Uncategorized

ପିଲାଙ୍କ ଜୀବନ ହେଉ ସରସ

ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ   ଜନ୍ମ ହେଲା ଦିନଠୁ ମଣିଷଟିଏ ତା’ ଜୀବନ ପଥରେ ଅବିଶ୍ରାନ୍ତ ଭାବେ ଧାଇଁଚାଲିଛି କେବଳ। ମାନସମ୍ମାନ, ଧନସମ୍ପତ୍ତି, ସୁଖସମୃଦ୍ଧି ପଛରେ ଧାଉଁଧାଉଁ ସରିଯାଉଛି ତା’ର ମହାର୍ଘ ସମୟ। ଏହା ଅବଶ୍ୟ ଆମେ ସମସ୍ତେ ଜାଣୁ ଯେ…

ଇଟାଲୀ ଆକାଶରେ ଏଲ୍‌ଭିସ୍‌

ରୋମ୍‌: କେନ୍ଦ୍ରୀୟ ଇଟାଲୀର ମଧ୍ୟ ଆକାଶରେ ଏକ ଲାଲ୍‌ ରଙ୍ଗର ବୃତ୍ତ(ଏଲ୍‌ଭିସ୍‌) ଦେଖିବାକୁ ମିଳିଛି। ଗତ ୨୭ ମାର୍ଚ୍ଚର ଏହି ଦୃଶ୍ୟ ଲୋକଙ୍କୁ ବେଶ୍‌ ଆଶ୍ଚର୍ଯ୍ୟ କରିଛି, ଯାହା ଏକ ବୈଜ୍ଞାନିକ କଳ୍ପନାଭିତ୍ତିକ ଚିତ୍ର ପରି ଦୃଶ୍ୟମାନ ହେଉଥିଲା। ଏକ ପର୍ବତର…

ରେଳ ଧାରଣାରେ ପଡ଼ିଛି ମୃତଦେହ, ହତ୍ୟା ସନ୍ଦେହ

କେନ୍ଦୁଝର,୯ା୪(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ନରଣପୁର ନିକଟ ଘଡ଼ଘଡ଼ି ମନ୍ଦିର ନିକଟରେ ରେଳ ଧାରଣାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ରବିବାର ଜବତ ହୋଇଛି। କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଛି ନା ଆତ୍ମହତ୍ୟା ନା ରେଳ ଧକ୍କାରେ ମୃତ୍ୟୁ ଘଟିଛି…

ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ସନ୍‌ରାଇଜର୍ସ

ଲକ୍ଷ୍ନୌ,୭ା୪(ପି.ଟି.): ଶୁକ୍ରବାର ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍ସ (ଏଲଏସ୍‌ଜି)କୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ। ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ନିକଟରୁ ହାରିବା ପରେ ଏହି ମ୍ୟାଚ୍‌ରେ ଦୃଢ ଭାବରେ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିବ ହାଇଦ୍ରାବାଦ। ଅଧିନାୟକ ଏଡେନ୍‌ ମାରାକ୍ରମଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର କୁମାର…

ଲୋନ୍‌ ନାଁରେ ଲୁଟିନେଲେ ୧୭ ହଜାର

ରାଉରକେଲା ଅଫିସ,୪।୪: ଜଣେ ବ୍ୟକ୍ତିଙ୍କୁ ଲୋନ୍‌ କରାଇଦେବାକୁ କହି ତାଙ୍କଠାରୁ ଟଙ୍କା ଲୁଟ୍‌ ହୋଇଥିବା ନେଇ ପ୍ଲାଣ୍ଟସାଇଟ ଥାନାରେ ସୋମବାର ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ପୋଲିସ ସୂଚନା ଅନୁଯାୟୀ, ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ଡିଜେଲ କଲୋନୀ…

କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଧୂମ୍‌ଧାମରେ ଉତ୍କଳ ଦିବସ ପାଳିତ

ବାରାଣସୀ,୨।୪: କେବଳ ଓଡ଼ିଶାରେ ନୁହେଁ, ରାଜ୍ୟ ବାହାରେ ମଧ୍ୟ ୮୮ତମ ଉତ୍କଳ ଦିବସ ଧୂମ୍‌ଧାମରେ ପାଳିତ ହୋଇଯାଇଛି। କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟର ଉତ୍କଳ ସମାଜ ତରଫରୁ ବହୁ ଆଡ଼ମ୍ବରପୂର୍ଣ୍ଣ ଭାବେ ଉତ୍କଳ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ କାନ୍ତକବି ଲକ୍ଷ୍ମୀକାନ୍ତ…

୫ ଘଣ୍ଟାରେ ୧୬ କିମି ପହଁରିଲେ ଆଇପିଏସ୍‌ ଅଫିସର

ମୁମ୍ବାଇ: ବୁଡ଼ିଯିବା ପ୍ରତିରୋଧ ସଚେତନତା ଶିବିରରେ ଭାଗ ନେଇ ଭାରତୀୟ ଆଇପିଏସ୍‌ ଅଫିସର କ୍ରିଷ୍ଣା ପ୍ରକାଶ ସ୍ବମ୍‌ ଗେଟ୍‌ ୱେ ଇଣ୍ଡିଆଠାରୁ ଏଲିଫାଣ୍ଟା ଗୁମ୍ଫା ପର୍ଯ୍ୟନ୍ତ ପହଁରି ଇତିହାସ ରଚିଛନ୍ତି। ସେ ୧୬.୨୦ କିମି ଜଳପଥକୁ ୫ ଘଣ୍ଟା ୨୬ ମିନିଟ୍‌…

ଟ୍ରାକିଂ କ୍ୟାମେରାରେ କଏଦ ହେଲା କଲରାପତରିଆ

ନୂଆପଡ଼ା ଅଫିସ,୩୧।୩:ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ପଞ୍ଚାୟତ ଜଲମଡେଇ ଗାଁର ସାନମତି ବାରିକ (୬୮)ଙ୍କୁ ଗତ ୧୯ ତାରିଖ ରାତିରେ ମହାବଳ ବାଘ ଖାଇ ଦେବା ପରେ ଗଁାରେ ଆତଙ୍କ ଖେଳିଯାଇଛି।…

‘ଆଦିପୁରୁଷ’ ରିଲିଜ୍‌ ଡେଟ୍‌ ଘୋଷଣା

ସାଉଥ ସିନେମାର ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପ୍ରଶଂସକଙ୍କ ଅପେକ୍ଷା ଅନ୍ତଃ ହୋଇଛି। ନିର୍ମାତା ‘ଆଦିପୁରୁଷ’ର ନୂତନ ରିଲିଜ ତାରିଖ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ଚଳିତ ବର୍ଷ ଜୁନ…

ତପୋଭୂମି ପଣ୍ଡିଚେରୀରେ ଶ୍ରୀମା

ପବିତ୍ର ତପୋଭୂମି ପଣ୍ଡିଚେରୀରେ ଶ୍ରୀମା ୨୯ ମାର୍ଚ୍ଚ ୧୯୧୪ରେ ପ୍ରଥମେ ପଦାର୍ପଣ କଲେ। କାଳ ବକ୍ଷରେ ଏହି ଦିବସ ଏକ ମହାର୍ଘ ଭୂମିକା ଗ୍ରହଣ କରିଛି। ମା’ଙ୍କ ଆଗମନ ପୂର୍ବରୁ ୧୯୧୦,ଏପ୍ରିଲ ୪ରେ ଭବିଷ୍ୟତ ଜୀବନ ଓ ଜଗତର ରୂପକାର ମହାଯୋଗୀ…

ଆତ୍ମବିଶ୍ୱାସ

”ଆତ୍ମବିଶ୍ୱାସକୁ ଦୃଢ଼ କରିବାକୁ ହେଲେ କେତୋଟି କଥାକୁ ଗୁରୁତ୍ୱ ଦେବା ଦରକାର। କାରଣ ଏହା ଏଭଳି ଏକ ପ୍ଲାଟ୍‌ଫର୍ମ, ଯାହାକୁ ଆଧାରକରି ଜଣେ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହୋଇପାରିବ।“ ପୁରୁଷ ହୁଅନ୍ତୁ ଅବା ମହିଳା, ଜୀବନରେ ସଫଳତାର ସ୍ବାଦ ଚାଖିବାକୁ…

ତତ୍ପର ପ୍ରଶାସନ: ଉଚ୍ଛେଦ ହେବ ଲକ୍ଷ୍ମୀ ମାର୍କେଟ

ପୁରୀ ଅଫିସ,୧୪।୩: ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ପରେ ତତ୍ପର ହୋଇ ଉଠିଛି ପ୍ରଶାସନ। ଲକ୍ଷ୍ମୀ ମାର୍କେଟ ଉଚ୍ଛେଦ ହେବ। ଏ ନେଇ ଶ୍ରୀମନ୍ଦି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଉଚ୍ଛେଦ ପରେ ଏହାକୁ ତୁରନ୍ତ ହସ୍ତାନ୍ତର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?