Posted inVideo

ଜିମ୍ ଓ ଯୋଗ କେନ୍ଦ୍ର ପାଇଁ ଗାଇଡଲାଇନ୍ ଜାରି

Featured Video Play Icon

ଦେଶରେ ଅନଲକ-୩ କାର୍ଯ୍ୟକାରୀ ହୋଇଛି । ଅନଲକ-୩ରେ ଆସନ୍ତା ୫ ତାରିଖରୁ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଗାଇଡଲାଇନ୍ ଜାରି ହୋଇଛି । ଗାଇଡଲାଇନ୍ ଅନୁଯାୟୀ କେବଳ ନନ୍‌-କେଣ୍ଟନମେଣ୍ଟ ଜୋନରେ ଥିବା ଜିମ୍ ଓ ଯୋଗ କେନ୍ଦ୍ରଗୁଡିକ ଅଗଷ୍ଟ ୫ ତାରିଖରୁ ଖୋଲି ପାରିବ । ବୟସ୍କ, ଗର୍ଭବତୀ ଓ ୧୦ବର୍ଷ ବୟସରୁ କମ୍ ବୟସ୍କମାନଙ୍କୁ ଜିମ୍ କିମ୍ବା ଯୋଗକେନ୍ଦ୍ରକୁ ଯିବାକୁ ଅନୁମତି ଦିଆଯିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Amazing health benefits of Karela | ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଲରା

Bitter melon, also known as bitter gourd is a unique vegetable-fruit that has a number of health benefits with...

Featured Video Play Icon

ସଜେଇ ହେଉଛି ପୁରୀ ବେଳାଭୂମି

ପୁରୀର ସ୍ୱର୍ଣ୍ଣୀମ ବେଳାଭୂମି ଏବେ ତାର ବାସ୍ତବ ରୂପନ ନେଇଛି । ବେଳାଭୂମିକୁ ସବୁଜ ଭରା, ସ୍ୱଚ୍ଛ ଓ ସୌନ୍ଦର୍ଯ୍ୟଭରା କରାଯିବା ସହ କିପରି ଅଧିକରୁ...

Featured Video Play Icon

Fun with Public – Episode 17 । ଫନ୍ ୱିଥ୍ ପବ୍ଲିକ୍ – ଏପିସୋଡ୍ ୧୭

In this brand new episode of Fun with Public, Dharitri Live takes you on a fun ride asking denizens...

Featured Video Play Icon

Jabariya Jodi – Public opinion | ଜବରିଆ ଯୋଡ଼ି– ପବ୍ଲିକ ଓପିନିୟନ

Sidharth Malhotra and Parineeti Chopra starrer Jabariya Jodi hit the screens this Friday. The film revolves around forced marriages...

Featured Video Play Icon

ବଢୁଛି ଡ୍ରଗ୍ସ ସେବନ

ଡ୍ରଗ୍ସ, ଯାହାର ନାମ ଶୁଣିବା ମାତ୍ରେ ହିଁ ମନକୁ ଚାଲିଆସେ ଏକ ନିରବ ବିଷ । ଏହା ଥରେ ମଣିଷକୁ କବଳିତ କରିଦେଲେ ଆଉ ତାଠାରୁ...

Featured Video Play Icon

In memory of Nandini Satpathy

ନନ୍ଦିନୀ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। କିଏ କହେ ସେ ଅନନ୍ୟା, କିଏ କହେ ବହ୍ନିକନ୍ୟା। ହେଲେ ସେ ଏ ମାଟିର କନ୍ୟା। ଯାହାଙ୍କର ପଟାନ୍ତର ନାହିଁ।...

Featured Video Play Icon

ଆଦିତ୍ୟ ଠାକରେଙ୍କୁ କଣ କହିଲେ କଙ୍ଗନା

ଆଜିର ଏପିସୋଡରେ ଦେଖିବା ନେପୋଟିଜମକୁ ନେଇ କଣ କହିଲେ ବେବୋ । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟ ଘେରକୁ ଯାଉଛି...

Featured Video Play Icon

ଅନନ୍ୟା ଜନନାୟିକା : ନନ୍ଦିନୀ ସତପଥୀ

ଓଡିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ସତପଥୀ । ଆଜି ତାଙ୍କ ୮୯ ତମ ଜୟନ୍ତୀ ଅଵସରରେ ଧରିତ୍ରୀ ପକ୍ଷରୁ ଵିନମ୍ର ଶ୍ରଦ୍ଧାଞ୍ଜଳି।

Advertisement
Archives

Model This Week