Posted inUncategorized

‘ଆସନ୍ତା ବର୍ଷ ସୁଦ୍ଧା ଭାରତର ରାସ୍ତା ଆମେରିକା ଭଳି ହେବ’

ଜୟପୁର,୧୨।୨: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ପ୍ରଥମ ପର୍ଯ୍ୟାୟର ଉଦଘାଟନ ଅବସରରେ ରବିବାର କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏକ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତା ବର୍ଷ ଶେଷ ସୁଦ୍ଧା ଅର୍ଥାତ୍‌ ୨୦୨୪ ସୁଦ୍ଧା ଦେଶର ସଡକ ଭିତ୍ତିଭୂମି ଆମେରିକା ସହ ସମାନ ହେବାପାଇଁ ଉଦ୍ୟମ ଚାଲିଛି। ଆମେ ଭାରତର ରାଜପଥକୁ ଆମେରିକା ସହ ସମାନ କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରିବୁ।
ଗଡକରୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ ଆତ୍ମନିର୍ଭରଶୀଳ ଭାରତ ଏବଂ ଅନ୍ତର୍ଜାତୀୟ ମାନଦଣ୍ଡର ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ସେ ପୂର୍ବରୁ ଯେଉଁ ଲକ୍ଷ୍ୟ ରଖିଥିଲେ, ତାହା ପୂରଣ ପାଇଁ ଆମେ ଚେଷ୍ଟା କରୁଛୁ। ପ୍ରଧାନମନ୍ତ୍ରୀଙ୍କଙ୍କ ମାର୍ଗଦର୍ଶନରେ ଆମେ ଭାରତର ସଡକ ଭିତ୍ତିଭୂମି ନିର୍ମାଣ କରିବୁ। ୨୦୨୪ର ଶେଷ ସୁଦ୍ଧା ଆମେରିକା ସହିତ ସମାନ କରିବାକୁ ଆମର ଚେଷ୍ଟା କରିବ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଏହି ୪ ଔଷଧ ବିକ୍ରି ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ,୨୫ା୮: ଭାରତର ସର୍ବୋଚ୍ଚ ଔଷଧ ନିୟନ୍ତ୍ରକ ୪ଟି ଲୋକପ୍ରିୟ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ (ସିଏନ୍‌ଏସ୍‌) ଔଷଧ ବିକ୍ରି ଉପରେ ନିୟନ୍ତ୍ରଣକୁ କଡ଼ାକଡ଼ି କରିଛନ୍ତି । ଏହି ଔଷଧଗୁଡ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri