୯ରେ ବାତ୍ୟା !
ସାମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗର ସୂଚନା । ପ୍ରେସମିଟ୍ କରି ସାମ୍ଭାବ୍ୟ ବାତ୍ୟାନେଇ ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ, ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣବଳୟ ସୃଷ୍ଟି ହେବାର...
ଗ୍ୟାସ ସମସ୍ୟାର ସଠିକ୍ ଚିକିତ୍ସା କଣ | Health Tips | Dr Manoj kumar sahu
ଆଜିକାଲି ସମସ୍ତଙ୍କ ଠାରୁ ଗୋଟିଏ କଥା ଶୁଣିବାକୁ ମିଳୁଛି ମୋର ଗ୍ୟାସ ବାହାରିଛି,ଏସିଡିଟି ହେଇଛି କିଛି ଖାଇବାକୁ ଇଚ୍ଛା ହେଉନି । ଏଭଳି ସମସ୍ୟା ଏବେ ଘରେ ଘରେ ଦେଖିବାକୁ ମିଳୁଛି । ତେବେ ଏଥିରୁ କିଭଳି ମୁକ୍ତି ପାଇବେ,...
ହୋଲି ଖେଳିଲେ କଏଦୀଙ୍କ ପିଲା
ମଧୁରମୟୀ ଆଦର୍ଶ ଶିକ୍ଷା ନିକେତନ ପରିସରରେ ହୋଲି ଖେଳିଲେ କଏଦିଙ୍କ ପିଲାମାନେ।
ବଜେଟରେ କ’ଣ ଶସ୍ତା କ’ଣ ମହଙ୍ଗା
୨୦୨୩-୨୪ ଆର୍ଥିକ ବର୍ଷର ସାଧାରଣ ବଜେଟ ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆୟକର ସୀମାରେ ପରିବର୍ତନ ନେଇ ଘୋଷଣା କରାଯାଛି । ଏହା ସହିତ ଅର୍ଥମନ୍ତ୍ରୀଙ୍କ ପେଡି ଅନେକ ଜିନିଷର ଦରଦାମ ଉପରେ ପ୍ରଭାବ ପକାଇବାକୁ...
କେମିତି କଟିବ ୨୦୨୩ ବର୍ଷ
୨୦୨୨କୁ ବିଦାୟ ଦେଇ ୨୦୨୩କୁ ସବୁଠି ସ୍ୱାଗତ କରାଯାଇଛି । ଏହି ବର୍ଷ ଅନେକଙ୍କ ପାଇଁ ଶୁଭଫଳ ନେଇ ଆସିଛି । ତେବେ ଇଂରାଜୀ ନବବର୍ଷ୨୦୨୩ କେମିତି କଟିବ ସେନେଇ ବାସ୍ତୁବିତ ମନୋଜ ଲେଙ୍କା କଣ କହୁଛନ୍ତି ଦେଖନ୍ତୁ ....
ଇଶାନ୍ କିଶାନଙ୍କ ବିସ୍ଫୋରକ ଦ୍ୱିଶତକ
ପୁଣି ଜଣେ ଭାରତୀୟ କ୍ରିକେଟର୍ଙ୍କ ଦିନିକିଆ ମ୍ୟାଚରେ ଦ୍ୱିଶତକ । ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆ ସିରିଜରେ ଭାରତୀୟ ଓପନର ଇଶାନ୍ କିଶାନ୍ ବିସ୍ଫାରକ ଦ୍ୱିଶତକ ହାସଲ କରିଛନ୍ତି । ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ ଓ ରୋହିତ ଶର୍ମାଙ୍କ...
ଶୀତରେ ବୁଲନ୍ତୁ ଦାରିଙ୍ଗବାଡିର କଫି ବଗିଚା, ହିଲଭିୟୁ ପାର୍କ || Daringbadi
ଖସୁଛି ପାରଦ, ବଢୁଛି ଶୀତ । ଶୀତୁଆ ସକାଳ ସାଙ୍ଗକୁ ପର୍ଯ୍ୟଟକଙ୍କୁ ହାତ ଠାରୁ ଡାକୁଛି ପ୍ରକୃତି ରାଣୀ । ବଣ ପାହାଡ ଭରା ପରିବେଶ ସାଙ୍ଗକୁ ଗହଳି ପୂର୍ଣ୍ଣ ଲାଇଫ ଠାରୁ ଟିକେ ଦୂରକୁ ଯାଇ ମନକୁ ହାଲକା...
ସୂର୍ଯ୍ୟପରାଗ ସମୟରେ କାହିଁକି ଖାଇବା ମନା
ସୂର୍ଯ୍ୟପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ଦେବନୀତି ସମ୍ପନ୍ନ ହେବାର ବିଧି ରହିଛି । ସୂର୍ଯ୍ୟପରାଗ ସମୟରେ କେଉଁ କେଉଁ ରାଶିର ବ୍ୟକ୍ତି ଏହାକୁ ଦେଖିବା ଦ୍ୱାରା ସୁଫଳ ମିଳିଥାଏ, ଏବଂ କାହିଁକି ପରାଗ ସମୟରେ ଖାଇବାକୁ ମନା କରାଯାଏ...
ରୋଜଗାର ମେଳା: ଓଡ଼ିଶାରୁ ୨୩୯ଜଣଙ୍କୁ ନିଯୁକ୍ତି
ଦେଶରେ ରୋଜଗାର ମେଳାର ଶୁଭରାମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରେ ଭୁବନେଶ୍ୱର ରେଳ ଅଡିଟୋରିୟମରେ ରୋଜଗାର ମେଳା କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ଆପଣ ଏହି ଚିକେନ ଖାଉଛନ୍ତି କି? | Health Tips | Chicken
ଚିକେନ ଚର୍ମରେ ପ୍ରଚୁର ଚର୍ବି ଥାଏ, ତେଣୁ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ରହିଛି ଯେ ଚିକେନକୁ ଚର୍ମ ସହିତ ଖାଇବା, ନା ଚର୍ମ ବିନା ଖାଇବା ଉଚିତ । ଆଜିର ଭିଡ଼ିଓରେ ଜାଣିବା ଚିକେନ କେତେ ଫ୍ୟାଟ ରହିଛି...
ଖବର କାଗଜ ବିକ୍ରେତାଙ୍କ ପୁଅ ହେବେ ଡାକ୍ତର
ଢେଙ୍କାନାଳ ସହର ପଦ୍ମ ବଜାର ଅଞ୍ଚଳର ଖବର କାଗଜ ବିକ୍ରେତା ସୁଶାନ୍ତ ସାହୁଙ୍କ ପୁଅ ଦିପ୍ତି ରଞ୍ଜନ ସାହୁ ଚଳିତ ବର୍ଷ ନିଟ ୟୁଜି ପ୍ରବେଶିକା ପରୀକ୍ଷାରେ ୬୫୦ ନମ୍ବର ରଖି ମେଡିକାଲ ଶିକ୍ଷା ପାଇଁ ଯୋଗ୍ୟତା ହାସଲ କରିଛନ୍ତି...
ସବୁଠୁ ବଡ଼ ଗଣେଶ
ରାଜଧାନୀ ଭୁବନେଶ୍ୱର ସ୍ଥିତ ବଡଗଡ ଠାରେ ୫୧ଫୁଟର ଶ୍ରୀଗଣେଶ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଏଠାରେ ମଧ୍ୟ ୫୦ କେ.ଜିର ଲଡୁ ପ୍ରସ୍ତୁତ କରାଯାଉଛି ।