ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା ଓ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଅରଡ଼ପଲ୍ଲୀ ଗ୍ରାମର ଝାଣ୍ଟୁ ଜେନା ଓ ତାଙ୍କର ସହଯୋଗୀ ମିଶି ଦୁଇଟା ହାଇଓ୍ବା ଅଟକାଇ ଡ୍ରାଇଭର ଓ ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ମାଡ଼ ମାରି ତାଙ୍କ ଠାରୁ ୪୦ ହଜାର ଟଙ୍କା ଟଙ୍କା ଓ ତିନୋଟି ମୋବାଇଲ ଛଡ଼ାଇ ନେଇଛନ୍ତି। ଏଥିରେ ଡ୍ରାଇଭର ଆହତ ହୋଇଥିଲେ। ଏହାକୁ ନେଇ ଉକ୍ତ ଡ୍ରାଇଭର ତନ୍ତିଆପାଳ ମେରାଇନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତିକରି ତନ୍ତିଆପାଳ ଥାନା ଅଧିକାରୀ ରତିରଞ୍ଜନ ନାୟକ କେସ୍‌ ନଂ ୫୪/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ଏହି ଘଟଣାରେ ଉପର ଲିଖିତ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ଓ ସେମାନଙ୍କ ଠାରୁ ମାରଣାସ୍ତ୍ର, ୨୦ ହଜାର ଟଙ୍କା ଓ ଦୁଇଟା ମୋଟରସାଇକେଲ ମଧ୍ୟ ଜବତ କରିଛି।  ଖୁବ୍‌ଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଥାନାଧିକାରୀ ରତିରଞ୍ଜନ କହିଛନ୍ତି। ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଯୁବପିଢ଼ିଙ୍କ ସ୍ବପ୍ନ ପାଇଁ ଏକ ବଡ଼ ଆହ୍ବାନ’: ‘ମନ କି ବାତ’ରେ ନିଶା ସେବନ ବିରୋଧୀ ଲଢ଼େଇ ବିଷୟରେ କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ..

ନୂଆଦିଲ୍ଲୀ,୨୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ନିଶା ସେବନ ଦେଶର ଯୁବବର୍ଗଙ୍କ ସ୍ବପ୍ନ ପାଇଁ ସବୁଠାରୁ ବଡ଼ ଆହ୍ବାନ ସୃଷ୍ଟି କରୁଛି। ରବିବାର (ନଭେମ୍ବର ୨୯)…

ବେଆଇନ ମହୁଲି ମଦ ପ୍ରସ୍ତୁତି ସ୍ଥଳରେ ପୋଲିସର ଚଢ଼ାଉ: ମହୁଲ ପୋଚ ଓ ପ୍ରସ୍ତୁତ ମଦ ନଷ୍ଟ, ମଦ ମାଫିଆ ଛତ୍ରଭଙ୍ଗ

ପାଟଣା, ୨୯/୧୧ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଅନ୍ତର୍ଗତ ଭାଲିଆଡିହା ନାଳ କୂଳରେ ବେଆଇନ ଭାବେ ମହୁଲି ମଦ ପ୍ରସ୍ତୁତି ଚାଲିଥିବା ଖବର…

Delimitation ପ୍ରସଙ୍ଗରେ ଭାଜପା କିପରି DMK-NCPକୁ ନିଜ ସହ ସହମତ କରାଇଲା? ଜାଣନ୍ତୁ ପରଦା ପଛର କାହାଣୀ

ନୂଆଦିଲ୍ଲୀ,୨୯।୧୧: ଲୋକ ସଭାରେ ବସିବା ବ୍ୟବସ୍ଥା ବର୍ତ୍ତମାନ ଭିନ୍ନ ଦେଖାଯିବ। ସୋମବାର (ନଭେମ୍ବର ୩୦) ଲୋକ ସଭାର ଏକ ସ୍ବତନ୍ତ୍ର ଅଧିବେଶନ ବସିବାକୁ ଥିବାବେଳେ, ନରେନ୍ଦ୍ର ମୋଦି…

ମଦ୍ୟପାନ ବେଳେ ବଚସାରୁ ପିଟି ପିଟି ଯୁବକଙ୍କୁ ମାରିଦେଲେ

ଛତ୍ରପୁର, ୨୯/୧୧ (ଦିଲୀପ ସାମଲ): ଏକାଠି ବସି ମଦ୍ୟପାନ କରୁଥିବା ବେଳେ ସାମାନ୍ୟ ବଚସାରୁ ଘଟିଲା ରକ୍ତାକ୍ତ ସଂଘର୍ଷ। ଶେଷରେ ଏହା ହତ୍ୟାକାଣ୍ଡର ରୂପ ନେଇଛି। ଗଞ୍ଜାମ…

ବୁଲା ଗାଈଗୋରୁଙ୍କ ପାଇଁ ଦୁର୍ଘଟଣା, ବାଇକ୍ ଆରୋହୀ ଗୁରୁତର

ଗଞ୍ଜାମ, ୨୮।୧୧ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବଡ଼ବଜାରଠାରୁ ସାନବଜାର ପର୍ଯ୍ୟନ୍ତ ରାସ୍ତାରେ ମାଳମାଳ ବୁଲା ଗାଈଗୋରୁ ଦେଖିବାକୁ ମିଳୁଛନ୍ତି। ଏହା ଯୋଗୁଁ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା…

BCCIର ବଡ଼ ନିଷ୍ପତ୍ତି! ପ୍ରଥମ ଇନିଂସରେ ୫ଟି ୱିକେଟ ନେଇଥିବା ଆକାଶ ଦୀପ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଲେ

ନୂଆଦିଲ୍ଲୀ,୨୯।୧୧: ଆକାଶ ଦୀପ ଦ୍ୱିତୀୟ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଛନ୍ତି। ମ୍ୟାଚର ତୃତୀୟ ଦିନରେ ଏକ ବଲ ତାଙ୍କ ହେଲମେଟରେ ବାଜିଥିଲା; ତଥାପି ସେ ବ୍ୟାଟିଂ ଜାରି…

ସୁନା ରୁପା ଛାଡ଼, ରସୁଣ-ପିଆଜ ଧର: ବଲାଙ୍ଗିରରେ ଚୋରଙ୍କ ନୂଆ ଷ୍ଟାଇଲ୍

ବଲାଙ୍ଗୀର, ୨୯।୧୧ (ସୁନିଲ କୁମାର ମହାନ୍ତି) : ବଲାଙ୍ଗୀର ସହରରେ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି। ଅନ୍ଧାର ରାତିରେ ବିଭିନ୍ନ ଘରକୁ ଟାର୍ଗେଟ କରି ଚୋର…

କ୍ରମାଗତ ତୃତୀୟ ଥର ଚାମ୍ପିୟନ୍ସ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛି ଭାରତ

ନୂଆଦିଲ୍ଲୀ,୨୯।୧୧: ଭାରତ ଫାଇନାଲରେ ଚାଇନାକୁ ୩-୧ ଗୋଲରେ ପରାସ୍ତ କରି ମହିଳା ହକି ଏସୀୟ ଚାମ୍ପିୟନ୍ସ ଟ୍ରଫି ଟାଇଟଲ ଜିତିଛି। ମହିଳା ଏସୀୟ ଚାମ୍ପିୟନ୍ସ ଟ୍ରଫିରେ କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?