Uncategorized

‘ପିର୍‌ଭାକରନ ଜୀବିତ’

ତାଞ୍ଜାଭୁର,୧୪ା୨:ଶ୍ରୀଲଙ୍କା ସରକାର ଏଲ୍‌ଟିଟିଇ ମୁଖ୍ୟ ଭେଲୁପିଲ୍ଲାଇ ପିର୍‌ଭାକରନଙ୍କୁ ମୃତ ଘୋଷଣା କରିବାର ୧୪ ବର୍ଷ ପରେ ସେ ଜୀବିତ ଥିବା ନେଇ ତାମିଲନାଡୁର ପୂର୍ବତନ ରାଜନେତା ତଥା ବିଶ୍ୱ ତାମିଲ ମହାସଂଘର ଅଧ୍ୟକ୍ଷ ପାଝା ନେଦୁମାରାନ ସୋମବାର ଦାବି କରିଛନ୍ତି। ଲିବରେଶନ…

ଟ୍ରକ ଚାଳକଙ୍କୁ ଆକ୍ରମଣ କରି ଲୁଟ୍‌

ବଡ଼ବିଲ/ଯୋଡ଼ା,ତା୧୨.୦୨(ସ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅଧୀନ ଡିଏଭି ସ୍କୁଲ ନିକଟରେ ଜଣେ ଟ୍ରକ୍‌ ଚାଳକଙ୍କୁ ଆକ୍ରମଣ କରି ମୋବାଇଲ ଫୋନ, ଟଙ୍କା ଲୁଟି ଅଭିଯୋଗରେ ପୋଲିସ ରବିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ…

‘ଆସନ୍ତା ବର୍ଷ ସୁଦ୍ଧା ଭାରତର ରାସ୍ତା ଆମେରିକା ଭଳି ହେବ’

ଜୟପୁର,୧୨।୨: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ପ୍ରଥମ ପର୍ଯ୍ୟାୟର ଉଦଘାଟନ ଅବସରରେ ରବିବାର କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏକ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ବର୍ଷ ଶେଷ ସୁଦ୍ଧା ଅର୍ଥାତ୍‌ ୨୦୨୪ ସୁଦ୍ଧା ଦେଶର ସଡକ ଭିତ୍ତିଭୂମି ଆମେରିକା ସହ…

ଲୋକଙ୍କୁ ମିଳୁନି, ରାସ୍ତାରେ ବୋହୁଛି

ଯାଜପୁର ଅଫିସ,୬ା୨:ଯାଜପୁର ଜିଲାରେ ୯୦ ପ୍ରତିଶତ ଲୋକ ପାଇପ୍‌ ଯୋଗେ ପାନୀୟ ଜଳ ପାଇପାରୁନାହାନ୍ତି। ୮ଟି ମେଗା ଜଳଯୋଗାଣ ପ୍ରକଳ୍ପ ଏଯାଏ ଲୋକଙ୍କୁ ପାନୀୟ ଜଳ ଯୋଗାଇପାରିନାହିଁ। ଏଭଳିସ୍ଥଳେ ଶତାଧିକ ପାଇପ୍‌ ଜଳ ପ୍ରକଳ୍ପ ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ପାଇପ୍‌…

ହାଇକୋର୍ଟ ଯିବ ଶ୍ରୀମନ୍ଦିର ପ୍ରଶାସନ

ଖୋର୍ଦ୍ଧା ଅଫିସ,୫।୨: ଖୋର୍ଦ୍ଧାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ଖଣିଜ ସମ୍ପଦର ସୁରକ୍ଷାରେ ଅବହେଳା ନେଇ ଜାତୀୟ ସବୁଜ ପ୍ରାଧିକରଣ(ଏନ୍‌ଜିଟି) ଶ୍ରୀମନ୍ଦିର ପ୍ରଶାସନକୁ ୧୨ କୋଟି ଟଙ୍କା ଭରଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଟଙ୍କା ଖୋର୍ଦ୍ଧା ଜିଲା ପ୍ରଶାସନକୁ ପ୍ରଦାନ…

୨ଜି ଜୈବ ଇଥାନଲ ବିଶୋଧନାଗାର କାମର ଫଟୋ ପୋଷ୍ଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର,୩ା୨(ବ୍ୟୁରୋ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ଼ଠାରେ ବିପିସିଏଲ୍‌ ଦ୍ୱାରା ପ୍ରତିଷ୍ଠା ହେଉଥିବା ୨ଜି ଜୈବ ଇଥାନଲ ବିଶୋଧନାଗାରର ଅଗ୍ରଗତି କାର୍ଯ୍ୟର ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି। ଧର୍ମେନ୍ଦ୍ର ଟୁଇଟ୍‌ରେ ଉଲ୍ଲେଖକରି କହିଛନ୍ତି, ଜୈବ ବିଶୋଧନାଗାରର ନିର୍ମାଣ କାମ ଅଗ୍ରଗତି ହେଉଛି। ଏହି…

ଟୁଇଟରରେ କଙ୍ଗନା-ଉର୍ଫି ମୁହାଁମୁହିଁ

ମୁମ୍ବାଇ: କଙ୍ଗନା ରାଣାଓ୍ବତ ଇତିମଧ୍ୟରେ ଟୁଇଟରକୁ ଫେରିଛନ୍ତି। ସେ ପ୍ରତିଦିନ କିଛି ନା କିଛି ଫଟୋ ପୋଷ୍ଟ କରୁଛନ୍ତି। ଏବେ ତାଙ୍କର ଏକ ଟୁଇଟ୍‌ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଟୁଇଟରରେ ସେ ପଠାନ ଫିଲ୍ମର ସଫଳତା ବିଷୟରେ…

ମଣ୍ଡପରେ କନ୍ୟାଙ୍କ ଡ୍ୟାନ୍ସ ଦେଖି ହସ ରୋକି ପାରିଲେନି ବର, ଭିଡିଓ ଦେଖିଲେ…

ଆମ ଦେଶରେ ବିବାହ, ଭୋଜି ଏବଂ ବ୍ୟାଣ୍ଡ ବାଜା ପରେ ବି ବିବାହ ଜମେ ନାହିଁ ଯେପର୍ଯ୍ୟନ୍ତ ବର ଆଉ ବରଯାତ୍ରୀ ଡ୍ୟାନ୍ସ କରି ନ ଥାନ୍ତି। ବରଯାତ୍ରୀ ଡ୍ୟାନ୍ସ ନ ଥିଲେ ବିବାହ ଯେମିତି ଅସମ୍ପୂର୍ଣ୍ଣ ଲାଗେ। ବର୍ତ୍ତମାନ ଏମିତି…

ସିଟି ଅଫ୍‌ ହିଲ୍ସ

ଗୁଜରାଟ ଏହାର ଐତିହ୍ୟ ସହର ପାଇଁ ସୁପରିଚିତ। ଏହାର କଳା ଓ ଭାସ୍କର୍ଯ୍ୟର ନିଦର୍ଶନ ପ୍ରତିଟି ମନ୍ଦିର କାରୁକାର୍ଯ୍ୟରେ ଝଲସି ଉଠେ। ତେବେ ଏହାର ଏକ ଜିଲା ଜୁନାଗଡ଼, ସିଟି ଅଫ୍‌ ହିଲ୍ସ ନାମରେ ପରିଚିତ। ଏହାର ପର୍ବତମାଳାରେ ଖୋଦେଇ ହୋଇଛି…

ବ୍ରୋଞ୍ଜ ପାଇଁ ଲଢ଼ିବେ ଅଷ୍ଟ୍ରେଲିଆ-ନେଦରଲାଣ୍ଡ୍ସ

ଭୁବନେଶ୍ୱର, ୨୯।୧: ହକି ବିଶ୍ୱକପର ବ୍ରୋଞ୍ଜ ପଦକ ପାଇଁ ରବିବାର ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ମଧ୍ୟରେ ଲଢ଼େଇ ହେବ। କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୪ଟା ୩୦ରେ ଏହି ମ୍ୟାଚ ଆରମ୍ଭ ହେବ। ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ୩-୪ ଗୋଲରେ ଜର୍ମାନୀ ନିକଟରୁ…

ପୁରୁଣା କନ୍‌ଭେୟର ବେଲ୍ଟଲାଇନ ଆବଦ୍ଧରୁ ପ୍ଲାଷ୍ଟର ଖସୁଛି

ପାରାଦୀପ,୨୯।୧(ସ୍ବ.ପ୍ର.): ପାରାଦୀପର ସବୁଠାରୁ ପୁରୁଣା, ଶକ୍ତ କନ୍‌ଭେୟର ବେଲ୍ଟଲାଇନକୁ ଆବଦ୍ଧ କରିଥିବା କଂକ୍ରିଟ୍‌ରୁ ସିମେଣ୍ଟ ପ୍ଲାଷ୍ଟର କିଛିଦିନ ହେଲା ଖସିବାରେ ଲାଗିଛି, ଯାହାକୁ ନେଇ ଉକ୍ତ ବେଲ୍ଟଲାଇନ ତଳେ ଥିବା ବସ୍ତିର ଲୋକମାନେ ଅଭିଯୋଗ କରିଥିଲେ। ଏପରି ଅଭିଯୋଗ ଉଠିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?