Uncategorized

ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୪୧୦ ରନ…

ଢାକା,୧୦।୧୨ : ବାଂଲାଦେଶ ବିପକ୍ଷରେ ତୃତୀୟ ଏକଦିବସୀୟ ଭାରତୀୟ କ୍ରିକେଟର ଇଶାନ କିଶନ ଇତିହାସ ସୃଷ୍ଟି କରିଛନ୍ତି। ଏହା ସହିତ ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୪୧୦ ରନ ରହିଛି। ଭାରତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୪୦୯ ରନ…

କ୍ୟାଚ୍‌ ଧରୁ ଧରୁ ଦାନ୍ତ ଭାଙ୍ଗିଲା

କଲମ୍ବୋ,୯।୧୨: ଲଙ୍କା ପ୍ରିମିୟର ଲିଗରେ ଅନ୍ତର୍ଜାତୀୟ ଖେଳାଳି କରୁଣାରତ୍ନେ ଆଘାତର ଶିକାର ହୋଇଛନ୍ତି। ଲିଗର ଚତୁର୍ଥ ରାଉଣ୍ଡରେ କ୍ୟାଣ୍ଡି ଫାଲକନ୍ସ ପକ୍ଷରୁ ଖେଳୁଥିବା ଚାମିକା କରୁଣାରତ୍ନେ ଏକ କ୍ୟାଚ୍‌ ଧରୁଥିବାବେଳେ ତାଙ୍କ ଦାନ୍ତ ଭାଙ୍ଗିଯାଇଛି। ସେ ଗାଲ ଗ୍ଲାଡିଏଟର୍ସଙ୍କ ବିପକ୍ଷରେ ଖେଳୁଥିବାବେଳେ…

୮୦ ବର୍ଷ ପର୍ଯ୍ୟନ୍ତ ବିଶ୍ୱ ରେକର୍ଡ ସ୍ଥିର

ନୂଆଦିଲ୍ଲୀ: ପ୍ରତିବର୍ଷ ଅନେକ ବିଶ୍ୱ ରେକର୍ଡ ସୃଷ୍ଟି ହେଉଥିବାବେଳେ ଅନେକଙ୍କ ରେକର୍ଡ ଭାଙ୍ଗିଛି। ତେବେ ୮୦ ବର୍ଷ ହେବ ଜଣଙ୍କ ରେକର୍ଡ ସ୍ଥିର ରହିଥିବା ଗିନିଜ୍‌ ୱାଲର୍‌ଡ ରେକର୍ଡ ତା ଟୁଇଟର ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରିଛି। ସେଥିରେ ସେ…

Election Result

ଉପ ନିର୍ବାଚନ ପଦ୍ମପୁର କଂଗ୍ରେସସ ଭାଜପା ବିଜେଡି 0 0 0 ଗୁଜୁରାଟ ନିର୍ବାଚନ ଫଳାଫଳ କଂଗ୍ରେସସ ଭାଜପା ଏଏପି ଅନ୍ୟାନ୍ୟ 0 0 0 0 ହିମାଞ୍ଚଳ ନିର୍ବାଚନ ଫଳାଫଳ କଂଗ୍ରେସସ ଭାଜପା ଏଏପି ଅନ୍ୟାନ୍ୟ 0 0 0…

ପୁରୁଣାରୁ ବାହାରିପାରୁନି ପ୍ରଶାସନ

ଅନୁଗୋଳ ଅଫିସ, ୬ା୧୨: ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହିଛି ଅନୁଗୋଳ ଜିଲା ପ୍ରଶାସନ। ବିଭିନ୍ନ ନିଷ୍ପତ୍ତି, ନିର୍ଦ୍ଦେଶ, ଟୁଇଟ୍‌ ଆଦିକୁ ସେଥିରେ ଘଣ୍ଟାକୁ ଘଣ୍ଟା ପୋଷ୍ଟ କରାଯାଉଛି। ଲୋକେ ଦେଉଥିବା ଲାଇକ୍‌ ଓ ମତାମତ ଉପରେ ମଧ୍ୟ ନଜର ରଖାଯାଉଛି। ହେଲେ…

ଶ୍ୟାମଳୀ ନାୟିକା

ଅଭିନେତ୍ରୀ ଝରଣା ଦାସ ପ୍ରାୟ ୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଶ୍ୟାମଳୀ ଥିବାରୁ ଚଳଚ୍ଚିତ୍ରରେ ସେ ଅଭିନୟ କରିବେ ବୋଲି କେବେ ବି ଭାବି ନ ଥିଲେ। ୧୯୬୨ରେ ସେ ‘ମଲାଜହ୍ନ’ରେ ନାୟିକା ଭାବରେ ଅଭିନୟ କରିଥିଲେ। ତେବେ ଏହା ବହୁ…

କଟକ ‘ଏ’ ଜିତିଲା କଳାହାଣ୍ଡି କପ୍‌

ଭୁବନେଶ୍ୱର, ୧।୧୧୨(କ୍ରୀଡ଼ା ପ୍ରତିନିଧି) : କଟକ ‘ଏ’ ଚଳିତ ବର୍ଷର କଳାହାଣ୍ଡି କପ୍‌ ବିଜେତା ହୋଇଛି। ବିଡ଼ାନାସୀ ଗ୍ରାଉଣ୍ଡରେ ଅନୁଷ୍ଠିତ ଫାଇନାଲରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ କଟକ ‘ଏ’ ବିଜେତା ଘୋଷିତ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା କଟକ ‘ଏ’…

ଅବସରପ୍ରାପ୍ତ କ୍ୟାସିୟରଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ

ସୁନ୍ଦରଗଡ଼,୧ା୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ବୁଧବାର ଏକ ଲାଞ୍ଚ ମାମଲାର ଶୁଣାଣି କରି ଅଭିଯୁକ୍ତ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପୂର୍ବତନ ତଥା ଅବସରପ୍ରାପ୍ତ କ୍ୟାସିୟର ତ୍ରିଲୋଚନ ନାଥଙ୍କୁ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଜେଲଦଣ୍ଡ ସହ ୫ହଜାର…

ଅବାଧ ବାଲି ଚାଲାଣ: ନଦୀବନ୍ଧ ଦୁର୍ବଳ

ଆଳି,୨୯ା୧୧(ଡି.ଏନ୍‌.ଏ.): ରାଜ୍ୟ ସରକାର ନଦୀ ଗ୍ରାସରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ନିମନ୍ତେ ତଟବନ୍ଧ ବିଭାଗ ପକ୍ଷରୁ ଅର୍ଥ ଖର୍ଚ୍ଚକରି ନଦୀବନ୍ଧ ସୁଦୃଢ଼ କରାଯାଉଛି। ବାଲି ବ୍ୟବସାୟୀମାନେ ବନ୍ଧ କାଟି ନଦୀରୁ ଅହରହ ବାଲି ବୋଝେଇ ଗାଡ଼ି ନେଉଛନ୍ତି। ଫଳରେ ନଦୀବନ୍ଧ…

ମୃତଦେହ ରଖି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ, ୨୯।୧୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବାଲିଆଠାରେ ବାଣ ବିସ୍ଫୋରଣ ବିଭିଷିକାରେ ରବିବାର ବିଳମ୍ବିତ ରାତିରେ ଦ୍ୱିତୀୟ ମୁଣ୍ଡ ଗଡିଛି । ସହରର ୧୨ ନଂ. ୱାର୍ଡ ଜୟିପୁରା ଗ୍ରାମର ଜୁମା ଖାନଙ୍କ ପୁଅ ପିଣ୍ଟୁ ଖାନଙ୍କ ମୃତ୍ୟୁ…

‘୧୧ ମାସରେ କେତେ ଜମି ଅଧିଗ୍ରହଣ ହୋଇଛି ସ୍ପଷ୍ଟ କର’

ପଦ୍ମପୁର,୨୯।୧୧(ଡି.ଏନ.ଏ.): ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ପଦ୍ମପୁରର ଏକ ନିର୍ବାଚନୀ ସଭାରେ ବରଗଡ-ନୂଆପଡା ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର କାଲି ଜମି ଦେଲେ ପଅରଦିନ ରେଳ ପ୍ରକଳ୍ପ ନିମାଣ କାମ ଆରମ୍ଭ ହେବ ବୋଲି କହିଥିଲେ। ଏହାର ଜବାବରେ ବିଜେଡି…

୧୦ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ୱର, ୨୯।୧୧(ବ୍ୟୁରୋ): ରାଜ୍ୟରେ ଧୀରେ ଧୀରେ କମୁଛି ପାରଦ। ଫଳରେ ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ହେଉଛି। ରବିବାର ରାତିରେ ୯ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ରହିଥିଲା। କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?