ଏଇ ଭାରତରେ

ଘରର ଅଦରକାରୀ ଜିନିଷ ଫିଙ୍ଗି ନ ଦେଇ ତାହାର ସଦୁପଯୋଗ ଉପାୟ ଆପଣାଇ ପାରନ୍ତି। ଏହି ଉପାୟର ମାର୍ଗଦର୍ଶକ ହେଉଛନ୍ତି ଅଞ୍ଜଳି ପଭନ। ସେ ବର୍ଜ୍ୟର ପୁନଃ ଉପଯୋଗ କରି ଏକ ସୁନ୍ଦର ବଗିଚା କରିଛନ୍ତି। ତାଙ୍କ ମା’ଙ୍କ ବାନ୍ଧବୀଙ୍କ ଘରକୁ ବୁଲିଯିବା ଅବସରରେ ଅଞ୍ଜଳି ସେଠାରେ ଏକ ଜାପାନିଜ୍‌ ଗାର୍ଡେନିଂ ମେଥଡ୍‌ (କୋଡେଡାମା, ଯେଉଁ ବଗିଚାରେ କେବଳ ବର୍ଜ୍ୟ ବ୍ୟବହାର କରାଇଥାଏ) ଦେଖିବାକୁ ପାଇଲେ। ଏହାପରେ ସେ ତାଙ୍କ ମା’ଙ୍କ ବର୍ଜ୍ୟ ଉପଯୋଗ କରି ତାଙ୍କ ଘରେ ବଗିଚା କରିଛନ୍ତି। ଏହି ବଗିଚାରେ ସେମାନେ ପୁରୁଣା କ୍ୟାନ, ଟାୟାର, ଶଢ଼େଇ, ନଡ଼ିଆକତା, ପ୍ଲାଷ୍ଟିକ୍‌ ବୋତଲ, ପୁରୁଣା ସିଲାଇ ମେଶିନ ଏବଂ ଡ୍ରମ୍‌ ବ୍ୟବହାର କରିଛନ୍ତି। ଅଞ୍ଜଳିଙ୍କ ମା’ ପୁରୁଣା କନାରେ ବ୍ୟାଗ ତିଆରି କରିଛନ୍ତି, ଯେଉଁଥିରେ ବିଭିନ୍ନ ଗଛ ଲଗାଯାଇଛି ଓ ତାହାକୁ ଝୁଲାଇ ରଖାଯାଇଛି। ମା’ ଓ ଝିଅ ସେମାନଙ୍କ କାର୍ଯ୍ୟ ଓ ବଗିଚା ତିଆରି କରିବାର ସମ୍ପୂର୍ଣ୍ଣ ଯାତ୍ରା ସମ୍ପର୍କରେ ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ପରେ ଏବେ ୭୬,୬୮୬ ଫଲୋୟର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

ପରମାଣୁ ଶାନ୍ତିଯାତ୍ରା

୧୯୪୫ ଜୁଲାଇ ୧୬ ତାରିଖର ଏକ ବର୍ଷାଭିଜା ସକାଳ, କେତେଜଣ ବୈଜ୍ଞାନିକ ଓ ସୈନିକ ମେକ୍ସିକୋର ଜୋର୍ନଡା ଡେଲ ମରୁଭୂମିରେ ଏକତ୍ରିତ ହୋଇଥାନ୍ତି। ସାଙ୍କେତିକ ଭାଷାରେ ‘ଗାଜେଟ’…

ଜୈବିକ ଖାଦ୍ୟର ପୃଥିବୀ

ଆଜିକାଲି ଲୋକଙ୍କ ଭିତରେ ଖାଦ୍ୟ ସଚେତନତା ବଢ଼ୁଛି। ରଙ୍ଗିନ, ଆଖିକୁ ଖୁସି ଦେଲାପରି ଖାଦ୍ୟ ସବୁ ଗ୍ରହଣ କରିବା ବଦଳରେ ଜୈବିକ ଖାଦ୍ୟ ପ୍ରତି ଲୋକମାନଙ୍କ ଆଗ୍ରହ…

ବିଶ୍ୱରେ ଅରାଜକତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଏବଂ ଇରାନ ମଧ୍ୟରେ ଅବ୍ୟବସ୍ଥିତ କୂଟନୀତି ଜାରି ରହିଛି। ଏଥିରୁ ବିଶ୍ୱ ବ୍ୟାପାରକୁ ବୁଝିବା ଅସମ୍ଭବ ବୋଲି ଅନେକେ ମନେକରୁଛନ୍ତି।…

ନଦୀ ପ୍ରଦୂଷଣ

ନନଦୀ ମନୁଷ୍ୟ ସଭ୍ୟତାର ଜନ୍ମଦାତ୍ରୀ ହୋଇ ସମଗ୍ର ଜୀବଜଗତକୁ ଲାଳନପାଳନ କରିଥିବାରୁ ଭାରତରେ ନଦୀକୁ ମା’ର ଆଖ୍ୟା ଦିଆଯାଇ ଦେବୀ ରୂପରେ ପୂଜା କରାଯାଏ। କିନ୍ତୁ ବିଡ଼ମ୍ବନାର…

ସୃଜନଶୀଳତାର ସତେଜ ଅମ୍ଳଜାନ

ଦର୍ଶନ ଶାସ୍ତ୍ର କୁହେ, ସମୟ ଏକ ପ୍ରବାହ ଏବଂ ପୁସ୍ତକ ହେଉଛି ଏକମାତ୍ର ମାଧ୍ୟମ, ଯାହା ଏହି ପ୍ରବାହକୁ ଗୋଟିଏ ସ୍ଥାନରେ ସ୍ଥିର ରଖିପାରେ। ପୁସ୍ତକ ସର୍ବଦା…

ହିନ୍ଦୁଧର୍ମର ସ୍ବରୂପ

ଆମେ ଆଜି ଯାହାକୁ ହିନ୍ଦୁଧର୍ମ ବୋଲି କହୁଛୁ, ତାହା ଅନେକ ଶତାବ୍ଦୀ ଧରି ଏକକ ଧର୍ମ ହୋଇ ରହି ନ ଥିଲା। ଏହା ଜାତି ବ୍ୟବସ୍ଥାକୁ ନେଇ…

ଗଣତନ୍ତ୍ରରେ ଭୋଟର ତାଲିକା

ଭୋଟର ତାଲିକାର ସ୍ବଚ୍ଛତା ହେଉଛି ଏକ ସୁଦୃଢ଼ ଗଣତନ୍ତ୍ରର ମାନଦଣ୍ଡ। ଭାରତୀୟ ସମ୍ବିଧାନର ଧାରା ୩୨୪(୧) ଅନୁଯାୟୀ, ଦେଶରେ ନିରପେକ୍ଷ ଏବଂ ସ୍ବଚ୍ଛ ନିର୍ବାଚନ ପରିଚାଳଣା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri