ଏଇ ଭାରତରେ

ଚାଷୀମାନେ କେମିତି କମ୍‌ ଖର୍ଚ୍ଚରେ ଅଧିକ ଲାଭ ପାଇପାରିବେ ସେ ବିଷୟରେ ଚିନ୍ତା କରୁଛନ୍ତି ୨୨ ବର୍ଷୀୟ ଯୁବକ ଜିତେନ୍ଦ୍ର ଅତୋଦିୟା। ମଧ୍ୟପ୍ରଦେଶର ରତ୍‌ଲାମ ବାସିନ୍ଦା ଜିତେନ୍ଦ୍ର ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି ଓ ଚାଷୀମାନଙ୍କୁ ୧ କେଜି ଖତକୁ ମାତ୍ର ୬ ଟଙ୍କାରେ ବିକୁଛନ୍ତି। ଅନ୍ୟପକ୍ଷରେ ଏହି ଖତ ବଜାରରେ କେଜି ପିଛା ୨୦୦ଟଙ୍କାରେ ବିକ୍ରି କରାଯାଉଛି। କହିବାକୁ ଗଲେ ବଜାର ମୂଲ୍ୟର ୩୩ଗୁଣ ଶସ୍ତାରେ ସେ ଚାଷୀମାନଙ୍କୁ ଖତ ଯୋଗାଇ ଦେଉଛନ୍ତି। ଏଥିରୁ ସେ ଖୁବ୍‌ କମ୍‌ ଲାଭ କରୁଛନ୍ତି ଓ ସେଥିତ୍ତ୍ରେ ପ୍ଲାଣ୍ଟ ଚଳାଉଛନ୍ତି। । ଜିତେନ୍ଦ୍ର କୃଷି ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଜିଆଖତ ପ୍ରସ୍ତୁତ କରିବା କୌଶଳ ସମ୍ପର୍କରେ ସେ ନାବାର୍ଡରୁ ପ୍ରଶିକ୍ଷଣ ନେଇଛନ୍ତି। ୨୦୨୦ରେ ଜିତେନ୍ଦ୍ର ଜିଆଖତ ପ୍ଲାଣ୍ଟ ଆରମ୍ଭ କରିଥିତ୍ଲେ ଓ ଆରମ୍ଭରୁ ତାଙ୍କୁ ବହୁ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ହେଲେ ସେ ତାହାକୁ ପାର କରି କୃଷକମାନଙ୍କୁ ଶସ୍ତାରେ ଖତ ଯୋଗାଇ ଦେଇଚାଲିଛନ୍ତି। ଗତ ବର୍ଷ ସେ ୫୦୦ କୁଇଣ୍ଟାଲ ଖତ ପ୍ରସ୍ତୁତ କରି ବିକ୍ରି କରିଛନ୍ତି। ଲାଭ ଅପେକ୍ଷା କୃଷକଙ୍କ ସ୍ବାର୍ଥ ତାଙ୍କ ପାଇଁ ଅଧିତ୍କ ଗୁରୁତ୍ୱ ରଖେ ବୋଲି କହନ୍ତି ଜିତେନ୍ଦ୍ର।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ସଶକ୍ତୀକରଣର ପ୍ରତୀକ

ବିଶ୍ୱର ସର୍ବପୁରାତନ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକା ଏ ଯାଏ ମହିଳା ରାଷ୍ଟ୍ରପତି ପାଇପାରି ନାହିଁ। ହେଲେ ବୃହତ୍‌ ସାଧାରଣତନ୍ତ୍ର ଭାବେ ପରିଚିତ ଭାରତ ତା’ର ସ୍ବାଧୀନତାର...

ଏଇ ଭାରତରେ

ଓକିଲାତି ଛାଡ଼ି ଘରଦ୍ୱାର ଜମିବାଡ଼ି ବିକ୍ରି କରି ମାଗଣାରେ ହେଲ୍‌ମେଟ ବାଣ୍ଟୁଛନ୍ତି ରାଘବେନ୍ଦ୍ର କୁମାର। ତାଙ୍କୁ ମଧ୍ୟ ଭାରତର ‘ହେଲ୍‌ମେଟ ମ୍ୟାନ’ ବୋଲି କୁହାଯାଉଛି। ସେ...

ସମ୍ପାଦକୀୟ/ ଦିଲ୍ଲୀରେ କିଏ

ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ୧୪ ଜାନୁୟାରୀରେ ବିଜ୍ଞପ୍ତି ପ୍ରକାଶ ପାଇଛି। ୮ ଫେବୃୟାରୀରେ ସେଠାରେ ନିର୍ବାଚନ ଅନୁଷ୍ଠିତ ହେବ। ସେଥିଲାଗି ପ୍ରଚାର କାର୍ଯ୍ୟ ଆରମ୍ଭ...

ବିଶ୍ୱର ଫାର୍ମାସୀ ଭାରତ

ଡ. ନରେନ୍ଦ୍ର ସେଠୀ ଟିକା ନେବା ରୋଗ ପାଇଁ ଏକ ପ୍ରତିଷେଧକ ବ୍ୟବସ୍ଥା। ଏହା ଆମ ଶରୀର ଭିତରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ କରେ।...

ମାନବବାଦ ଶ୍ରେଷ୍ଠ ଧର୍ମ

ଭାଜପାର ପୂର୍ବତନ ଜାତୀୟ ପ୍ରବକ୍ତା ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଏବେ ଦେଶ ତଥା ଦେଶ ବାହାରେ ଅଶାନ୍ତିର ଝଡ଼ ସୃଷ୍ଟି ହୋଇଛି। ସଂଖ୍ୟାଲଘୁ...

ଏଇ ଭାରତରେ

ପୁରୁଣା ଆମ୍ବାସାଡର କାର୍‌ ଏବେ ଅଲୋଡ଼ା ହୋଇଗଲାଣି। କିନ୍ତୁ ତା’ଇଞ୍ଜିନକୁ ପୁନଃ ଉପଯୋଗ କରି ଏକ ଓ୍ବିଡ୍‌ ରିମୁଭର (ଘାସ ବା ଦଳ ସଫା କରୁଥିବା...

ଏଇ ଭାରତରେ

ସ୍କୁଲ୍‌ ଫି ଦେଇ ନ ପାରି ପଢା ଛାଡି ନିଜ ଗୋଡରେ ଛିଡା ହୋଇ କୋଲକାତାର ବିଶ୍ୱନାଥ ନାରୁ ଅଭାବୀ ପିଲାମାନଙ୍କ ପାଇଁ ସ୍କୁଲ୍‌ ଗଢିଛନ୍ତି।...

ସୁନାମି ଓ ସତର୍କ ସୂଚନା ବ୍ୟବସ୍ଥା

କମଳାକାନ୍ତ ଜେନା ୨୦୦୪ ଡିସେମ୍ବର ୨୬ ତାରିଖ, ରବିବାର। ସମୟ ସକାଳ ୬ଟା ୨୯ ମିନିଟ୍‌। ଇଣ୍ଡୋନେସିଆର ଦକ୍ଷିଣକୁ ଅବସ୍ଥିତ ସୁମାତ୍ରାଦ୍ୱୀପ ଥରିଉଠିଲା। ରିକ୍ଟର ସ୍କେଲ...

Advertisement
Archives

Model This Week