରଳ କରିଥିବା ଜଣାପଡିଛି। ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ରିଟେଲ କାରବାରକୁ ପ୍ରବେଶ କରିବାକୁ କମ୍ପାନୀଗୁଡିକୁ ଅତି କମ୍ରେ ୧୦୦ ରିଟେଲ...
ସୁନା ଦର ୫୬ ହଜାର ଟଙ୍କା ଟପିଲା
ନୂଆଦିଲ୍ଲୀ,୬।୮: ଦେଶ ମଧ୍ୟରେ ସୁନା ଦର ବର୍ତ୍ତମାନ ଲଗାତର ବୃଦ୍ଧି ପାଇଁ ଚାଲିଛି। ବୁଧବାର ୧୦ ଗ୍ରାମ ପିଛା ସୁନା ଦର ୧୩୬୫ ଟଙ୍କା ବଢ଼ିବା ଯୋଗୁ ନୂଆଦିଲ୍ଲୀରେ ଏହା ୫୬,୧୮୧ ଟଙ୍କା ଛୁଇଁଛି। ବିଶ୍ୱ ବଜାରର ପ୍ରଭାବ ଫଳରେ...
Archives


