Uncategorized

ରାମନବମୀ ମହୋତ୍ସବ ଶୋଭାଯାତ୍ରାରେ ବାଜିବ ନି ଡିଜେ

ଭଦ୍ରକ ଅଫିସ,୧୦।୩: ଭଦ୍ରକ ରାମନବମୀ ମହୋତ୍ସବ ଉପଲକ୍ଷେ ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୩୩ ବର୍ଷରେ ପଦାର୍ପଣ କରିଥିବା ଏହି ମହୋତ୍ସବ ଉପଲକ୍ଷେ ଆସନ୍ତା ୧୨ ତାରିଖରେ…

କେୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ କିଡ୍‌ନୀ ଦିବସ

ଭୁବନେଶ୍ୱର,୧୦।୩:ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କେୟାର ହସ୍ପିଟାଲ ଭୁବନେଶ୍ୱର ୟୁନିଟ୍‌ ପରିସରରେ ବିଶ୍ୱ କିଡ୍‌ନୀ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ପକ୍ଷରୁ ଏକ ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ଟେଲିଭିଜନର ବିଜ୍‌ନେସ୍‌ ହେଡ୍‌…

ନ ଆଣୁ ବିପଦ…

ଏବେ ବଜାରରେ ଯେଉଁ ପ୍ରକାର ରଙ୍ଗ ବିକ୍ରି ହେଉଛି, ତାହା କୋମଳମତି ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ଯଥେଷ୍ଟ କି ନୁହେଁ ଏହା ସବୁଠାରୁ ବଡ଼ ପ୍ରଶ୍ନ । କାରଣ ରଙ୍ଗ ବେପାରୀମାନେ ବୁଝି ନଥା’ନ୍ତି ଯେ ଏହା ପିଲାଙ୍କ ପାଇଁ ସ୍ବାସ୍ଥ୍ୟଗତ…

ଘରୋଇ ନର୍ସିଂ ହୋମ୍‌ ସିଲ୍‌

ଢେଙ୍କାନାଳ ଅଫିସ, ୫।୩: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) କାର୍ଡରେ କରାଯାଉଥିଲା ଅର୍ଥ ହଡ଼ପ। ଡାକ୍ତରଙ୍କ ନାମରେ ଜାଲ୍‌ ଦସ୍ତଖତ କରି ଲୁଟୁଥିଲେ ଟଙ୍କା। ଏପରି କି ମୃତରୋଗୀଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ମାନବିକତାକୁ ଜଳାଞ୍ଜଳି ଦେଇ ଅଧିକ…

୨୨ ବର୍ଷ ଧରି ପୋଲ ପାଇଁ ହନ୍ତସନ୍ତ ଟେଲାପାଲିବାସୀ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୪ା୩: କନ୍ଧମାଳ ଜିଲା ଫିରଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଟେଲାପାଲି ଗ୍ରାମବାସୀ ଆଜକୁ ଦୀର୍ଘ ୨୨ ବର୍ଷ ହେବ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି। ଆଜି ପର୍ଯ୍ୟନ୍ତ ସେମାନଙ୍କ ଦୁଃଖ ପ୍ରଶାସନ କି ରାଜନେତା ଶୁଣୁନାହାନ୍ତି…

ସୌରାଷ୍ଟ୍ରର ରଣଜୀ ସଫଳତା

ସୌରାଷ୍ଟ୍ର ଦ୍ୱିତୀୟ ଥର ପାଇଁ ରଣଜୀ ଟ୍ରଫି ଚାମ୍ପିୟନ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ଦଳ ୨ ଥର ଯାକ ଫାଇନାଲରେ ବେଙ୍ଗଲକୁ ପରାସ୍ତ କରିଛି। ୨୦୨୦ରେ ଏହି ଦଳ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଚାମ୍ପିୟନ ହୋଇଥିବାବେଳେ ଏଥର…

ସଂରକ୍ଷଣ ପାଇଁ ସହଯୋଗିତା

ଜୈବ ବିବିଧତାରେ ବନ୍ୟପ୍ରାଣୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। କିନ୍ତୁ ମଣିଷର କାର୍ଯ୍ୟକଳାପ ଯୋଗୁ ଏବେ ବନ୍ୟପ୍ରାଣୀ ସଙ୍କଟରେ। ଏମାନଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଆମ ସମସ୍ତଙ୍କ ହାତରେ ରହିଛି। ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ମାର୍ଚ୍ଚ ୩ରେ ପାଳନ ହେଉଛି…

ଦୁର୍ଭାଗ୍ୟ ଆଣୁଛି ବିରଳବ୍ୟାଧି

ଶରୀରରେ ରୋଗ ପଶିଲେ ଲୋଡ଼ାହୁଏ ଚିକିତ୍ସା। ସାଧାରଣ ବ୍ୟାଧି କ୍ଷେତ୍ରରେ କିଛିଦିନ ଔଷଧ ସେବନ ପରେ ମିଳିଥାଏ ଉପଶମ। ରୋଗୀ ପୁନର୍ବାର ସ୍ବାଭାବିକ ଜୀବନ ଜିଏ। ହେଲେ ଏମିତି ଅନେକ ବିରଳ ରୋଗ ଅଛି, ଯେଉଁଥିରେ ଥରେ ଆକ୍ରାନ୍ତ ହେଲେ ସମ୍ପୂର୍ଣ୍ଣ…

ବିଲୁଆଙ୍କ ସଂଖ୍ୟା ହ୍ରାସ ପାଉଛି

ମହାକାଳପଡ଼ା,୨୭ା୨(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଜମ୍ବୁ ଦ୍ୱୀପର ସବୁଜ ବନାନୀ ଓ ବିସ୍ତୀର୍ଣ୍ଣ ହେନ୍ତାଳ ବଣ ଓ କିଆ ବୁଦା ମୂଳେ ସଞ୍ଜ ନଇଁଲେ ଶୁଭୁଥିଲା ବିଲୁଆଙ୍କର ହୁକେ ହୋ ରଡ଼ି। ୧୯୬୦-୭୦ଦଶକରେ ଏହି ଜଙ୍ଗଲଗୁଡ଼ିକରେ ହରିଣ, ବାର୍‌ହା, ହେଟାବାଘ, ବିଲୁଆ ଆଦି…

ଆକର୍ଷିତ କରୁଛି ଆଦିବାସୀ ମେଳା

ଭୁବନେଶ୍ୱର,୨୬।୨(ବ୍ୟୁରୋ) – ରାଜଧାନୀରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ଆଦିବାସୀ ମେଳା। ପ୍ରତିଦିନ ଲୋକଙ୍କ ଭିଡ଼ ଅଧିକ ରହୁଛି। ଦିନ ଯେତେ ଗଡ଼ୁଛି ଭିଡ଼ ସେତେ ବଢ଼ୁଛି। ଜଙ୍ଗଲଜାତ ସାମଗ୍ରୀ ସହ ଆଦିବାସୀଙ୍କ ଘର ଓ ପରମ୍ପରା ଲୋକଙ୍କୁ ଏହି ମେଳାକୁ ଟାଣି…

୨୪ ଘଣ୍ଟା ଭିତରେ କ୍ଷମା ମାଗ: ରୋହିଣୀ

ବେଙ୍ଗାଲୁରୁ, ୨୪।୨:ଫେସ୍‌ବୁକ୍‌ରେ ଫଟୋ ପୋଷ୍ଟକୁ ନେଇ କର୍ନାଟକ ଆଇପିଏସ୍‌ ରୂପା ଏବଂ ଆଇଏଏସ୍‌ ଅଫିସର ରୋହିଣୀଙ୍କ ମଧ୍ୟରେ ଲାଗିଥିବା କଳି ଥମିବାର ନାଁ ନେଉନାହିଁ। ଆପତ୍ତିଜନକ ଫଟୋ ପୋଷ୍ଟ କରିବା ମାମଲାରେ ରୂପା କ୍ଷମା ମାଗନ୍ତୁ ବୋଲି ଗୁରୁବାର ରୋହିଣୀ ତାଙ୍କ…

‘ଶିନ୍ଦେଙ୍କ ପୁଅକୁ ବଦ୍‌ନାମ କରୁଛନ୍ତି ସଞ୍ଚୟ ରାଉତ’

ପୁଣେ,୨୩।୨: ଶିବସେନା ନେତା ସଞ୍ଜୟ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅକୁ ବଦ୍‌ନାମ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ମହାରାଷ୍ଟ୍ର ସରକାରୀ ମନ୍ତ୍ରୀ ଶମ୍ଭୁରାଜ ଦେଶାଇ। ନିକଟରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସଞ୍ଜୟ କହିଥିଲେ। ଏକନାଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?