Posted inTrending, ଖେଳ

୨ ଅଧିନାୟକ, ୨ଟି ଟିମ! ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ କେମିତି ରହିଛି ଟିମ ଇଣ୍ଡିଆର ଦଳ, ଦେଖନ୍ତୁ …

ନୂଆଦିଲ୍ଲୀ, ୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକି ରହିଛି। ଟିମ ଇଣ୍ଡିଆ ଟି-୨୦ ସିରିଜକୁ ନିଜ ନାମରେ କରିଥିବା ବେଳେ ଏବେ ଦିନିକିଆ ସିରିଜରେ ମଧ୍ୟ ସମାନ ପ୍ରଦର୍ଶନ ଦୋହରାଇବାକୁ ଲକ୍ଷ୍ୟ ରଖିବ। ଏହି ସିରିଜ ଜରିଆରେ ରୋହିତ ଶର୍ମା ଓ ବିରାଟ କୋହଲି ପୁଣିଥରେ ମଇଦାନକୁ ଫେରିବେ।

ଆଗାମୀ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳକୁ ପ୍ରସ୍ତୁତି କରିବାକୁ ଥିବାରୁ ବିସିସିଆଇ ଦୁଇଟି ଅଲଗା ଦଳ ଘୋଷଣା କରିଛି। ପ୍ରଥମ ୩ଟି ଦିନିକିଆ ମ୍ୟାଚ ପାଇଁ ଗୋଟିଏ ଦଳ ରହିବାକୁ ଥିବା ବେଳେ ଶେଷ ଦୁଇଟି ମ୍ୟାଚ ପାଇଁ ଅନ୍ୟ ଏକ ଦଳ ଖେଳିବ।

ପ୍ରଥମ ୩ଟି ଦିନିକିଆ ମ୍ୟାଚରେ ଶୁଭମନ ଗିଲ ଟିମ ଇଣ୍ଡିଆର ନେତୃତ୍ୱ ନେବେ। ଏହାପରେ ସେ ଟେଷ୍ଟ ସିରିଜ ପ୍ରସ୍ତୁତି ପାଇଁ ଦଳରୁ ବାହାରିଯିବେ। ତାଙ୍କ ଅନୁପସ୍ଥିତିରେ ଶେଷ ଦୁଇଟି ଦିନିକିଆରେ ଶ୍ରେୟସ ଆୟର ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ।

ପ୍ରଥମ ୩ଟି ଦିନିକିଆ ପାଇଁ ଭାରତୀୟ ଦଳ

ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପଅଧିନାୟକ), କେଏଲ ରାହୁଲ (ଉଇକେଟ୍‌କିପର), ନମନ ଧୀର, ଅଂଶୁଲ କାମ୍ବୋଜ, ଈଶାନ କିଶନ (ଉଇକେଟ୍‌କିପର) ମହମ୍ମଦ ସିରାଜ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଗୁରନୂର ବରାର, ଋତୁରାଜ ଗାଏକ୍ୱାଡ, ଅର୍ଶଦୀପ ସିଂହ, ନୀତୀଶ କୁମାର ରେଡ୍ଡୀ (କେବଳ ପ୍ରଥମ ଦିନିକିଆ ପାଇଁ), ଆକିବ ନବୀ।

ଚତୁର୍ଥ ଓ ପଞ୍ଚମ ଦିନିକିଆ ପାଇଁ ଭାରତୀୟ ଦଳ:
ଶ୍ରେୟସ ଆୟର (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ତିଳକ ବର୍ମା, ଈଶାନ କିଶନ (ଉଇକେଟ୍‌କିପର ଓ ଉପଅଧିନାୟକ), ଗୁରନୂର ବରାର, ଋତୁରାଜ ଗାଏକ୍ୱାଡ, ଅର୍ଶଦୀପ ସିଂହ, ଅକ୍ଷର ପଟେଲ, ନମନ ଧୀର, ଆକିବ ନବୀ, କୁମାର କୁଶାଗ୍ର(ଉଇକେଟ୍‌କିପର), ଯଶ ଠାକୁର, ମହମ୍ମଦ ସିରାଜ, କୁଲଦୀପ ଯାଦବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏକମାତ୍ର ପୁଅକୁ ବଳି ଦେଇ ମୃତଦେହ ପାଖରେ ଶୋଇପଡ଼ିଲେ ବାପା: ପଛର କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅହମ୍ମଦାବାଦ୍‌,୨।୧୧: ଗୁଜରାଟର ଅହମ୍ମଦାବାଦ ଜିଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ନିଜର ୧୦ ବର୍ଷୀୟ ପୁଅକୁ ଘରେ ଥିବା ଦେବୀଙ୍କ ବେଦୀ ସାମ୍ନାରେ…

୫୦ ଦିନ ପର୍ଯ୍ୟନ୍ତ ବ୍ଲୁ ଜର୍ସିରେ ନଜର ଆସିବେନି ବୈଭବ ସୂର୍ଯ୍ୟବଂଶୀ: ମିଳିଲା ବଡ଼ ଦାୟିତ୍ୱ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୨।୧୧: ଭାରତୀୟ କ୍ରିକେଟ ଦଳ ଆସନ୍ତା ୨୨ ଡିସେମ୍ବରରୁ ପରବର୍ତ୍ତୀ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏଭଳି ସ୍ଥିତିରେ ପ୍ରାୟ ୫୦ ଦିନ ପର୍ଯ୍ୟନ୍ତ ବୈଭବ…

ବିଦ୍ୟୁତ୍ ଖୁଣ୍ଟକୁ ପିଟିଲା ବାଇକ୍‌, ଜଣେ ମୃତ ଓ ଜଣେ ଗୁରୁତର

ରିଆମାଳ, ୨/୧୧ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ ଅନ୍ତର୍ଗତ କୁଣ୍ଢେଇଗୋଳା ଥାନା ଅଧୀନ ସଂଘାପଶି ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଜନ୍ମଦିନରେ ବଡ଼ ଘୋଷଣା କଲେ ନୀତା ଅମ୍ବାନୀ: ଅସହାୟଙ୍କୁ ମିଳିବ ନୂଆ ଜୀବନ

ମୁମ୍ବାଇ,୨।୧୧: ନିଜ ଜନ୍ମଦିନକୁ ସ୍ମରଣୀୟ କରିବା ସହ ହଜାର ହଜାର ଅସହାୟଙ୍କ ଜୀବନରେ ଖୁସି ଭରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା…

ବିଶ୍ୱାସୀ ପ୍ରାଣୀ ପ୍ରତି ବିଶ୍ୱାସଘାତ: ୧୫ ଦିନ ହେଲା ଭୋକ ଉପାସରେ ପଡ଼ିରହିଛି ଜର୍ମାନ ସେଫାର୍ଡ, ମାଲିକଙ୍କ ବାଟ ଚାହିଁ ଝାଟିମାଟି କୁଡ଼ିଆରେ…

ବଡ଼ଗାଁ, ୨/୧୧ (ଅଶୋକ ଷଡ଼ଙ୍ଗୀ): ପ୍ରାଣୀଙ୍କ ପ୍ରତି କ୍ରୁରତାର ଅନେକ ଘଟଣା ସାମ୍ନାକୁ ଆସୁଛି। ଏଭଳି କାର୍ଯ୍ୟ ଆଇନ ଅନୁଯାୟୀ ଅପରାଧ। କୁକୁର ଏକ ବିଶ୍ୱସ୍ତ ଓ…

ଭିଜିଲାନ୍ସ ଜାଲରେ ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ: ୩.୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଗିରଫ

ସମ୍ବଲପୁର, ୨।୧୧ (ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସମ୍ବଲପୁର-ତାଳଚେର ଦୋହରୀକରଣ ରେଳ ପ୍ରକଳ୍ପର ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ (ଏସ୍‌ଏଲ୍‌ଏଓ) ଅଜୟ କୁମାର ଗଡ଼ନାଏକ। ରେଳପଥ ଦୋହରୀକରଣ…

ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ୟାଲେଣ୍ଟକୁ କରାଯାଉଛି ବରବାଦ୍‌: ସାଂଘାତିକ ଅଭିଯୋଗ ଆଣିଲେ ପ୍ରସିଦ୍ଧ କ୍ରିକେଟର୍‌

ନୂଆଦିଲ୍ଲୀ,୨।୧୧:ଭାରତୀୟ କ୍ରିକେଟ ଦଳର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ ମ୍ୟାଚ୍‌ରେ ତାଙ୍କୁ ଖେଳିବାର ସୁଯୋଗ…

୨୪୧ ଦିନ ପର୍ଯ୍ୟନ୍ତ ଶନିଙ୍କ ଶୁଭଦୃଷ୍ଟି! ତୁଳା ସମେତ ୩ ରାଶିଙ୍କୁ ମିଳିବ ବଡ଼ ଫାଇଦା, ଭାଗ୍ୟ ନେବ ନୂଆ ମୋଡ଼

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଶନି ବକ୍ରୀ ହୁଅନ୍ତୁ କିମ୍ବା ମାର୍ଗୀ, ଏହାର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?