କାର୍ଡରେ ହେବ ଅଫ୍‌ଲାଇନ ପେମେଣ୍ଟ

ନୂଆଦିଲ୍ଲୀ,୭।୮: କାର୍ଡ ଏବଂ ମୋବାଇଲ ଡିଭାଇସ ବ୍ୟବହାର ଦ୍ୱାରା ଦେଶ ମଧ୍ୟରେ ଅଫ୍‌ଲାଇନ ପେମେଣ୍ଟ ହୋଇପାରିବ। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗୁରୁବାର ଘୋଷଣା କରିଛି। ପରୀକ୍ଷାମୂଳକ ଭିତ୍ତିରେ ଏହି ସେବାକୁ ଘରୋଇ ବଜାରରେ ଆରମ୍ଭ କରାଯିବା ନେଇ ବ୍ୟବସ୍ଥା ରହିଛି। ଇଣ୍ଟରନେଟ ସଂଯୋଗ ନ ଥିଲେ ମଧ୍ୟ ଲୋକମାନେ ଯେଭଳି ଡିଜିଟାଲ ପେମେଣ୍ଟ କରିପାରିବେ ସେ ନେଇ ଏକ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଅଫ୍‌ଲାଇନ ପେମେଣ୍ଟ ସଲ୍ୟୁଶନ ଉନ୍ନତ କରିବା ଲାଗି ରିଜର୍ଭ ବ୍ୟାଙ୍କ କମ୍ପାନୀଗୁଡିକୁ ଉତ୍ସାହିତ କରୁଛି। ୟୁଜରଙ୍କ ସ୍ବାର୍ଥକୁ ଧ୍ୟାନରେ ରଖି କ୍ଷୁଦ୍ର ମୂଲ୍ୟ ବିଶିଷ୍ଟ ପେମେଣ୍ଟ ସୁବିଧା ସହ ବିଲ୍ଟ ଇନ୍‌ ଫିଚର ଆଣିବାକୁ ଯୋଜନା ରହିଛି। ଗ୍ରାହକଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ସୁରକ୍ଷା ଏବଂ ଲାଏବିଲିଟିକୁ ମଧ୍ୟ ଧ୍ୟାନରେ ରଖାଯିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି। ଏ ନେଇ ଶୀଘ୍ର ଅଧିସୂଚନା ଜାରି କରାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଜନା ବିଗାଡ଼ୁଛି ରାଜ୍ୟର ଆର୍ଥିକ ସ୍ଥିତି

ନୂଆଦିଲ୍ଲୀ, ୨୩ା୬:  ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଭାରତର ଗରିବ ରାଜ୍ୟ ସମ୍ପର୍କରେ ଏକ ତଥ୍ୟ ପ୍ରକାଶ କରାଯାଇଛି। ଆର୍‌ବିଆଇ ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟ...

ଏଚ୍‌ ଆଣ୍ଡ ଏମ୍‌ର ଏକ୍ସକ୍ଲୁସିଭ କଲେକ୍ସନ

ଭୁବନେଶ୍ୱର,୧୮ା୩: ଦେଶର ପ୍ରମୁଖ ରିଟେଲ ଗାର୍ମେଟ ଚେନ୍‌ ‘ଏଚ୍‌ ଆଣ୍ଡ ଏମ୍‌’ର ଏକ୍ସକ୍ଲୁସିଭ କଲେକ୍ସନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷ ବସନ୍ତଋତୁ ଅବସରରେ...

ମେଡ୍‌ ସର୍ଭିସ ହାୟର ଅନ୍‌ ଆଓ୍ବାର ଶୁଭାରମ୍ଭ

ଭୁବନେଶ୍ୱର,୧।୬ : ଇଲାସବତି ସର୍ଭିସେସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମେଡ୍‌ ସର୍ଭିସ ‘ହାୟର ଅନ୍‌ ଆଓ୍ବାର’ ଶୁଭାରମ୍ଭ ହୋଇଛି। କମ୍ପାନୀର ଏମ୍‌ଡି ସଞ୍ଜୟ କୁମାର ପାତ୍ର...

ଇଣ୍ଟରନେଟ ବ୍ୟାନ;ଟେଲିକମ୍‌ କମ୍ପାନୀଙ୍କୁ ଘଣ୍ଟାପ୍ରତି କ୍ଷତି ୨.୫ କୋଟି

ନୂଆଦିଲ୍ଲୀ,୨୯-୧୨: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ) ଏବଂ ଜାତୀୟ ନାଗରିକତା ରେଜିଷ୍ଟର(ଏନ୍‌ଆର୍‌ସି)କୁ ବିରୋଧ କରି ସାରା ଦେଶରେ ହେଉଥିବା ଆନ୍ଦୋଳନ ଯୋଗୁ ସରକାରଙ୍କୁ ବିଭିନ୍ନ ସ୍ଥାନରେ ଇଣ୍ଟରନେଟ...

ଆଧାର ସହ ଜଡ଼ିତ ନିୟମରେ ବଡ ପରିବର୍ତ୍ତନ; ଏବେ ପ୍ରତି ୧୦ ବର୍ଷରେ କରିବାକୁ ହେବ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୦।୧୧: ଆଧାରକାର୍ଡକୁ ନେଇ ଜାରି ହେଲା ନୂଆ ନିର୍ଦ୍ଦେଶନାମା। ଦଶ ବର୍ଷ ପୂର୍ବେ ଯେଉଁମାନେ ଆଧାର କାର୍ଡ ପାଇଥିଲେ ଏବଂ ଏହାକୁ କେବେବି ଅପଡେଟ କରିନାହାନ୍ତି...

ଖୁବ୍‌ଶୀଘ୍ର ଆସୁଛି ନୂଆ ବୈଶିଷ୍ଟ୍ୟ: ହ୍ବାଟ୍ସଆପ୍‌ରେ ପଠାଇଥିବା ମେସେଜ୍‌କୁ କରିପାରିବେ ‘ଏଡିଟ୍‌’

ନୂଆଦିଲ୍ଲୀ,୧।୬: ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ‘ଏଡିଟ୍‌’ ବଟନ୍‌ ଆସୁ ବୋଲି ବ୍ୟବହାରକାରୀ ଦାବି କରୁଛନ୍ତି। ହେଲେ ଖୁବ୍‌ଶୀଘ୍ର ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ବାଟ୍ସଆପ୍‌ରେ ନୂଆ...

ସ୍ବାମିତ୍ୱ ଯୋଜନାର ଶୁଭାରମ୍ଭ କଲେ ମୋଦି, ଗ୍ରାମବାସୀଙ୍କୁ ମିଳିବ ଡିଜିଟାଲ ସମ୍ପତ୍ତି କାର୍ଡ

ନୂଆଦିଲ୍ଲୀ,୨୫।୪:  ସାରା ଦେଶରେ ସମ୍ପତ୍ତି ଅଧିକାର ଓ ପ୍ରମାଣପତ୍ର ଯୋଗୁ ବିଭିନ୍ନ ସମୟରେ ଅନେକ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଏହି ସମସ୍ୟାର ସମାଧାନ...

ଏଣିକି ବିଳମ୍ବିତ ହେବନି ବିମାନ ଉଡ଼ାଣ

ନୂଆଦିଲ୍ଲୀ,୨୩-୬: ଦେଶରେ ବିମାନ ଉଡ଼ାଣ ବିଳମ୍ବିତ ହେବା ଏକ ସାଧାରଣ ଘଟଣା। ଏଥିପାଇଁ ବିଭିନ୍ନ କାରଣ ରହିଛି। ତେବେ କେନ୍ଦ୍ର ସରକାର ଏଭଳି ଏକ ନୂଆ...

Advertisement
Archives

Model This Week