ଆର୍‌ବିଆଇ ସ୍ଥାପନ କରିବ ଇନୋଭେଶନ ହବ୍‌

ନୂଆଦିଲ୍ଲୀ,୭।୮: ରିଜର୍ଭ ବ୍ୟାଙ୍କ ଇନୋଭେଶନ ହବ୍‌ ସ୍ଥାପନ କରିବାକୁ ଯୋଜନା ରଖିଛି। ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ ଏବଂ ଉନ୍ନତ ବ୍ୟାଙ୍କିଙ୍ଗ୍‌ ସେବାକୁ ଉତ୍ସାହିତ କରିବା ଲାଗି ଏଭଳି ବ୍ୟବସ୍ଥା ଆସିବ। ଏହା ସାଧାରଣତଃ ଇନ୍‌କୁବେଶନ ହବ୍‌ ଭାବେ କାର୍ଯ୍ୟ କରିବ ବୋଲି କୁହାଯାଉଛି। ଅଭିନବ ଏବଂ ନୂଆ ଫାଇନାନ୍ସିଆଲ ପ୍ରଡକ୍ଟ ଆଣିବା ଦିଗରେ ଏହା ବିଭିନ୍ନ ଯୋଜନା ହାତକୁ ନେବା ସହ ହ୍ୟାଣ୍ଡହୋଲ୍ଡିଂ ସହାୟତା ଯୋଗାଇଦେବ। ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣ ଲକ୍ଷ୍ୟ ହାସଲ, ଦକ୍ଷ ବ୍ୟାଙ୍କିଙ୍ଗ୍‌ ସେବା ଯୋଗାଣ, ଚ୍ୟାଲେଞ୍ଜିଂ ସମୟରେ ବାଣିଜ୍ୟକୁ ତ୍ୱରାନ୍ବିତ କରିବା ଏବଂ ଖାଉଟି ସୁରକ୍ଷା ଭଳି ବିଭିନ୍ନ ଦିଗ ଉପରେ ଏହା ନଜର ରଖିବ। ଦେଶର ଆର୍ଥତ୍କ ସେବା କ୍ଷେତ୍ରକୁ ଅଭିନବ କରିବା ଦିଗରେ କେନ୍ଦ୍ରୀୟ ବ୍ୟାଙ୍କ ସର୍ବଦା ଏହାର ଯୋଗଦାନ ରଖି ଆସିଛି। ଏଭଳି ନୂଆ ପଦକ୍ଷେପ ଦ୍ୱାରା ଏକ ନିୟାମକ ଷ୍ଟାଣ୍ଡବକ୍ସ ମଧ୍ୟ ସ୍ଥାପନ କରିବ। ଏହା ସମ୍ପୂର୍ଣ୍ଣ ଭାବେ ସଦ୍ୟତମ ବ୍ୟବସ୍ଥା ହୋଇଥିବା ବେଳେ ୬ ପ୍ରମୁଖ ପ୍ରସ୍ତାବ ଉପରେ ବର୍ତ୍ତମାନ ଧ୍ୟାନ କେନ୍ଦ୍ରିତ କରିଛି ବୋଲି ଆର୍‌ବିଆଇ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନିଟାଇଜର ପ୍ରସ୍ତୁତି ଲାଗି ଅଧିକ କମ୍ପାନୀଙ୍କୁ ଅନୁମତି

ନୂଆଦିଲ୍ଲୀ,୨୭। ୩: କରୋନା ପାଇଁ ଏବେ ସାରା ଦେଶରେ ସାନିଟାଇଜର ଚାହିଦା ପ୍ରବଳମାତ୍ରାରେ ବୃଦ୍ଧି ଘଟିଛି। ଏବେ ଲକ୍‌ଡାଉନ ଚାଲିଥିବା ବେଳେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ...

୧୫୦ କୋଟିର ପାଣ୍ଠି ଗଠନ କଲା ଆଇଟିସି

ନୂଆଦିଲ୍ଲୀ, ୨୯। ୩: କରୋନା ମୁକାବିଲା ପଦକ୍ଷେପ ସ୍ବରୂପ ପ୍ରମୁଖ ବାଣିଜି୍ୟକ ଗ୍ରୁପ ଆଇଟିସି ପକ୍ଷରୁ ୧୫୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରାଯାଇଛି। କମ୍ପାନୀ...

ତାପସୀ ପନ୍ନୁ ଗାଇନୋବେଦର ବ୍ରାଣ୍ଡ୍‌ ଆମ୍ବାସାଡର

ନୂଆଦିଲ୍ଲୀ,୧୬।୫: ଅଗ୍ରଣୀ ଆୟୁର୍ବେଦିକ ଫେମଟେକ୍‌ ବ୍ରାଣ୍ଡ ‘ଗାଇନୋବେଦ’ ନିକଟରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କୁ ନିଜର ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରିଛି। ଏହି ଡାଇରେକ୍ଟ ଟୁ...

ଏଲ୍‌ଇଡି ଟିଭି କିଣିଲେ ପୁରସ୍କାର ଜିତିବାର ସୁଯୋଗ ଦେଉଛି ଏଲ୍‌ଜି

ଭୁବନେଶ୍ୱର,୭-୬: ପ୍ରମୁଖ କମ୍ପାନୀ ଏଲ୍‌ଜି ପକ୍ଷରୁ ଓ୍ବିନ ଇଭ୍ରି ଆଓ୍ବାର ଓ୍ବିଥ ଏଲ୍‌ଜି ସମ୍ପର୍କରେ ଘୋଷଣା କରାଯାଇଛି। ଓ୍ବାର୍ଲଡ କପ୍‌ ଅଫର ଅନ୍ତର୍ଗତ ଏହାର ଶୁଭାରମ୍ଭ...

ଦେଶରେ ବଢୁଛି ଆର୍ଥିକ ଅସମାନତା

ମୁମ୍ବାଇ,୧୮-୧୦: ଦେଶରେ ଲୋକମାନଙ୍କ ମଧ୍ୟରେ ଆୟର ଆକାଶ ପାତାଳ ତାରତମ୍ୟ ରହିଥିବା ଆଲୋଚନା ହେଉଥିବା ବେଳେ ଏହାକୁ ନେଇ ଅକେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଅତି...

ଜନଧନ ଜମା ୧ ଲକ୍ଷ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ,୧୧-୭: ଜନଧନ ଯୋଜନାରେ ଖୋଲାଯାଇଥିବା ଆକାଉଣ୍ଟଗୁଡିକରେ ଜମା ପରିମାଣ ୧ ଲକ୍ଷ କୋଟି ଟଙ୍କା ଛୁଇଁଛି। ଏହି ଯୋଜନା ୫ ବର୍ଷ ତଳେ ଆରମ୍ଭ କରାଯାଇଥିଲା।...

ଷ୍ଟାଇଲ ସ୍ପାରେ ଏଣ୍ଡ ଅଫ୍‌ ସିଜନ ସେଲ୍‌

ଭୁବନେଶ୍ୱର,୧୮-୪: ପ୍ରମୁଖ ଫର୍ନିଚର ନିର୍ମାତା କମ୍ପାନୀ ଷ୍ଟାଇଲ ସ୍ପା ପକ୍ଷରୁ ଏଣ୍ଡ୍‌ ଅଫ୍‌ ସିଜନ ସେଲ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫରରେ ଗ୍ରାହକମାନେ...

ଗ୍ରାହକଙ୍କୁ ଜିଓର ନୂଆବର୍ଷ ଭେଟି: ପହିଲାରୁ ସମସ୍ତ ନେଟଓ୍ବାର୍କକୁ କରିପାରିବେ ମାଗଣା କଲ୍‌

ନୂଆଦିଲ୍ଲୀ,୩୧।୧୨: ଗ୍ରାହକମାନଙ୍କ ପାଇଁ ନୂଆବର୍ଷର ଭେଟି ଆଣିଛି ଜିଓ। ଜାନୁଆରୀ ପହିଲାରୁ ଜିଓରୁ ଅନ୍ୟ ସମସ୍ତ ନେଟଓ୍ବାର୍କକୁ କଲ୍‌ କଲେ ଆଉ ଦେୟ ଦେବାକୁ ପଡ଼ିବ...

Advertisement
Archives

Model This Week