୨ ଦିନ ପରେ ନବପଞ୍ଚମ ଯୋଗ: ମିଥୁନ ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ! ବୃହସ୍ପତିଙ୍କ କୃପାରୁ ବର୍ଷିିବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଚଳନ ଓ ସେମାନଙ୍କର ପରସ୍ପର ସ୍ଥିତିକୁ ବେଶ ଗୁରୁତ୍ୱ ଦିଆଯାଏ। ଦୁଇଟି ଗ୍ରହ ନିର୍ଦ୍ଦିଷ୍ଟ ସ୍ଥିତିରେ ଆସିଲେ ବିଭିନ୍ନ ଯୋଗ ସୃଷ୍ଟି ହୋଇଥାଏ, ଯାହାର ପ୍ରଭାବ ରାଶିଚକ୍ର ଉପରେ ପଡ଼ିଥାଏ ବୋଲି ଜ୍ୟୋତିଷୀୟ ମାନ୍ୟତା ରହିଛି। ସେପ୍ଟେମ୍ବର ୧୬ରେ ଗୁରୁ ଓ ଚନ୍ଦ୍ରମାଙ୍କ ସ୍ଥିତିରୁ ଏକ ଶୁଭ ସଂଯୋଗ ସୃଷ୍ଟି ହେବାକୁ ଯାଉଛି। ଏହାକୁ ନବପଞ୍ଚମ ଯୋଗ ବୋଲି କୁହାଯାଏ।
ବୈଦିକ ଜ୍ୟୋତିଷ ଅନୁସାରେ, କୁଣ୍ଡଳୀରେ ଦୁଇଟି ଗ୍ରହ ପରସ୍ପରଠାରୁ ପଞ୍ଚମ ଓ ନବମ ଭାବର ସମ୍ପର୍କରେ ଥିଲେ ନବପଞ୍ଚମ ଯୋଗ ଗଠିତ ହୁଏ। ଜ୍ୟୋତିଷୀୟ ଗଣନାରେ ଦୁଇ ଗ୍ରହଙ୍କ ମଧ୍ୟରେ ୧୨୦ ଡିଗ୍ରୀର କୋଣୀୟ ସମ୍ପର୍କକୁ ମଧ୍ୟ ଏହି ଯୋଗ ସହ ଯୋଡ଼ାଯାଏ। ଏହାକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ।
ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ଏହି ଯୋଗ ଗଠନ ହେଲେ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ। ହଠାତ୍‌ ଧନଲାଭର ସୁଯୋଗ, କ୍ୟାରିୟରରେ ଉନ୍ନତି, ମାନ-ସମ୍ମାନ ଏବଂ ନୂଆ ସୁଯୋଗ ମିଳିବାର ସମ୍ଭାବନା ରହିଥାଏ ବୋଲି ମାନ୍ୟତା ରହିଛି। ଜ୍ୟୋତିଷ ଅନୁସାରେ ପଞ୍ଚମ ଭାବ ବୁଦ୍ଧି, ଜ୍ଞାନ, ସନ୍ତାନ, ପ୍ରେମ ଏବଂ ଧନ ନିବେଶ ସହ ଜଡ଼ିତ। ସେହିପରି ନବମ ଭାବକୁ ଭାଗ୍ୟ, ଧର୍ମ, ଉଚ୍ଚଶିକ୍ଷା, ପିତା ଏବଂ ଜୀବନରେ ମିଳୁଥିବା ଶୁଭ ସୁଯୋଗର ଭାବ ବୋଲି କୁହାଯାଏ। ତେଣୁ ଏହି ଦୁଇ ଭାବ ସହ ଜଡ଼ିତ ଗ୍ରହଙ୍କ ସମ୍ପର୍କକୁ ଲାଭଦାୟକ ବୋଲି ବିଚାର କରାଯାଏ।

ଗୁରୁ-ଚନ୍ଦ୍ରମାଙ୍କ ନବପଞ୍ଚମ ଯୋଗ ମେଷ ରାଶି ପାଇଁ ଭାଗ୍ୟର ସାଥ୍‌ ଆଣିପାରେ। ଅଟକି ରହିଥିବା କାମରେ ଗତି ଆସିବା ସହ ନୂଆ ସୁଯୋଗ ମିଳିପାରେ। କ୍ୟାରିୟରରେ ଆଗକୁ ବଢ଼ିବାର ରାସ୍ତା ଖୋଲିପାରେ।

ଏହି ଯୋଗ ମିଥୁନ ରାଶିର ଜାତକଙ୍କ ବୁଦ୍ଧି ଓ ନିଷ୍ପତ୍ତି ନେବାର କ୍ଷମତାକୁ ମଜବୁତ କରିପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ସହ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବାର ସଙ୍କେତ ରହିଛି।

ନବପଞ୍ଚମ ଯୋଗର ପ୍ରଭାବରେ କ୍ୟାରିୟରରେ ଉନ୍ନତି ଓ ମାନ-ସମ୍ମାନ ମିଳିପାରେ। ହଠାତ୍‌ କୌଣସି ଭଲ ସୁଯୋଗ ହାତକୁ ଆସିପାରେ, ଯାହା ଭବିଷ୍ୟତରେ ବଡ଼ ଲାଭ ଦେଇପାରେ।

ଧନୁ ରାଶିର ଜାତକଙ୍କ ପାଇଁ ଏହି ଯୋଗ ଭାଗ୍ୟକୁ ମଜବୁତ କରିପାରେ। ଉଚ୍ଚଶିକ୍ଷା, କ୍ୟାରିୟର କିମ୍ବା ନୂଆ କାମ ସହ ଜଡ଼ିତ ଭଲ ସୁଯୋଗ ମିଳିପାରେ। ଏଥିସହ ଧନଲାଭର ମଧ୍ୟ ଯୋଗ ରହିଥିବା ଜ୍ୟୋତିଷୀୟ ମାନ୍ୟତା ରହିଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ମହମ୍ମଦ ସିରାଜ ଅଧିନାୟକ ଭାବେ ମନୋନୀତ; ଭାରତ-ଆଫଗାନିସ୍ତାନ ସିରିଜ ପୂର୍ବରୁ ମିଳିଲା ଭଲ ଖବର

ନୂଆଦଲ୍ଲୀ,୧୨।୯: ଭାରତୀୟ ଦଳ ଆସନ୍ତାକାଲି, ଅର୍ଥାତ ସେପ୍ଟେମ୍ବର ୧୩ରୁ ଆଫଗାନିସ୍ତାନ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ ଦଳର ଷ୍ଟାର୍‌…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ମୁଁ ଆତ୍ମହତ୍ୟା କରିଦେବି… ମୋତେ କ୍ଷମା କରିଦିଅ ବାପା: ଭାବପ୍ରବଣ ହୋଇ ଏମିତି କାହିଁକି କହିଲେ ୱୁଶୁ ଖେଳାଳି

ନୂଆଦିଲ୍ଲୀ,୧୨।୯: ଏସୀୟ କ୍ରୀଡ଼ାରେ ଭାରତର ପ୍ରତିନିଧିତ୍ୱ କରିବାର ସ୍ବପ୍ନ ଭାଙ୍ଗିଯିବା ପରେ ଭାରତୀୟ ୱୁଶୁ (Wushu) ଖେଳାଳି ଦିବ୍ୟାଂଶୀ ଚୌଧୁରୀଙ୍କ ଏକ ଅତ୍ୟନ୍ତ ଭାବପ୍ରବଣ ଭିଡିଓ ସାମ୍ନାକୁ…

ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା…

ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ‘ପ୍ଲାଟିନମ ଶୋ’

ଭୁବନେଶ୍ୱର, ୧୨ା୯(ସନ୍ତୋଷ କୁମାର ବେହେରା): ଅନ୍ୟତମ ପ୍ରତିଷ୍ଠିତ ଜୁଏଲେରି ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସ୍ଥାନୀୟ ଶହୀଦନଗର ଷ୍ଟୋରରେ ‘ପ୍ଲାଟିନମ ଶୋ’ର ଶୁଭାରମ୍ଭ ହୋଇଛି…

ପେମେଣ୍ଟ ଲିଙ୍କ୍‌ ସହ ସ୍ଥାନୀୟ ମୁଦ୍ରାରେ କାରବାର କର

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ଏବଂ ସେମାନଙ୍କର ତତ୍କାଳୀନ ପେମେଣ୍ଟ ସିଷ୍ଟମର ସଂଯୋଗୀକରଣ ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?