ବାଣିଜ୍ୟ

ସ୍ବଦେଶୀ ଆପ୍‌ ‘ସନ୍ଦେଶ’ ପ୍ରତି ଆକର୍ଷଣ ବଢୁଛି

ନୂଆଦିଲ୍ଲୀ: ସରକାର ପ୍ରଥମେ ବିଭିନ୍ନ ଚାଇନା ଆପକୁ ବ୍ୟାନ କଲେ। ଦେଶର ସୁରକ୍ଷା ଓ ସମ୍ପ୍ରଦାୟିକ ଘଟଣାରୁ ବିରୋଧୀ ଗୋଷ୍ଟୀଙ୍କ କବଳରୁ ଦେଶକୁ ରକ୍ଷା କରିବା ପାଇଁ ମେକ ଇନ ଇଣ୍ଡିଆ ଓ ଆମତ୍ ନିର୍ଭର ଭାରତର ପ୍ରଚାର ଓ ପ୍ରସାର…

ରିଜର୍ଭ ବ୍ୟାଙ୍କ୍‌ଙ୍କୁ କୋର୍ଟଙ୍କ ମହଲତ

ନୂଆଦିଲ୍ଲୀ,୨୧।୨: ଦେଶର ବ୍ୟାଙ୍କଗୁଡ଼ିକ ସାଧାରଣ ଲୋକଙ୍କ ସମ୍ପତ୍ତିର ରକ୍ଷକ। ବ୍ୟାଙ୍କ ଗ୍ରାହକଙ୍କୁ ଅସହାୟ ଅବସ୍ଥାରେ ଛାଡ଼ିପାରିବ ନାହିଁ ବୋଲି ଶନିବାର ସୁପ୍ରିମକୋର୍ଟ କହିଛନ୍ତି। ବ୍ୟାଙ୍କର ଲକର ପରିଚାଳନାକୁ ନେଇ ରହିଥିବା ନିୟମ ଦୁର୍ବଳ ବୋଲି କହିବା ସହ ୬ ମାସ ଭିତରେ…

ବଢ଼ୁଛି ମୋବାଇଲ ଗ୍ରାହକଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ମୋବାଇଲ ବଜାରରେ ଯେଉଁ ମାନ୍ଦାବସ୍ଥା ସୃଷ୍ଟି ହୋଇଥିଲା ତାହା ଏକ ପ୍ରକାର ଦୂର ହୋଇଛି। ବର୍ତ୍ତମାନ ସମୟରେ ମୋବାଇଲ ଗ୍ରାହକ ସଂଖ୍ୟା ପୁଣି ଥରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ୨୦୨୦ ଡିସେମ୍ବର ମଧ୍ୟରେ ରାଜ୍ୟ…

ଏନ୍‌ଏଚ୍‌ଏଆଇ ଦେଉଛି ଫାସ୍‌ ଟାଗ କୁପନ

ନୂଆଦିଲ୍ଲୀ,୨୧।୨: ଦିନକୁ ଦିନ ବଢୁଥିବା ବିଭିନ୍ନ ଘଟଣା ଓ ଲୋକବଳକୁ କମ କରିବା ସହିତ ଆଗାମୀ କାଲି ପାଇଁ ତୈଳ ସଞ୍ଚୟ କରିବା ଭଳି ଉଦ୍ଦେଶ୍ୟକୁ ନେଇ କେନ୍ଦ୍ର ସରକାର ନୂଆ ସଡକ ପରିବହନ ନିୟମ ଲାଗୁ କରିଥିଲେ। ସେହିଭଳି ସାରା…

ଟେଲିକମ୍‌ର ବିକାଶ ପାଇଁ ୫ବର୍ଷିଆ ଯୋଜନା

ନୂଆଦିଲ୍ଲୀ,୨୧।୨: ଦେଶକୁ ଆଧୁନିକ ଓ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଫଳରେ ଦେଶର ଆବଶ୍ୟକତା ପୂରଣ ହୋଇପାରୁଥିବା ପରିମାଣର ଟେଲିକମ୍‌ ଉପକରଣ ପାଇଁ ଏଇ ନିକଟରେ ୧୨ ହଜାର କୋଟି ଟଙ୍କା ମୂଲ୍ୟର ଏକ…

ତୈଳ-ବାଷ୍ପ ଭିତ୍ତିଭୂମିରେ ଖର୍ଚ୍ଚ ହେବ ୭.୫ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭିଡିଓ କନଫରେନ୍ସ ଯୋଗେ ତାମିଲନାଡୁର ୩୨,୭୦୦ କୋଟି ଟଙ୍କା ମୂଲ୍ୟର ତୈଳ ଏବଂ ବାଷ୍ପ ପ୍ରକଳ୍ପଗୁଡିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। କାର୍ଯ୍ୟକ୍ରମ ଅବସରରେ ସେ କହିଛନ୍ତି, କେନ୍ଦ୍ର ସରକାର ପ୍ରାକୃତିକ…

ପୁଣି ଜେଫ୍‌ ବେଜୋସ ହେଲେ ବିଶ୍ୱର ୧ ନମ୍ବର ଧନୀ

ଓ୍ବାଶିଂଟନ,୧୭।୨: ଆମାଜନ ସିଇଓ ଜେଫ ବେଜୋସ ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି। ଟେସଲା ସିଇଓ ଏଲୋନ ମସ୍କଙ୍କୁ ପଛରେ ପକାଇ ବେଜୋସ ଏହି ପଦବୀ ହାସଲ କରିଛନ୍ତି। ଟେସଲା ଇନ୍ସର ଶେୟାରଗୁଡିକ ମଙ୍ଗଳବାର କମିଯାଇଥିବାରୁ ମସ୍କ ପ୍ରଥମ…

ବଢ଼ିପାରେ ମୋବାଇଲ ଟାରିଫ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୭।୨: ଆସନ୍ତା ୨୦୨୧-୨୨ ଆର୍ଥିକ ବର୍ଷଠାରୁ ମୋବାଇଲ ଟାରିଫ୍‌ ପ୍ଲାନ୍‌ ବଢ଼ିବାର ସମ୍ଭବାନା ରହିଛି। ୨୦୨୧ ଏପ୍ରିଲ୍‌ଠାରୁ ଏଭଳି ହୋଇପାରେ ବୋଲି ଇନଭେଷ୍ଟମେଣ୍ଟ୍‌ ଇନଫରମେଶନ୍‌ ଆଣ୍ଡ୍‌ କ୍ରେଡିଟ୍‌ ରେଟିଂ ଏଜେନ୍ସି ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି। ମୋବାଇଲ…

ମୋଦି ସରକାରଙ୍କ ଡିଜିଟାଲ ଷ୍ଟ୍ରାଇକ୍‌: ୨୯ ପ୍ରତିଶତକୁ କମିଲା ଚାଇନା ଆପ୍‌ ବଜାର

ନୂଆଦିଲ୍ଲୀ,୧୬।୨: କରୋନା ମହାମାରୀ ସଂକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ କରିଥିଲେ। ୫୯ ଚାଇନା ଆପ୍‌କୁ ବ୍ୟାନ୍‌ କରାଯାଇଥିଲା। ଏହାଦ୍ୱାରା ଭାରତୀୟ ଆପ୍‌ ବଜାରରେ ଚାଇନା ଆପ୍‌ର ଚାହିଦା କମି ୨୯ ପ୍ରତିଶତରେ ସୀମିତ…

ଡିଜିଟାଲ ପଲିସିକୁ ଗୁରୁତ୍ୱ ଦେବ ବୀମା କମ୍ପାନୀ

ନୂଆଦିଲ୍ଲୀ: ସରକାର ବର୍ତ୍ତମାନ ସମୟରେ ସବୁକ୍ଷେତ୍ରରେ କାଗଜ ପରିବର୍ତ୍ତେ ଡିଜିଟାଲରେ କାର୍ଯ୍ୟ ସଂପାଦନକୁ ଗରୁତ୍ୱ ଦେଉଛନ୍ତି। ବୀମା କ୍ଷେତ୍ରରେ ମଧ୍ୟ ସେଭଳି ଏକ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଡିଜିଲକର ମାଧ୍ୟମରେ ଗ୍ରାହକଙ୍କୁ ପଲିସି ଜାରି କରିବା ଲାଗି ବୀମା କମ୍ପାନିଗୁଡ଼ିକୁ…

ଘରୋଇକରଣକୁ ନିର୍ମଳାଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଶନିବାର ସଂସଦରେ ଦେଶର ବିକାଶ ଓ ଅଭିବୃଦ୍ଧି ସପକ୍ଷରେ ଯୁକ୍ତି ବାଢିଥିଲେ। ସେ କେନ୍ଦ୍ର ସରକାରଙ୍କ ବ୍ୟବସାୟ ନୀତି ଉପରେ ଯୁକ୍ତି ବାଢିବା ସହ ମୋଦିଙ୍କ କଥାକୁ ଦୋହରାଇଛନ୍ତି। ଦେଶରେ ଏନଡିଏ ସରକାର ବ୍ୟବସାୟ…

୫୦ ଟଙ୍କା ମହଙ୍ଗା ହେଲା ଗ୍ୟାସ

ନୂଆଦିଲ୍ଲୀ: ଦର ବୃଦ୍ଧି ସାଧାରଣ ଲୋକଙ୍କ ନିଦ ହଜାାଇ ଦେଇଛି। ଏଲପିଜି ଗ୍ୟାସ୍‌ ସିଲିଣ୍ଡର ପିଛା ଦର ଆଉ ୫୦ ଟଙ୍କା ମହଙ୍ଗା ହୋଇଛି। ସବସିଡି ଗ୍ୟାସ୍‌ ସିଲିଣ୍ଡରରେ ଏହି ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ରବିବାର ମଧ୍ୟ ରାତ୍ରରୁ ନୂଆଦିଲ୍ଲୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?