Posted inUncategorized

୨୪ ଘଣ୍ଟା ଭିତରେ କ୍ଷମା ମାଗ: ରୋହିଣୀ

ବେଙ୍ଗାଲୁରୁ, ୨୪।୨:ଫେସ୍‌ବୁକ୍‌ରେ ଫଟୋ ପୋଷ୍ଟକୁ ନେଇ କର୍ନାଟକ ଆଇପିଏସ୍‌ ରୂପା ଏବଂ ଆଇଏଏସ୍‌ ଅଫିସର ରୋହିଣୀଙ୍କ ମଧ୍ୟରେ ଲାଗିଥିବା କଳି ଥମିବାର ନାଁ ନେଉନାହିଁ। ଆପତ୍ତିଜନକ ଫଟୋ ପୋଷ୍ଟ କରିବା ମାମଲାରେ ରୂପା କ୍ଷମା ମାଗନ୍ତୁ ବୋଲି ଗୁରୁବାର ରୋହିଣୀ ତାଙ୍କ ନିକଟକୁ ଏକ ନୋଟିସ ଜାରି କରି କହିଛନ୍ତି। ଯଦି ରୂପା ୨୪ ଘଣ୍ଟା ମଧ୍ୟରେ ଲିଖିତ ଭାବେ କ୍ଷମା ନ ମାଗନ୍ତି ତେବେ ତାଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। କ୍ଷତିପୂରଣ ବାବଦକୁ ରୋହିଣୀ ୧ କୋଟି ଟଙ୍କା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Odisha Floods: ବନ୍ୟା କ୍ଷୟକ୍ଷତିର ରିପୋର୍ଟ ୩ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧।୮: ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri