ଶିକ୍ଷା ଅଧିକାର ଆଇନ ଉଲ୍ଲଂଘନ ଅଭିଯୋଗ
ଭୁବନେଶ୍ୱର,୨।୩(ବ୍ୟୁରୋ): ଘରୋଇ ସ୍କୁଲରେ ଶିକ୍ଷା ଅଧିକାର ଆଇନ (ଆର୍ଟିଇ) ଉଲ୍ଲଂଘନ କରାଯାଉଥିବା ଓଡ଼ିଶା ଅଭିଭାବକ ମହାସଂଘ ଅଭିଯୋଗ କରିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ଆର୍ଟିଇ ଅନୁସାରେ ଘରୋଇ ସ୍କୁଲରେ ୨୫% ମାଗଣା ନାମଲେଖା ଆର୍ଟିଇ ପାରଦର୍ଶୀ ପୋର୍ଟାଲରେ…
ପୌର ନିର୍ବାଚନ: ଆଜିଠୁ ନାମାଙ୍କନ
ଭୁବନେଶ୍ୱର, ୨।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର କର୍ପୋରେଟର ଓ ମେୟର ପଦବୀ ପାଇଁ ବୁଧବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି। ୨ରୁ ୭ତାରିଖ ଅର୍ଥାତ୍ ୬ଦିନ ଧରି ଭୁବନେଶ୍ୱର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା…
ରାଜଧାନୀରେ ସ୍ଥାପନ ହେଲା ୪ଇଭି ଚାର୍ଜିଂ ପଏଣ୍ଟ
ଭୁବନେଶ୍ୱର, ୨।୩(ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱରରେ ବୈଦ୍ୟୁତିକ ଯାନ (ଇଭି) ଚାର୍ଜିଂ ପଏଣ୍ଟ ସ୍ଥାପନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭ଟି ଇଭି ଚାର୍ଜିଂ ପଏଣ୍ଟ ସ୍ଥାପନ ହେବାକୁ ଥିବାବେଳେ ସେଥିମଧ୍ୟରୁ ଡିଏନ୍ ରେଗାଲିଆ, ଶହିଦନଗର ଏବଂ ରାଜମହଲସ୍ଥିତ ମଲ୍ଟି ଲେଭଲ୍ କାର୍…
ବିଜେଡି, ଭାଜପାର ପରାଜୟକୁ ନେଇ ଚର୍ଚ୍ଚା
ଗୁଣପୁର,୨ା୩(ଡି.ଏନ୍.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସରିଛି। ଏଥିରେ ଶାସକ ବିଜେଡିକୁ ଗୁଣପୁର ବ୍ଲକରେ ଧରାଶାୟୀ ହେବାକୁ ପଡ଼ିଛି। ସେହିପରି ଭାଜପାର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏସବୁ ଭିତରେ କଂଗ୍ରେସ ଦୁଇଟି ଜୋନ୍ ବାଜି ମାରିନେଇଛି। ତେବେ ଶାସକ ବିଜେଡି…
ଗୋଟିଏ ପରିବାରରୁ ୪ପ୍ରାର୍ଥୀ, ଜିତିଲେ ୩
ବୌଦ୍ଧ, ୨।୩ (ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଗୋଟିଏ ପରିବାରରୁ ପ୍ରାର୍ଥୀ ହୋଇଥିଲେ ୪ଜଣ। ସେମାନଙ୍କ ମଧ୍ୟରୁ ୩ଜଣ ବିଜୟୀ ହୋଇଥିବାବେଳେ ଜଣେ ପରାଜିତ ହୋଇଛନ୍ତି। ବ୍ଲକର ଭାଜପାର ଟାଣୁଆନେତା ସୁଶାନ୍ତ ପ୍ରଧାନଙ୍କ ପରିବାର ୨ଭାଇ ଓ ୨ ବୋହୂ…
ଅଧ୍ୟକ୍ଷା ପଦବୀ ପାଇଁ ଲବି
ବରଗଡ଼ ଅଫିସ୍,୨।୩: ବରଗଡ଼ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ସୋମବାର ସରି ଯାଇଛି। ସର୍ବଶେଷ ଫଳାଫଳ ଅନୁସାରେ ଜିଲାରେ ଏଥର ବିଜେଡ଼ି ବାଜିମାତ୍ ମାରିଛି। ୩୪ ଜିଲା ପରିଷଦ ଆସନ ମଧ୍ୟରୁ ସର୍ବାଧିକ ୨୭ ଜୋନ୍ରେ ବିଜେଡ଼ି ପ୍ରାର୍ଥୀ…
ପରିବା ଭିତରେ ଗଞ୍ଜେଇ ଚାଲାଣ
ରାଜଗାଙ୍ଗପୁର, ୨।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ପୋଲିସ ଦ୍ୱାରା ମଙ୍ଗଳବାର ପରିବା ଭିତରେ ଗଞ୍ଜେଇ ଚାଲାଣ ଘଟଣା ଧରାପଡ଼ିଛି। ପୋଲିସ ୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବିଶେଷ…
ୟୁକ୍ରେନ୍ରୁ ଫେରିଲେ ୫ ଓଡ଼ିଆ ଛାତ୍ରୀଛାତ୍ର
ଭୁବନେଶ୍ୱର, ୨।୩(ବ୍ୟୁରୋ): ଯୁଦ୍ଧ ବିଭୀଷିକା ମଧ୍ୟରେ ଥିବା ୟୁକ୍ରେନ୍ରୁ ମଙ୍ଗଳବାର ୫ଜଣ ଛାତ୍ରୀଛାତ୍ର ଓଡ଼ିଶା ଫେରିଛନ୍ତି। ୟୁକ୍ରେନ୍ ସୀମାରେ ଦୀର୍ଘ ସମୟ ଧରି ଫସି ରହିବା ପରେ ଜଗତ୍ସିଂହପୁରର ବିକାଶ ବେହେରା, ସମ୍ବଲପୁରର ଐଶ୍ୱର୍ଯ୍ୟା ପାଣି, ଭୁବନେଶ୍ୱରର ଶୁଭସ୍ମିତା ପ୍ରିୟଦର୍ଶିନୀ ଏବଂ…
ବିଜେଡି ହାତରେ ସବୁ ଜିଲା ପରିଷଦ
ଭୁବନେଶ୍ୱର,୨ା୩(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳର ସମ୍ପୂର୍ଣ୍ଣ ରିପୋର୍ଟ ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ପ୍ରକାଶ କରାଯାଇଛି। ବିଜେଡି ଚଳିତ ନିର୍ବାଚନରେ ରେକର୍ଡ ସଂଖ୍ୟାରେ ବିଜୟୀ ହୋଇଛି। ୩ ଦିନର ଗଣତି ପରେ ୩୦ ଜିଲାର ୮୫୧ଟି ଜୋନ୍ର…
ପୌର ଭୋଟ୍: ବୁଧବାରଠାରୁ ନାମାଙ୍କନ, ୭ ଯାଏ ଚାଲିବ
ଭୁବନେଶ୍ୱର, ୧ା୩(ବ୍ୟୁରୋ): ରାଜ୍ୟର ୧୦୬ ପୌରପାଳିକା ଓ ୩ ମହାନଗର ନିଗମ ନିର୍ବାଚନ ଲାଗି ସ୍ଥାନୀୟ ନିର୍ବାଚନ ଅଧିକାରୀମାନେ ସୋମବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଥିଲେ। ତେବେ ବୁଧବାର ଠାରୁ ପୌର ନିର୍ବାଚନ ଲାଗି ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ…
ଉଠିଲା ମହାଦୀପ
ଭୁବନେଶ୍ୱର, ୧ା୩(ବ୍ୟୁରୋ): ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ଉଠିଛି ମହାଦୀପ। ବୁଧବାର ରାତି ୧୦ଟା ୨୦ ମିନିଟରେ ମହାଦୀପ ଉଠିଛି। ଏହି ସମୟରେ ମନ୍ଦିର ପରିସରରେ ‘ହର ହର ମହାଦେବ’ ଧ୍ୱନୀ ପ୍ରକମ୍ପିତ ହେଉଥିବା ଶୁଣିବାକୁ ମିଳିଛି।…
ଅଶୋକ ପ୍ରଧାନଙ୍କୁ ଦଳରୁ ନିଲମ୍ବିତ କଲା ବିଜେଡି
ଭୁବନେଶ୍ୱର, ୧ା୩(ବ୍ୟୁରୋ): ଅନୁଗୋଳ ଜିଲା ଛେଣ୍ଡିପଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ନିଲମ୍ବିତ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ କରିବା ଅଭିଯୋଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପଞ୍ଚାୟତ ନିର୍ବାଚନ…
Archives


