ଅନ୍ଲକ-୩ରେ ଲକ୍ଡାଉନ କଟକଣାକୁ କୋହଳ କରାଯାଇ ଏସ୍ପ୍ଲାନେଡ ଖୋଲାଯାଇଛି। କିନ୍ତୁ ସାନିଟାଇଜ୍, ଆରୋଗ୍ୟ ସେତୁ ଆପ୍କୁ ବାଧ୍ୟତାମୂଳକ କରାଯାଇଛି।

ରାଜଧାନୀରେ ସଚେତନତା ଆଣିବା ପାଇଁ ପ୍ରଦର୍ଶନି ପଡ଼ିଆ କାନ୍ଥଗୁଡ଼ିକରେ ଓ୍ବାଲ ପେଣ୍ଟିଂ କରାଯାଇଛି।
ରାଣୀହାଟ ଅଞ୍ଚଳରେ ପ୍ରବଳ ଗହଳି।

ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ।




