ଆଲୁମିନିୟମ ବାସନରେ ଖାଉଛନ୍ତି କି? ହୋଇପାରେ କିଡନୀ ଫେଲ୍‌, ଜାଣନ୍ତୁ କ’ଣ କୁହନ୍ତି…

ଭାରତୀୟ ରୋଷେଇରେ ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହୋଇଥାଏ। ଏହା ହାଲୁକା, ଶସ୍ତା ଏବଂ ସହଜରେ ଗରମ ହୋଇଯାଏ। ଏଥିଲାଗି ଅନେକେ ଲୋକ ପ୍ରାୟତଃ ପ୍ରଶ୍ନ କରନ୍ତି ଯେ ଆଲୁମିନିୟମ ବାସନରେ ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ନା ଭଲ। ଆସନ୍ତୁ ସେ ବିଷୟରେ ସବିଶେଷ ଜାଣିବା:-
ଆଲୁମିନିୟମକୁ ନେଇ ହୋଇଥିବା ରିସର୍ଚ୍ଚ ମୁତାବକ, ଏହି ବାସନର ବ୍ୟବହାର କ୍ଷତିକାରକ ନୁହେଁ, କାରଣ ଏହା ଏକ ଧାତୁ। ମାତ୍ର ସଠିକ ବାସନ ନ ମିଳିବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। କାରଣ ଏହି ବାସନର ଭୁଲ ବ୍ୟବହାର କରିବା ଅନୁଚିତ। କିଛି ଜିନିଷ ପ୍ରତି ଦୃଷ୍ଟି ଦେବା ଜରୁରୀ।
ରୋଷେଇ କରିବା ସମୟରେ କିଛି ମାତ୍ରାରେ ଆଲୁମିନିୟମର କିଛି ମାତ୍ରା ଖାଦ୍ୟରେ ମିଶି ଯାଇଥାଏ। ବିଶେଷକରି ଖଟା ଜିନିଷ ଯେପରିକି ଟମାଟୋ, ଲେମ୍ବୁ, କଇଁଆ ବ୍ୟବହାର କରିବା ସମୟରେ ହୋଇଥାଏ। ତେବେ ଶରୀରରେ ସାମାନ୍ୟ ଭାବେ ୨ରୁ ୧୦ ମିଲିଗ୍ରାମ ଯାଏ ପ୍ରତ୍ୟେହ ଡାଏଟରେ ପ୍ରବେଶ କରେ। ଅଳ୍ପ ମାତ୍ରା ହାନିକାରକ ନୁହେଁ, କାରଣ କିଡନୀ ଏହାକୁ ବାହାର କରିଦେଇଥାଏ। ମାତ୍ର ଅଧିକ ମାତ୍ରା ଏବଂ ଦୀର୍ଘ ସମୟ ଧରି ତାହାକୁ ସେବନ କଲେ ମସ୍କିଷ୍କ, ହାଡ଼ ଏବଂ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ।
ଅଧିକ ମାତ୍ରାରେ ଆଲୁମିନିୟମ ଭୋଜନ ମାଧ୍ୟମରେ ଶରୀରରେ ପ୍ରବେଶ କଲେ ଗମ୍ଭୀର ସ୍ବାୟୁଜନିତ ରୋଗ ହୋଇଥାଏ। କୀଡ଼ନୀ ମଧ୍ୟ ଖରାପ ହୋଇପାରେ। କେବଳ ଏତିକି ନୁହେଁ ହୃଦରୋଗ ସହ ଅନ୍ୟ ଅଙ୍ଗରେ ମଧ୍ୟ ଏହା ଖରାପ ପ୍ରଭାବ ପକାଇପାରେ। ଏଣୁ ଆଲୁମିନିୟମ ବାସନକୁସନର ବ୍ୟବହାରକୁ ସୀମିତ କରନ୍ତୁ। ବାରମ୍ବାର ଖଟା ଜାତୀୟ ଜିନିଷ ଏହି ବାସନରେ ରୋଷେଇ କରନ୍ତୁ ନାହିଁ। ଦୀର୍ଘ ସମୟ ଧରି ଖାଇବା ରଖିବା ଲାଗି ଏଭଳି ବାସନ ବ୍ୟବହାର କରନ୍ତୁ ନାହିଁ। କେବଳ ଏତିକି ନୁହେଁ ବାସନ ଖରାପ ହେଲେ ତାହାର ବ୍ୟବହାର ବନ୍ଦ କରନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

ଏବେ ବି ଟଳିନି ସଙ୍କଟ, ୩୦୦ରୁ ଅଧିକ ବିମାନ ବାତିଲ କଲା ଇଣ୍ଡିଗୋ, ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ,୧୦।୧୨: ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ରାମ ମୋହନ ନାଇଡୁ ସଂସଦରେ ସ୍ପଷ୍ଟ ଭାବରେ କହିଥିଲେ ଯେ ପରିସ୍ଥିତିରେ ଉନ୍ନତି ହେଉଛି, ଦାୟୀ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ...

କଟକରେ ଐତିହାସିକ ରେକର୍ଡ କଲେ ବୁମ୍‌ରା: ପ୍ରଥମ ଭାରତୀୟ ବୋଲର୍‌ ଭାବେ…

କଟକ,୧୦।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ...

ଭାରତୀୟ ଚାଉଳ ଉପରେ ଟାରିଫ୍‌ ଲଗାଇବାକୁ ଟ୍ରମ୍ପ୍‌ଙ୍କ ଧମକ

ଓ୍ବାଶିଂଟନ୍‌,୧୦ା୧୨:ଭାରତ ସମେତ ବିଭିନ୍ନ ଦେଶରୁ ରପ୍ତାନି ହେଉଥିବା ଚାଉଳ ଉପରେ ଅତିରିକ୍ତ ଟାରିଫ୍‌ ଲଗାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଧମକ ଦେଇଛନ୍ତି। ଭାରତ...

ଦର୍ଶକଙ୍କୁ ମୁହଁରେ ବାଜିଲା ପାଣ୍ଡ୍ୟାଙ୍କ ବଲ୍‌: ଆଉ ତା’ପରେ ଘଟିଗଲା…

କଟକ,୧୦।୧୨: କଟକରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ...

ମୁଖ୍ୟମନ୍ତ୍ରୀ ମୋନ ମାଝୀଙ୍କ ପାଇଁ ଏମିତି କହିଦେଲେ ସୂର୍ଯ୍ୟକୁମାର: ବଢୁଛି ଚର୍ଚ୍ଚା

କଟକ,୧୦।୧୨: ଐତିହାସିକ ବାରବାଟୀ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ମ୍ୟାଚ୍‌ରେ ଭାରତ ୧୦୧ ରନ୍‌ରେ ଦମ୍‌ଦାର ବିଜୟ ହାସଲ କରିଛି।...

ବନ୍ଦ ଘରୁ ମିଳିଲା ଇଲେଟ୍ରିସିଆନଙ୍କ ଝୁଲନ୍ତା ମୃତଦେହ: ପୋଲିସ ପହଞ୍ଚି…

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ମାଗୁର ବେଡ଼ା କଲୋନୀଠାରେ ଏକ ବନ୍ଦଘରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି l ଯୁବକ...

ଭୟରେ ଗାଁ ଛାଡ଼ୁଥିଲେ ଲୋକେ: ଶେଷରେ ମିଳିଲା କଟାମୁଣ୍ଡ

ମାଲକାନଗିରି,୧୦।୧୨(ଦୁର୍ଯ୍ୟୋଧନ ପାତ୍ର): ଶେଷରେ ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ। କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ। ୪ ତାରିଖରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri