ବଲାଙ୍ଗୀରରେ ଜିତୁ ମୁଣ୍ଡା ଭଳି ଘଟଣା, ସ୍ତ୍ରୀର ମୃତ୍ୟୁ ପରେ ଟଙ୍କା ଉଠାଇ ପାରୁ ନାହାନ୍ତି ସ୍ବାମୀ

ଲାଠୋର,୮।୫(ଭୁବନେଶ୍ୱର ବାରିକ): କେନ୍ଦୁଝର ଜିଲାର ଜିତୁ ମୁଣ୍ଡା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ନିଜ ମୃତା ଭଉଣୀଙ୍କ କଙ୍କାଳ ଧରି ବ୍ୟାଙ୍କକୁ ଯାଇଥିଲେ ।…

ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଚୂରମାର୍‌! ବଡ଼ ଚାଲ୍‌ ଖେଳିଲେ ଷ୍ଟାଲିନଙ୍କ ପୁଅ

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତି ଏପରି ଏକ ମୋଡ଼ରେ ପହଞ୍ଚିଛି, ଯେଉଁଠାରେ ପ୍ରତି ଘଣ୍ଟାରେ କ୍ଷମତା ଗତିଶୀଳତା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଏବଂ ତାଙ୍କ ଦଳ TVK…

ନାରୀଙ୍କୁ ସୁରକ୍ଷା, ନାରୀଙ୍କୁ ସମ୍ମାନ ଦାବିରେ ଏକାଠି ହେଲେ ଶତାଧିକ ମହିଳା, ବିରୋଧୀଙ୍କ କୁଶପୁତ୍ତଳିକା ଦାହ କରି…

ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ଶୁକ୍ରବାର ଜନଆକ୍ରୋଶ ମହିଳା ସମାବେଶ ରାଲି ପାଟଣା ମୁଖ୍ୟାଳୟ ଆନନ୍ଦେଶର ଶିବ ମନ୍ଦିରରୁ ବାହାରି ବଜାରପରିକ୍ରମା କରି ବ୍ଲକ ପର୍ଯ୍ୟନ୍ତ ଯାଇଥିଲା। ନାରୀ…

ଆଇପିଏଲ୍‌ ଡଗଆଉଟ୍‌ରେ ଅଣସ୍ବୀକୃତି ପ୍ରାପ୍ତ ଲୋକ: ଚିନ୍ତା ପ୍ରକଟ କଲା ଏସିଏସ୍‌ୟୁ

ନୂଆଦିଲ୍ଲୀ,୮ା୫: ଆଇପିଏଲ୍‌ର ଆଣ୍ଟି କରପଶନ ଏବଂ ସିକ୍ୟୁରିଟି ୟୁନିଟ୍‌ (ଏସିଏସ୍‌ୟୁ) ଚଳିତ ସିଜନରେ ଦଳର ଡଗ୍‌ଆଉଟ୍‌, ବସ୍‌, ହୋଟେଲ, ଖେଳାଳି ଓ ମ୍ୟାଚ୍‌ ଅଫିସିଆଲ୍ସ ଏରିଆ (ପିଏମ୍‌ଓଏ)ରେ ଅଣସ୍ବୀକୃତିପ୍ରାପ୍ତ ବ୍ୟକ୍ତିଙ୍କ ଉପସ୍ଥିତିକୁ ନେଇ ଚିନ୍ତା…

ନିଜ ଗୋଡ଼ରେ କୁରାଢ଼ି ମାରିଲେ ବିରାଟ କୋହଲି: ‘ଜିରୋ’ରେ ଆଉଟ୍‌ ହେବାପରେ ଖୋଲିଗଲା ସବୁ ରାଜ୍‌

ନୂଆଦିଲ୍ଲୀ,୮।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ରେ ଚତୁର୍ଥ ପରାଜୟ ବରଣ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ, ଆରସିବି ୯ ରନରେ ପରାସ୍ତ ହୋଇଛି। ଏହା ଦଳର ଲଗାତାର ଦ୍ୱିତୀୟ ପରାଜୟ।…

ଥାଲାପତି ବିଜୟଙ୍କ ସହ ୧୦୮ ବିଧାୟକ ଇସ୍ତଫା ଦେଲେ ମିଳିବ କି ପେନଶନ? ଜାଣନ୍ତୁ କଣ ରହିଛି ନିୟମ…

ଚେନ୍ନାଇ,୮।୫: ନିର୍ୱାଚନ ଫଳାଫଳ ପରେ ତାମିଲନାଡୁରେ ସରକାର ଗଠନ ପ୍ରକ୍ରିୟା ଏବେ ଏକ ନାଟକୀୟ ମୋଡ଼ରେ ପହଞ୍ଚିଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ, ତାମିଜାଗା ଭେଟ୍ରି କାଝାଗମ (TVK)କୁ ସରକାର ଗଠନ ପାଇଁ…

ଜଣାପଡିଲା କିଏ ହେବେ ମୁଖ୍ୟମନ୍ତ୍ରୀ! ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ଶାହାଙ୍କ ଏହି ସଙ୍କେତକୁ ନେଇ ହଇଚଇ

କୋଲକାତା,୮।୫: ଆଜି ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ ବୈଠକ ହେବାକୁ ଯାଉଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ବଙ୍ଗଳା ପାଇଁ ଭାଜପାର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। କୋଲକାତାରେ ପହଞ୍ଚିଥିବା ଅମିତ ଶାହା ଦୁଇଟି ସଙ୍କେତ ପଠାଇଛନ୍ତି ଯାହା ବଙ୍ଗଳାର…

ବଙ୍ଗଳାରେ ମନ୍ତ୍ରିମଣ୍ଡଳକୁ ନେଇ ବଡ଼ ଖବର: ଓଡ଼ିଶା ଫର୍ମୂଲା ପକାଇବ ଭାଜପା! ଦେବ ମହିଳା ଉପମୁଖ୍ୟମନ୍ତ୍ରୀ, ଚର୍ଚ୍ଚାରେ…

କୋଲକାତା, ୮।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟ ପରେ, ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଆଜି ଅପରାହ୍ନ ୪ଟାରେ କୋଲକାତାରେ ଭାଜପା ବିଧାୟକ ଦଳର ଏକ ବୈଠକ ଡକାଯାଇଛି। ଏହି ବୈଠକ ସମୟରେ ଭାଜପା ବିଧାୟକ ଦଳର…

ମୋହନ ସରକାରଙ୍କ ବଡ଼ ଘୋଷଣା: ଜଗନ୍ନାଥଙ୍କ ନାଁରେ ହେବ…

ଭୁବନେଶ୍ୱର, ୮।୫(ସୁନିତ୍‌ ମିଶ୍ର):ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଏକ ସ୍ବତନ୍ତ୍ର ଟିଭି ଚ୍ୟାନେଲ କରାଯିବ। ଏନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତାବିତ ନୂଆ ଚ୍ୟାନେଲର ରୂପରେଖ, ଦୈନିକ କାର୍ଯ୍ୟକ୍ରମ, ଜଗନ୍ନାଥ…

ତାମିଲନାଡୁରେ ବଡ଼ ଟୁଇଷ୍ଟ, DMK-AIADMK ଗୋଟିଏ ମୁହୂର୍ତ୍ତରେ ଗଠନ କରିପାରନ୍ତି ସରକାର! କିଏ କିଙ୍ଗମେକର? ଜାଣନ୍ତୁ…

ଚେନ୍ନାଇ,୮।୫: ତାମିଲନାଡୁରେ କ୍ଷମତା ପାଇଁ ଲଢ଼େଇ ଜୋରଦାର ଚାଲିଛି। ରାଜ୍ୟରେ କିଏ ସରକାର ଗଠନ କରିବ ତାହା ଆକଳନ କରିବା କଷ୍ଟକର। ସାମ୍ପ୍ରତିକ ନିର୍ବାଚନରେ, ଥାଲାପତି ବିଜୟଙ୍କ TVK ଏକକ ବୃହତ ଦଳ ଭାବରେ ଉଭା ହୋଇଛି। ଏହା ସତ୍ତ୍ୱେ, ସଂଖ୍ୟା…

ହର୍ମୁଜରେ ଆମେରିକୀୟ ଜାହାଜ ଉପରେ ଗୁଳିମାଡ, ଟ୍ରମ୍ପ କହିଲେ…

ଓ୍ବାଶିଂଟନ,୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଉଥିବା ପରି ମନେ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ହର୍ମୁଜ ପ୍ରଣାଳୀ ଦେଇ ଗତି କରିବା ସମୟରେ ତିନୋଟି ଆମେରିକୀୟ ନୌସେନା ଯୁଦ୍ଧଜାହାଜ…

କିଏ ହେବେ ବଙ୍ଗଳାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ଆଜି ଅମିତ ଶାହାଙ୍କ ସହ ଭାଜପା ବିଧାୟକମାନଙ୍କ ବୈଠକ ପରେ ନିଷ୍ପତ୍ତି

କୋଲକାତା,୮ା୫: ଶୁକ୍ରବାର ସକାଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କୋଲକାତାରେ ପହଞ୍ଚିଛନ୍ତି । ସେ ନବନିର୍ବାଚିତ ଭାଜପା ବିଧାୟକମାନଙ୍କ ସହିତ ଏକ ବୈଠକ କରିବେ । ସୂତ୍ର ଅନୁଯାୟୀ, ଏହି ବୈଠକ ସମୟରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର କରାଯିବ। ପରବର୍ତ୍ତୀ ସମୟରେ,…

ଇସ୍ତଫା ଦେବେ ଥଲାପତି ବିଜୟଙ୍କ ସମେତ ୧୦୮ ବିଧାୟକ ! ତାମିଲନାଡୁ ରାଜନୀତିରେ ହଟଚମଟ

ଚେନ୍ନାଇ,୮।୫: ତାମିଲନାଡୁରେ ଝୁଲା ବିଧାନସଭା ପରେ ସରକାର ଗଠନକୁ ନେଇ ସସ୍ପେନ୍ସ ଆହୁରି ଘନୀଭୂତ ହୋଇଛି। ଥଲାପତି ବିଜୟଙ୍କ ନେତୃତ୍ୱାଧୀନ ତାମିଜାଗା ଭେଟ୍ରି କାଝାଗମ (TVK) ରାଜ୍ୟପାଳଙ୍କ ସମ୍ମୁଖରେ ସରକାର ଗଠନ କରିବାକୁ ଦାବି କରିଥିଲା କିନ୍ତୁ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ସଂଖ୍ୟା…

ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ହୋଇଗଲା ମେଗା ଡିଲ୍‌, ହଜାର ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୮ା୫(ଅନୁରାଧା ମହାରଣା): ଗୁଜରାଟ ଗସ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪୮,୩୩୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରତିଶ୍ରୁତି ସହ ଓଡ଼ିଶା ଫେରିଛନ୍ତି। ଅହମ୍ମଦାବାଦ, ମୁନ୍ଦ୍ରା ଏବଂ ଭଦୋଦରାରେ ଅନୁଷ୍ଠିତ ଓଡ଼ିଶା ନିବେଶକ ସମ୍ମିଳନୀ ରୋଡ୍‌ ଶୋ’ରେ ରାଜ୍ୟ ସରକାର ୭୧ଟି…

ଅପରେଶନ ସିନ୍ଦୂରକୁ ବର୍ଷେ, ସିନ୍ଧୁଜଳ ଚୁକ୍ତିକୁ ନେଇ ବୁଝାମଣା ହେବ ନାହିଁ କହିଲେ ଜୟସ୍ବାଲ

ନୂଆଦିଲ୍ଲୀ,୮।୫: ସୀମାପାର ଆତଙ୍କବାଦ ପାଇଁ ପାକିସ୍ତାନକୁ ଭାରତ ଠିକଣା ଜବାବ ଦେଇଛି। ପାକିସ୍ତାନ ଯଦି କୌଣସି ସମୟରେ ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ କରିବାକୁ ଉଦ୍ୟମ କରେ ତେବେ ଭାରତ ଏଥିପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବ ବୋଲି ଗୁରୁବାର ବହିର୍ବ୍ୟାପାର ମନ୍ତ୍ରଣାଳୟ…

ହଟିଲେ ଦିଦି, ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ

କୋଲକାତା,୭।୫: ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିବା ପରେ, ରାଜ୍ୟପାଳ ପଶ୍ଚିମବଙ୍ଗ କ୍ୟାବିନେଟକୁ ବରଖାସ୍ତ କରିଥିଲେ। ବଙ୍ଗଳା ନିର୍ବାଚନରେ ହୋଇଥିବା ଭୟଙ୍କର ପରାଜୟ ପରେ ମମତା ବାନାର୍ଜୀ ପଦ ଛାଡିବାକୁ ମନା କରିଦେଇଥିଲେ, ଯାହା ଫଳରେ ରାଜ୍ୟପାଳ…

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri

ଫଟୋରେ ଖବର

ଓଡ଼ିଶା: ଆଜିର ଫଟୋ (୬ ମେ ୨୦୨୬)

View
ଓଡ଼ିଶା: ଆଜିର ଫଟୋ (୫ ମେ ୨୦୨୬)

View
ଓଡ଼ିଶା: ଆଜିର ଫଟୋ (୪ ମେ ୨୦୨୬)

View
ଓଡ଼ିଶା: ଆଜିର ଫଟୋ (୩ ମେ ୨୦୨୬)

View
ଓଡ଼ିଶା: ଆଜିର ଫଟୋ ( ୧ ମେ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୯ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୮ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୨୭ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ (୨୬ ଏପ୍ରିଲ, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୨୫ ଏପ୍ରିଲ, ୨୦୨୬ )

View

ରାଜ୍ୟ

ଜାତୀୟ

ଅନ୍ତର୍ଜାତୀୟ

ଖେଳ

ଫୁରସତ

ବାଣିଜ୍ୟ

ଜୀବନଚର୍ଯ୍ୟା

ଅପରାଧ

Video News

ତା ଆଖିରେ ମୁଁ ଲାଇଭ୍ ଯିବି…

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri

ରତ୍ନଭଣ୍ଡାର ମରାମତି କାମ ଶେଷ | Ratna Bhandar | Puri Temple | Aravind Padhee | Dharitri

ସୁନାବେଶର ସିଧା ପ୍ରସାରଣ | Suna Besha 2025 Live From Puri, Odisha | Dharitri Live

ବାହୁଡ଼ାଯାତ୍ରାର ସିଧା ପ୍ରସାରଣ | Bahuda Yatra 2025 Live From Puri, Odisha | Dharitri Live

ରଥଯାତ୍ରାର ସିଧା ପ୍ରସାରଣ | Rath Yatra 2025 Live From Puri, Odisha | Dharitri Live

ମାଟି ଅଭାବରୁ କୁମ୍ଭାର ପେଟ ଅପୋଷା | Pottery | Balasore | Dharitri