
ଭାରତୀୟ କ୍ରିକେଟ ଦଳ ମହାପ୍ରଭୁଙ୍କ ଦର୍ଶନ କରି ଫେରୁଛନ୍ତି

ଜେ.ଏନ୍. ଇନଡୋର୍ ଷ୍ଟାଡିୟମ୍ରେ ଆରମ୍ଭ ହୋଇଥିବା ‘ଓଡିଶା ମାଷ୍ଟର୍ସ୍ BWF ଟୁର୍ ସୁପର୍ 100’ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା




ନାୟୀକା, ବାଲେଶ୍ୱରର କଳାକାର ରବିନ୍ଦ୍ର ମଣ୍ଡପରେ ‘ନାଟ୍ୟଧାରା’ ଆୟୋଜିତ ରବିବାର ଦିନ ‘ଭକ୍ତ ଝୋଲିଆ’ ନାଟକରେ ଅଭିନୟ ପ୍ରଦର୍ଶନ କରିଥିଲେ।
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଶ୍ୱେତପଦ୍ମ ପକ୍ଷରୁ ନାଟକ ‘ନାଗ ବଂଶମ’ ପରିବେଷଣ ଓଡ଼ିଶା ହାଇକୋର୍ଟରେ ଅନୁଷ୍ଠିତ ୪ର୍ଥ ଜାତୀୟ ଲୋକ ଅଦାଲତ
୧୬ତମ ଭାରତ ମୁନି ମହୋତ୍ସବ କାଲିଙ୍ଗାୟନ ତୌର୍ୟତ୍ରିକମ୍ ଦ୍ୱାରା GKCMରେ ଶୁକ୍ରବାର ଆୟୋଜିତ ହୋଇଛି ପୁରୀ ବେଳାଭୂମିରେ ବେଲ୍ ଅନୁଷ୍ଠାନ ପକ୍ଷରୁ ମହୋଦଧି ଦିବସ ପାଳନ...
ଜିକେସିଏମରେ ଆୟୋଜିତ ୧୬ତମ ଭାରତ ମୁନି ଉତ୍ସବରେ ଅଂଶଗ୍ରହଣକାରୀମାନେ ନୃତ୍ୟ ପ୍ରଦର୍ଶନ
ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ହାସଲ କରିବାର ଗୋଟିଏ ଦିନ ପରେ, ଟିମ୍ ଇଣ୍ଡିଆ ଆଜି ଭୁବନେଶ୍ୱର ଛାଡିଛି ...
ବାରବାଟୀ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାର ଖେଳାଳି ମାନେ ଅଭ୍ୟାସ କରୁଛନ୍ତି
ଶୀତୁଆ ସକାଳରେ ନନ୍ଦନକାନନରେ ଗଛଡାଳରେ ବସିଥିବା ପକ୍ଷୀ ଆସନ୍ତା ୯ ତାରିଖ କଟକ ବାରବାଟୀରେ ଖେଳାଯିବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ...
ଚିଲିକାରେ ପ୍ରବାସୀ ପକ୍ଷୀ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁଥିବା T20 ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍...
