ୟୁନେସ୍କୋ ସମ୍ମିଳନୀରେ ଭାରତର ସମାଲୋଚନା: ଆତଙ୍କବାଦ ସହ ସମ୍ପର୍କ ପାକ୍‌କୁ ବିଫଳ ରାଷ୍ଟ୍ରରେ ପରିଣତ କରିଛି

ପ୍ୟାରିସ୍‌ ,୧୬ା୧୧(ପି.ଟି.): ଅନ୍ତର୍ଜାତୀୟ ବ୍ୟାପାରକୁ ନେଇ ପାକିସ୍ତାନର ଅପରିପକ୍ୱ ପ୍ରଚାରକୁ ୟୁନେସ୍କୋ ସମ୍ମିଳନୀରେ ଭାରତ କଡ଼ା ସମାଲୋଚନା କରିଛି। ଏହାର ବିକ୍ଷିପ୍ତ ବ୍ୟବହାର ଏବଂ ଆତଙ୍କବାଦ ସହ ଘନିଷ୍ଠ ସମ୍ପର୍କ ଯୋଗୁ ଏହା ପ୍ରାୟତଃ ବିଫଳ ରାଷ୍ଟ୍ର ସ୍ତରକୁ ଖସିଆସିଥିବା ଭାରତ କହିଛି। ଭାରତ ବିରୋଧରେ ବିଷ ବୁଣିବା ଓ ଏହାକୁ ରାଜନୈତିକ ରୂପ ଦେବା ଲାଗି ପାକିସ୍ତାନ ୟୁନେସ୍କୋର ଅପବ୍ୟବହାର କରୁଥିବାରୁ ଏହାକୁ ଆମେ ନିନ୍ଦା କରୁଛୁ ବୋଲି ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ଅନନ୍ୟା ଅଗ୍ରଓ୍ବାଲ କହିଛନ୍ତି। ଭାରତକୁ ବଦନାମ କରାଇବା ପାଇଁ ପାକିସ୍ତାନ ମନଗଢ଼ା ମିଥ୍ୟା ପ୍ରଚାର ଚଳାଇଛି, ଯାହା ଛଳନା ଓ କପଟତାରେ ପୂର୍ଣ୍ଣ। ଇସ୍‌ଲାମାବାଦର ଏଭଳି ପିଲାଳିଆମୀକୁ ଆମେ ନିନ୍ଦା କରୁଛୁ ବୋଲି ଭାରତର ଉତ୍ତର ରଖିବା ଅଧିକାର ବଳରେ ଅନନ୍ୟା କହିଥିଲେ।
ଭାରତର ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ନେଇ ପାକିସ୍ତାନ ଅବାଞ୍ଛିତ ମନ୍ତବ୍ୟ ଦେଉଛି। ଆଇନରେ ସବୁ ଧର୍ମକୁ ସମାନ ମର୍ଯ୍ୟାଦା ପ୍ରଦାନ କରାଯାଇଛି। ତଦନୁଯାୟୀ ଅଦାଲତ ରାୟ ପ୍ରଦାନ କରିଛନ୍ତି। ଅଯୋଧ୍ୟା ରାୟକୁ ନେଇ ଇସ୍‌ଲାମାବାଦର ପ୍ରତିକ୍ରିୟା ନିନ୍ଦନୀୟ ବୋଲି ଭାରତର ପ୍ରତିନିଧି କହିଛନ୍ତି। ସୂଚନାଯୋଗ୍ୟ, ଧର୍ମୀୟ ସ୍ବାଧୀନତାକୁ ନେଇ ୟୁନେସ୍କୋ ମୂଲ୍ୟବୋଧ ଆଧାରରେ ବାବ୍ରୀ ମସ୍‌ଜିଦ ରାୟ ଆସି ନ ଥିବା ପାକିସ୍ତାନର ଶିକ୍ଷାମନ୍ତ୍ରୀ ଶଫକତ୍‌ ମହମ୍ମଦ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri