ସ୍କୁଲରେ ଖେଳିବା ସମୟରେ ୯ ବର୍ଷର ଝିଅକୁ ଆସିଲା ହାର୍ଟଆଟାକ୍, ତାପରେ…

ଜୟପୁର,୨୬।୨: ରାଜସ୍ଥାନର ନାଗୌର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଗୋଟାନ ସହରର ଏକ ସ୍କୁଲରେ ଏକ ଦୁଃଖଦ ଘଟଣା ଘଟିଛି । ହୃଦଘାତରେ ଜଣେ ଝିଅର ମୃତ୍ୟୁ ହୋଇଛି ।…

ସଦ୍ୟତମ ICC ର଼୍ୟାଙ୍କିଙ୍ଗରେ ଜସପ୍ରିତ ବୁମରା ମାରିଲେ ଲମ୍ବାଡିଆଁ, ନମ୍ବର ୧ରେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୬।୨ : ICC T20 ବିଶ୍ୱକପ ୨୦୨୬ର ହାଇ-ଭୋଲଟେଜ ସୁପର ୮ମ୍ୟାଚ ମଧ୍ୟରେ, ICC ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି, ଯାହା ପୁଣି ଥରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ ପ୍ରଦର୍ଶନ କରୁଛି। ଭାରତୀୟ ରହସ୍ୟମୟ…

‘ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସ୍ବେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବ୍ରହ୍ମପୁର,୨୬ା୨(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ଗୁରୁବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରାଥମିକ ଚିକିତ୍ସା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି।…

ଆକ୍ସନ ମୋଡରେ ନୂଆ ଆଇଆଇସି, ଆସୁ ଆସୁ ରୋକଠୋକ କହିଲେ ଏଣିକି ବିନା ଅନୁମତିରେ…

ପୁରୁଷୋତ୍ତମପୁର,୨୬।୨( ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ଥାନାଧିକାରୀ ଭାବେ କୁଳମଣି ସେଠୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ଆସିକା ଥାନାରେ କାର୍ଯ୍ୟରତ ଥିଲେ । ଏଠାରେ ଥିବା ଆଇଆଇସି ରାଜେଶକୁମାର…

ବାହାଘର ପୂର୍ବରୁ ପୁଅକୁ ନେଇ ଏମିତି କହିଦେଲେ ସଚିନ: ବଢୁଛି ଚର୍ଚ୍ଚା

ମୁମ୍ବାଇ,୨୬।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଅର୍ଜୁନଙ୍କ ବିବାହ ପୂର୍ବ ରୀତିନୀତି ଆରମ୍ଭ ହୋଇସାରିଛି ଏବଂ ପରିବାରରେ ଏବେ ସେଲିବ୍ରେଶନର ମାହୋଲ।…

ଫେବୃଆରୀ ଶେଷ ଦିନରେ ଅସ୍ତ ହେବେ ବୁଧ, ୪ ରାଶିର ବ୍ୟକ୍ତିଙ୍କୁ ମିଳିବ ଜବରଦସ୍ତ ଆର୍ଥିକ ଲାଭ

ବୁଧ ଗ୍ରହ ୨୮ ଫେବୃଆରୀ ୨୦୨୬ ରାତି ୧୦ଟା୦୯ ରେ କୁମ୍ଭ ରାଶିରେ ଅସ୍ତ ହେବ । ବୁଧଙ୍କ ଅସ୍ତ ଅନେକ ରାଶି ପାଇଁ ନକାରାତ୍ମକ ପ୍ରମାଣିତ ହେବା ସହିତ, କିଛି ରାଶିଙ୍କ ପାଇଁ…

ଭାଜପା ନେତା ଗୋଲକ ମହାପାତ୍ରଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, ଭିଜିଲାନ୍ସ ମାମଲା ରଦ୍ଦ

କଟକ,୨୬।୨(ପ୍ରଭୁ କଲ୍ୟାଣ ପାଲ): ଭାଜପା ନେତା ଗୋଲକ ପ୍ରସାଦ ମହାପାତ୍ରଙ୍କୁ ଆଶ୍ବସ୍ତି । ହାଇକୋର୍ଟରେ ତାଙ୍କ ବିରୋଧରେ ବିଚାରାଧୀନ କୋଇଲା ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ ସଂପର୍କିତ ଭିଜିଲାନ୍ସ ମାମଲା ରଦ୍ଦ କରାଯାଇଛି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର, ଗୋଲକ…

୨୦୨୬ର ପ୍ରଥମ ଶକ୍ତିଶାଳୀ ବାତ୍ୟା ‘ହୋରାସିଓ’, ପାଣିପାଗ ବିଭାଗ କହିଲା ଏହା ଭାରତ ଉପରେ…

ନୂଆଦିଲ୍ଲୀ,୨୬ା୨: ବର୍ତ୍ତମାନ ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ତେଲଙ୍ଗାନା ରାଜ୍ୟରେ ବର୍ଷା ହେଉଛି। ଭାରତ ମହାସାଗରରେ ହୋରାସିଓ ନାମକ ଏକ ବଡ଼ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି, ଏହା ଏପର୍ଯ୍ୟନ୍ତ ବର୍ଷର ସବୁଠାରୁ ବିପଦପୂର୍ଣ୍ଣ ଘୂର୍ଣ୍ଣିଝଡ଼,…

ସଫେଇ କର୍ମଚାରୀଙ୍କୁ ୨ ଲକ୍ଷ, ଇଞ୍ଜିନିୟରଙ୍କୁ ୭ ଲକ୍ଷ, ଡ୍ରାଇଭରଙ୍କୁ ଲକ୍ଷେ ଟଙ୍କା ଦରମା, ଜାଣନ୍ତୁ ସବିଶେଷ ବିବରଣୀ…

ହାଇଦ୍ରାବାଦ,୨୬ା୨: ତେଲଙ୍ଗାନାର ମୁଖ୍ୟ ସଚିବ କେ. ରାମକୃଷ୍ଣ ରାଓ ବୁଧବାର କେନ୍ଦ୍ର ଅର୍ଥନୈତିକ ଏବଂ ସାମାଜିକ ଅଧ୍ୟୟନ (CESS) ଦ୍ୱାରା ଆୟୋଜିତ ୧୬ତମ ଅର୍ଥ କମିଶନଙ୍କ ସୁପାରିସ ଉପରେ ସମ୍ମିଳନୀରେ ଏକ ଆଶ୍ଚର୍ଯ୍ୟଜନକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରାଜ୍ୟର ମାସିକ…

ଅଯୋଧ୍ୟାରେ ନିର୍ମାଣ ହେବ ଓଡ଼ିଶା ଭବନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୬ା୨: ଅଯୋଧ୍ୟା, ବେଙ୍ଗାଲୁରୁ ଓ ସୁରଟରେ ନିର୍ମାଣ ହେବ ଓଡ଼ିଶା ଭବନ। ଏଥିପାଇଁ ଜମି ମଗାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦିଲ୍ଲୀ ନୂଆ ଓଡ଼ିଶା ଭବନ ଶିଳାନ୍ୟାସ ଅବସରରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମୁମ୍ବାଇରେ ମଧ୍ୟ ଆଉ…

ବିବାଦ ପରେ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରୁ ହଟିଲା ବିବାଦୀୟ ଅଧ୍ୟାୟ

ନୂଆଦିଲ୍ଲୀ,୨୬।୨: ଜାତୀୟ ଶୈକ୍ଷିକ ଗବେଷଣା ଏବଂ ତାଲିମ ପରିଷଦ (NCERT) ୮ମ ଶ୍ରେଣୀ ପାଠ୍ୟପୁସ୍ତକରୁ ବିବାଦୀୟ ଅଧ୍ୟାୟକୁ ହଟାଇ ଦେଇଛି। କିନ୍ତୁ ୩୮ଟି କପି ଏହା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଶିକ୍ଷା ମନ୍ତ୍ରଣାଳୟ ବିକ୍ରି ହୋଇଥିବା ୩୮ଟି ପାଠ୍ୟପୁସ୍ତକକୁ ଫେରାଇ…

ସରକାରଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କଲେନି ସିଜେଆଇ, କହିଲେ ସେ ସନ୍ତୁଷ୍ଟ ହେବେ ନାହିଁ, ଯେପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୬ା୨: NCERTର ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ସଂକ୍ରାନ୍ତ ଅଧ୍ୟାୟ ସମ୍ପର୍କରେ ଗୁରୁବାର ଶୁଣାଣି ହୋଇଥିଲା। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଖୁବ୍‌ ରାଗି ଯାଇଥିଲେ। ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ଭୁଲ…

ଅନ୍ୟ କେଉଁ ଦେଶକୁ ନୁହେଁ, କେବଳ ଭାରତକୁ ଏହି ଜିନିଷ ଦେବ ଇସ୍ରାଏଲ୍‌: ଥରିଉଠିବ ପାକିସ୍ତାନ

ନୂଆଦିଲ୍ଲୀ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ସମୟରେ ଏକ ପ୍ରମୁଖ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହେବାକୁ ଯାଉଛି। ବିଶ୍ୱର ବିଭିନ୍ନ ଦେଶ ଏହି ଅସ୍ତ୍ର ଦାବି କରିଆସୁଛନ୍ତି, କିନ୍ତୁ ଇସ୍ରାଏଲ ଏହାକୁ କେବଳ ଭାରତକୁ ଯୋଗାଇବାକୁ ନିଷ୍ପତ୍ତି ନେଇଛି। ଏହି…

କର ବା ମର ସ୍ଥିତିରେ ଭାରତ: ହାରିଲେ ଟି-୨୦ ବିଶ୍ୱକପ୍‌ରୁ ହେବ ବିଦା

ଚେନ୍ନାଇ,୨୫ା୨(ପି.ଟି.): ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳ ଗୁରୁବାର ଜିମ୍ବାଓ୍ବେକୁ ଭେଟିବାକୁ ଯାଉଛି। ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ବଡ଼ ପରାଜୟ ସମ୍ମୁଖୀନ ହୋଇଥିବା ଡିଫେଣ୍ଡିଂ ଚାମ୍ପିୟନ ଟିମ୍‌ ଇଣ୍ଡିଆକୁ ତା’ର ସେମିଫାଇନାଲ ଆଶା…

ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ପରଲୋକ: ଘୋଡ଼ାନାଚ ପାଇଁ ଥିଲେ ପରିଚିତ

ଚୌଦ୍ବାର,୨୬।୨: ବିଶିଷ୍ଟ ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ପରଲୋକ ଘଟିଛି। ଅସୁସ୍ଥତା କାରଣରୁ ଚୌଦ୍ବାରର ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। କଳା କ୍ଷେତ୍ରରେ ଅବଦାନ ପାଇଁ ୨୦୨୧ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ। ପାରମ୍ପରିକ ଘୋଡ଼ାନାଚ ଉଜ୍ଜୀବିତ ରଖିବାରେ ଥିଲା ତାଙ୍କ…

ବଡ଼ କୀର୍ତ୍ତିମାନ ହାସଲ କଲେ ମୋଦି: ଟ୍ରମ୍ପଙ୍କୁ ପଛରେ ପକାଇ ହେଲେ ନମ୍ବର-୧

ନୂଆଦିଲ୍ଲୀ,୨୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ସେ ଇନଷ୍ଟାଗ୍ରାମରେ ୧୦୦ ନିୟୁତରୁ ଅଧିକ ଫଲୋଅର୍ସ ଥିବା ପ୍ରଥମ ବିଶ୍ୱ ନେତା ହୋଇଛନ୍ତି। ଏହି ସଫଳତା ସେ ଇସ୍ରାଏଲ ଯାଉଥିବା ସମୟରେ ହାସଲ କରିଥିଲେ।…

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri

ଫଟୋରେ ଖବର

ଓଡ଼ିଶା: ଆଜିର ଫଟୋ ( ୨୫ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୪ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୨୩ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୨୨ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୨୧ ଫେବୃଆରୀ, ୨୦୨୬)

View
ଓଡ଼ିଶା: ଆଜିର ଫଟୋ (୨୦ ଫେବୃଆରୀ, ୨୦୨୬)

View
ଓଡ଼ିଶା: ଆଜିର ଫଟୋ (୧୯ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୮ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୭ ଫେବୃଆରୀ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୧୬ ଫେବୃଆରୀ, ୨୦୨୬ )

View

ଜାତୀୟ

ମେଟ୍ରୋ

ଅନ୍ତର୍ଜାତୀୟ

ଖେଳ

ଫୁରସତ

ବାଣିଜ୍ୟ

ଜୀବନଚର୍ଯ୍ୟା

ଅପରାଧ

Video News

ତା ଆଖିରେ ମୁଁ ଲାଇଭ୍ ଯିବି…

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live

ବାହୁଡ଼ାଯାତ୍ରାର ସିଧା ପ୍ରସାରଣ | Bahuda Yatra 2025 Live From Puri, Odisha | Dharitri Live

ରଥଯାତ୍ରାର ସିଧା ପ୍ରସାରଣ | Rath Yatra 2025 Live From Puri, Odisha | Dharitri Live

ମାଟି ଅଭାବରୁ କୁମ୍ଭାର ପେଟ ଅପୋଷା | Pottery | Balasore | Dharitri