ଶାଢ଼ି ଦେଖି ବୋଉ ବହୁତ କାନ୍ଦିଥିଲା: ସାହିତ୍ୟିକ କାମଦେବ ମହାରଣା
ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ଅଧୀନ ବଡଗୋଲା ଗାଁରେ ମୋର ଜନ୍ମ। ଏକ ପାର୍ଶ୍ୱରେ ଆସମୁଦ୍ର ବିସ୍ତୃତ ଗୋବରୀ ପାଟ, ପାଟ ଭିତରେ ଅବଶିଷ୍ଟ ଚାଖଣ୍ଡେ ଲମ୍ବର ଦରମରି ସୁନାମୁହିଁ ନଈ ଓ ଅନ୍ୟ ପାଶର୍ବରେ ବିସ୍ତୀର୍ଣ୍ଣ ଶସ୍ୟକ୍ଷେତ୍ର। ସେଇଠି କଟିଛି…
ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ଆଉ ୨ ଗିରଫ
ଫୁଲବାଣୀ, ୬ା୧(ରାକେଶ କୁମାର ରାଉତ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ପୋଲିସ ଶନିବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଥାନାରୁ ଲୁଟ ହୋଇଥିବା ବାଇକ ଜବତ କରାଯାଇଛି। ଏହି ଘଟଣାରେ ଗିରଫ…
ଦେଶ ଛାଡ଼ି ଫେରାର ହେବାକୁ ଯୋଜନା କରୁଛନ୍ତି ଟିଏମ୍ସି ନେତା ସାହଜନ୍ ଶେଖ୍, ଲୁକ୍ଆଉଟ୍ ନୋଟିସ ଜାରି କଲା ED
କୋଲକାତା,୬।୧: ପଶ୍ଚିମବଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଫିସରଙ୍କ ଉପରେ ଆକ୍ରମଣ ପରେ ଟିଏମ୍ସି ନେତା ସାହଜନ ଶେଖ୍ ଦେଶ ଛାଡ଼ି ଫେରାର ହେବା ଯୋଜନାରେ ରହିଛନ୍ତି। ଗିରଫଦାରୀରୁ ରକ୍ଷା ପାଇବା ଲାଗି ସେ କୌଣସି ବି ସମୟରେ ଫେରାର ହେବା ଅଧିକାରୀମାନେ ଆଶଙ୍କା…
୪ ଦିନରେ ମ୍ୟାଚ ଶେଷ: ଅଧିନାୟକ ପ୍ୟାଟ କୁମିନଙ୍କ ପୁଣି ରେକର୍ଡ
ମେଲବୋର୍ନ,୩୦ା୧୨: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚର ଖେଳ ୪ ଦିନ ମଧ୍ୟରେ ଶେଷ ହୋଇଛି। ଏଥିରେ ଅଷ୍ଟ୍ରେଲିଆ ୭୯ ରନରେ ବିଜୟ ଲାଭ କରିଛି। ଅଧିନାୟକ ପ୍ୟାଟ କୁମିନ୍ସ ମ୍ୟାଚରେ…
ଇଣ୍ଡିଆ ବ୍ଲକରେ କିପରି ଫାଇନାଲ ହେବ କଂଗ୍ରେସର ସିଟ୍? ବୈଠକରେ ପ୍ରସ୍ତୁତ ହେଲା ସିଟ୍ ଶେୟାରିଂ ଫର୍ମୁଲା
ନୂଆଦିଲ୍ଲୀ ,୨୩।୧୨: ଇଣ୍ଡିଆ ବ୍ଲକରେ ସାମିଲ ଦଳ ମାନଙ୍କ ସହିତ ଆଗାମୀ ଲୋକସଭା ନିର୍ବାଚନରେ ଆସନ ବୁଝାମଣା ପାଇଁ ପାଞ୍ଚ ଜଣ ସଦସ୍ୟଙ୍କୁ ନେଇ ରାଷ୍ଟ୍ରୀୟ ଗଠବନ୍ଧନ କମିଟି ଗଠନ କରିଛି କଂଗ୍ରେସ। ଏହି କମିଟି ସିଟ୍ ବୁଝାମଣା କରିବା ପାଇଁ…
Video: ରେଳ ପ୍ଲାଟଫର୍ମ ନିକଟରେ ରିଲ୍ସ କରୁଥିଲେ ଯୁବତୀ, ଟ୍ରେନ୍ରେ ଯାଉଥିବା ଜଣେ ଯୁବକ ଏଭଳି କରିବାରୁ ସେ ରାଗରେ…
ଆଜିକାଲିର ଯୁବପୀଢ଼ି ଭାଇରାଲ ହେବା ଲାଗି କିଛି ବି କରିବାକୁ ପ୍ରସ୍ତୁତ। ସେଥିରୁ ଗୋଟିଏ ହେଲା ରିଲ୍ସ। ଅତି ବିପଦପୂର୍ଣ୍ଣ ସ୍ଥାନରେ ରିଲ୍ସ କରି ଅନେକେ ଚର୍ଚ୍ଚାରେ ମଧ୍ୟ ରହୁଛନ୍ତି। ଏବେ ମେଟ୍ରୋ ଏବଂ ରେଳ ଷ୍ଟେଶନରେ ରିଲ୍ସ କରିବାର ଟ୍ରେଣ୍ଡ…
ଗଣେଶଚନ୍ଦ୍ରଙ୍କ ଶିଖର ଛୁଇଁବାର ନିଶା: ୨୧ ପର୍ବତାରୋହଣ କରିପାରି…
ପର୍ବତ ଶିଖରକୁ ଚଢ଼ିବାର ଦୁର୍ବାର ନିଶା ସବୁବେଳେ ଜଣେ ପର୍ବତାରୋହୀ ମନରେ ରହିଥାଏ। ଆଗକୁ ଅଗ୍ରସର ହେବାର ଉତ୍ସୁକତାରେ ବହୁ ବାଧାବିଘ୍ନକୁ ଆଡ଼େଇ ପର୍ବତାରୋହୀ ଆଗେଇ ଚାଲନ୍ତି ନିଜ ଗନ୍ତବ୍ୟ ପଥରେ। ଯେଉଁ ଦୁଃସାହସିକ ଅଭିଯାନର ପାଦେପାଦେ ରହିଥାଏ ବିପଦ। କିନ୍ତୁ…
ମଧ୍ୟାହ୍ନ ଭୋଜନରେ କ’ଣ ଖାଇଲେ ରାଷ୍ଟ୍ରପତି
ବାରିପଦା,୨୦ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍କିଟ ହାଉସ୍ରେ ମଧ୍ୟାହ୍ନଭୋଜନ କରିଥିଲେ। ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତି ଦେଶୀ ନାଲି ଚାଉଳର ଭାତ, ହରଡ ଡାଲି, ଜହ୍ନି ତରକାରୀ, ପରିବା ସିଝା,…
ପୂଜା ଅଣ୍ଡା ଉପରେ ଗୋରୁ ଚାଲିିଲେ
ପାଟଣା(ବୀର କିଶୋର ଦାଶ)/ ଚମ୍ପୁଆ(ମହେଶ୍ୱର ଦାସ)/କେନ୍ଦୁଝର: (ନରେଶ ଚନ୍ଦ୍ର ପଟ୍ଟନାୟକ), ୧୪।୧୧: ଯେତେବେଳେ ସମସ୍ତେ ଆଲୋକର ପର୍ବ ଦୀପାବଳିକୁ ବାଣ ଫୁଟାଇ, ଦୀପ ଜଳାଇ ଓ ମିଠାଇ ଖୁଆଇ ଧୁମ୍ଧାମରେ ପାଳନ କରନ୍ତି ସେତେବେଳେ ମହାନ୍ତ ବା କୁଡୁମୀ ସମ୍ପ୍ରଦାୟର ଲୋକମାନେ…
ବୈତରଣୀ ନଦୀଶଯ୍ୟାରୁ ବାଲି, ପଥର ଉଠାଣ
ଝୁମ୍ପୁରା,୧୪।୧୧(ଶଶିଭୂଷଣ ସାହୁ): କେନ୍ଦୁଝର ଝୁମ୍ପୁରା ତହସିଲ ଅନ୍ତର୍ଗତ ମଲଦା ରାଜସ୍ବ ସର୍କଲରେ ଉନ୍ନୟନମୂଳକ କାମ ଆଳ ଦେଖାଇ ପ୍ରକୃତି ପ୍ରଦତ୍ତ ନଦୀ, ଝରଣା, ଜଙ୍ଗଲ ଆଦି ଲଘୁ ଖଣିଜ ନଷ୍ଟ କରାଯାଉଛି। ରାଜସ୍ବ ବିଭାଗର ନୀରବତା କାରଣରୁ ରାଜସ୍ବ କ୍ଷତି ହେଉଛି।…
ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଜାତିସଂଘର ୬ଟି ପ୍ରସ୍ତାବ, ଭାରତ ଦେଲା ୫କୁ ସମର୍ଥନ
ନ୍ୟୁୟର୍କ,୧୨।୧୧: ଇସ୍ରାଏଲର ସାମରିକ କାର୍ଯ୍ୟକଳାପ ଏବଂ ଅଧିକୃତ ପାଲେଷ୍ଟାଇନ ଅଞ୍ଚଳରେ ହିଂସାତ୍ମକ କାର୍ଯ୍ୟକଳାପକୁ ନିନ୍ଦା କରୁଥିବା ଏହି ସଂକଳ୍ପକୁ ଭାରତ ସମର୍ଥନ କରିଛି। ଏହି ରିଜୋଲ୍ୟୁସନ ବିରୋଧରେ ଭୋଟ ଦେଇଥିବା ଦେଶଙ୍କ ମଧ୍ୟରେ କାନାଡା, ହଙ୍ଗେରୀ, ଇସ୍ରାଏଲ, ମାର୍ଶଲ ଦ୍ୱୀପପୁଞ୍ଜ, ମାଇକ୍ରୋନେସିଆର…
କାଠ ଜାଳିଲେ ରାତି କଟେ
ନୟାଗଡ଼,୯।୧୧(ଲୋକନାଥ ମିଶ୍ର) ଦେଶ ସ୍ବାଧୀନତାର ୭୫ ବର୍ଷ ପରେ ବି ନୟାଗଡ଼ ଜିଲା ଗଣିଆ ବ୍ଲକ ବଡ଼ସିଲିଙ୍ଗା ପଞ୍ଚାୟତର ସଲପଗଣ୍ଡା ଓ ମୂଷିଗୁଡ଼ା ଗାଁରେ ବିଦ୍ୟୁତ୍ ବ୍ୟବସ୍ଥା ନାହିଁ । ଗାଁକୁ ରାସ୍ତା ନାହିଁ । ରାତିରେ କାଠ ଜଳାଯାଏ। ସେହି…

