Posted inଫୁରସତ

ବୟସ ୭୦, ଲାଗନ୍ତି ଯୁବକ; ଫିଟନେସ୍‌- ଫୂର୍ତ୍ତିକୁ ଦେଖିଲେ…

କୁହାଯାଏ ଯୁବାବସ୍ଥାରେ ହିଁ ମଣିଷ ଅଧିକ ଆକ୍ଟିଭ ରୁହନ୍ତି। କଠିନରୁ କଠିନ କାମ କରିପାରନ୍ତି। ଦୌଡା ଦୌଡି, ଡିଆଁଡେଇଁ ସବୁ କରିପାରନ୍ତି। ହେଲେ ବୟସ ବଢିବା ସହ ଶରୀରର ବଳ କମିବାକୁ ଲାଗେ। ବିଭିନ୍ନ ପ୍ରକାରର ରୋଗ ମାଡିବସେ। ବସିବା ଉଠିବା ବି କଷ୍ଟକର ହୋଇଯାଏ। କିନ୍ତୁ ଚାଇନା, ଶାଙ୍ଗକ୍ୱିଙ୍ଗ ସିଟିର ଜୋଉ ହେପିଙ୍ଗଙ୍କ କଥା ହିଁ ଅଲଗା। ବୟସ ତାଙ୍କୁ ୭୦ ବର୍ଷ। ହେଲେ ତାଙ୍କ ଫିଟନେସ୍‌ ଓ ଫୂର୍ତ୍ତିକୁ ଦେଖିଲେ ଯେ କେହି ଚକିତ ହୋଇଯାଆନ୍ତି। ଏଇ ବୟସରେ ସେ ଫଟାଫଟ ପାହାଡ ଚଢିପାରନ୍ତି, ଖମ୍ବ ଚଢି ଯାଆନ୍ତି, ହାଣ୍ଡ ଷ୍ଟାଣ୍ଡ ବି କରିପାରନ୍ତି। ପୁଲ ଅପ୍‌, ପୁଶ୍‌ ଅପ୍‌ ତ ଏତେ ସହଜରେ କରନ୍ତି ଯେ ବିଶ୍ୱାସ କରି ହୁଏନା ତାଙ୍କ ବୟସ ୭୦ ବୋଲି। ଆଉ ଏସବୁକୁ ଜୋଉ ପ୍ରତିଦିନ କରନ୍ତି। ଜୋଉ କହନ୍ତି, ‘ପ୍ରତିଦିନ ମୁଁ ସକାଳ ସାଢେ ପାଞ୍ଚରେ ଉଠି ୨୦ ଲିଟର ପାଣି ଧରି ଖାଲି ପାଦରେ ଦୌଡ଼େ। ୨୫୦୦ ସିଡି ୫୦ ମିନିଟରେ ଚଢେ ଏବଂ ଓହ୍ଲାଏ। ଯେକୌଣସି ଋତୁ ହେଉ ପଛେ ସବୁଦିନ ମୁଁ ଏସବୁ କରେ।’ ଏଭଳି ଜୀବନଶୈଳୀ ଲାଗି ହିଁ ୭୦ ବର୍ଷ ବୟସରେ ତାଙ୍କର ସିକ୍ସ ପ୍ୟାକ ଆବ୍ସ ଅଛି। ଆଉ ଦେଖାଯାଆନ୍ତି ପୁରାପୁରି ୨୫-୩୦ ବର୍ଷ ବୟସର ଯୁବକ ପରି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri