ୟୁଏସ୍‌ ଆଣୁଛି ଫେସିଆଲ ରିକଗ୍‌ନିଶନ ଆଇନ

ନୂଆଦିଲ୍ଲୀ,୬।୮: ଆମେରିକା ନୂଆ ଫେସିଆଲ ରିକଗ୍‌ନିଶନ ଆଇନ ଲାଗୁ କରିବାକୁ ଯାଉଛି। ଏ ସଂକ୍ରାନ୍ତ ବିଲ୍‌ ସିନେଟରେ ପାସ୍‌ ହେବ ବୋଲି ଜଣାପଡିଛି। କମ୍ପାନୀ ଏବଂ ବ୍ୟକ୍ତିବିଶେଷ କରୁଥିବା ଫେସିସିଆଲ ରିକଗ୍‌ନିକଶନ ଟେକ୍ନୋଲୋଜିର ବେଆଇନ ବ୍ୟବହାର ଉପରେ ଏଥିରେ କଟକଣା ଲାଗିବ। ବ୍ୟକ୍ତିବିଶେଷଙ୍କ ଅନୁମତି ବିନା କେହି ଫେସିଆଲ ଟେକ୍ନୋଲୋଜି ବ୍ୟବହାର କରିପାରିବେ ନାହିଁ ବୋଲି ଏହି ବିଲ୍‌ରେ ଉଲ୍ଲେଖ ରହିଛି। ଫେସିଆଲ ରିକଗ୍‌ନିଶନ ଟେକ୍ନୋଲୋଜିରେ ମୁହଁର ସ୍କାନ କରିବା ଆଗରୁ ଲୋକଙ୍କର ଅନୁମତି ନେବାକୁ ବାଧ୍ୟତାମୂଳକ କରାଯିବ। କମ୍ପାନୀଗୁଡିକ ଏହାକୁ ନିଜ ମନ ମୁତାବକ କରିପାରିବେ ନାହିଁ। ଏଭଳି ଘଟଣା ପୂର୍ବରୁ ଦେଖାଯାଇଛି। ଲୋକଙ୍କର ଅନୁମତି ନ ନେଇ ମୁହଁର ସ୍କାନ୍‌ ସମେତ ଅନ୍ୟ ଡାଟାର ବେଆଇନ ବ୍ୟବହାର ମଧ୍ୟ ହୋଇଛି। ଏହାକୁ ଧ୍ୟାନରେ ରଖି ନୂଆ ବିଲ୍‌ ଆସୁଛି। ନୂଆ ଆଇନ କାର୍ଯ୍ୟକାରୀ ହେଲେ ଲୋକଙ୍କର ବାୟୋମେଟ୍ରିକ ଆଇଡେଣ୍ଟିଫାୟର ଯଥା-ଫେସ୍‌ ଆଇଡି, ଫିଙ୍ଗର ପ୍ରିଣ୍ଟ୍‌ ଭଳି ତଥ୍ୟକୁ କମ୍ପାନୀଗୁଡିକର ବେଆଇନ ବ୍ୟବହାର ଉପରେ ବ୍ୟାନ୍‌ ଲାଗିବ। ନ୍ୟାଶନାଲ ବାୟୋମେଟ୍ରିକ ଇନଫରମେଶନ ପ୍ରିଭେସି ଆକ୍ଟ ୨୦୨୦ କାର୍ଯ୍ୟକାରୀ ଏ କ୍ଷେତ୍ରରେ ବିଭିନ୍ନ କଟକଣା ଲାଗିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

କୋଟି କୋଟି ଗ୍ରାହକଙ୍କୁ ବଡ଼ ଉପହାର! ଜୁଲାଇ ମାସରୁ କମିବ ବିଜୁଳି ଦର

ନୂଆଦିଲ୍ଲୀ,୩୦।୬: ଉତ୍ତର ପ୍ରଦେଶର କୋଟି କୋଟି ବିଦ୍ୟୁତ ଗ୍ରାହକଙ୍କ ପାଇଁ ଜୁଲାଇ ମାସ ବଡ଼ ଆଶ୍ୱସ୍ତି ନେଇ ଆସୁଛି। ଯଦି ଆପଣ ମଧ୍ୟ ପ୍ରତିମାସରେ ମହଙ୍ଗା ବିଜୁଳି…

ବ୍ୟବସ୍ଥିତ ଏସ୍‌.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ

ଛତ୍ରପୁର, ୩୦୬ (ଦିଲ୍ଲୀପ ସାମଲ): ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିର୍ଭୁଲତା ଓ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍) କାର୍ଯ୍ୟକ୍ରମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri