ବିଜେଡି ଲହରରେ ବିରୋଧୀ ଧରାଶାୟୀ
ଢେଙ୍କାନାଳ ଅଫିସ୍, ୨।୩ ଢେଙ୍କାନାଳ ଜିଲାରେ ବିଜେଡି ସପକ୍ଷରେ ଯାଇଛି ପଞ୍ଚାୟତ ନିର୍ବାଚନ ଜନାଦେଶ। ଜିଲା ପରିଷଦ ନିର୍ବାଚନରେ ଧରାଶାୟୀ ହୋଇଯାଇଛନ୍ତି ପ୍ରମୁଖ ବିରୋଧୀ ଭାଜପା ଏବଂ କଂଗ୍ରେସ। ମୋଟ ୨୭ ଜୋନ୍ ମଧ୍ୟରୁ ୨୬ଟିରେ ଶାସକ ଦଳ ଏକତରଫା ବିଜୟ…
୫ ଯୁବକଙ୍କୁ ହରାଇ ଗାଁ ସ୍ତବ୍ଧ
ଖମାର,୨।୩(ଡି.ଏନ.ଏ.) ପାଲଲହଡା ବ୍ଲକ ଖମାର ଥାନା କଣ୍ଟିଆପସି ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାରେ ୫ ଯୁବକଙ୍କ ଅକାଳ ବିୟୋଗ ଇଞ୍ଜିଡ଼ ଗାଁକୁ ସ୍ତବ୍ଧ କରିଦେଇଛି। ଦୁର୍ଘଟଣା ଖବର ପହଞ୍ଚିବା ପରଠାରୁ ମୃତକଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ…
ଅନୁଗୋଳରେ ଇତିହାସ ରଚିଲା ବିଜେଡି
ଅନୁଗୋଳ ଅଫିସ,୨।୩(ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଚଳିତବର୍ଷ ଅନୁଗୋଳ ଜିଲାରେ ବିଜୁ ଜନତା ଦଳ (ବିଜେଡି) ନୂଆ ଇତିହାସ ରଚିଛି। ଜିଲାର ମୋଟ୍ ୨୮ ଜିଲା ପରିଷଦ ଆସନ ମଧ୍ୟରୁ ଦଳ ୨୭ଟି ଦଖଲ କରିଛି। ଏପରି ରେକର୍ଡ ସଫଳତାକୁ ନେଇ…
ଜୁନିୟର ମହିଳା ହକି କୋର୍ ଗ୍ରୁପରେ ୫ ଓଡ଼ିଆ: ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨।୩(ବ୍ୟୁରୋ): ଭାରତୀୟ କନିଷ୍ଠ ମହିଳା ବର୍ଗର ହକି କୋର୍ ଗ୍ରୁପରେ ୫ ଓଡ଼ିଆ ସ୍ଥାନ ପାଇଛନ୍ତି। କୋର୍ ଗ୍ରୁପରେ ସ୍ଥାନ ପାଇବା ପରେ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଅଜମିନା କୁଜୁର, ଜ୍ୟୋତି ଛତ୍ରୀ, ଜୀବନ କିଶୋରୀ…
ନିରାଡ଼ମ୍ବରରେ ପାଳନ ହେବ ବିଜୁ ଜୟନ୍ତୀ
ଭୁବନେଶ୍ୱର,୨।୩(ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆସନ୍ତା ୫ ତାରିଖରେ ୧୦୬ ତମ ଜନ୍ମ ଜୟନ୍ତୀ । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀଙ୍କୁ ନିରାଡ଼ମ୍ବର ଭାବେ ପାଳନ କରାଯିବ । ଏନେଇ ଦଳୀୟ ବିଧାୟକଙ୍କୁ ବିଜେଡି ସୁପ୍ରିମୋ…
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮ଜଣ ପିଲା ଅଛନ୍ତି। ସେହିପରି କ୍ୱାରାଣ୍ଟାଇନ୍ରୁ ୮୬ ଥିବା ବେଳେ ଲୋକାଲ କେସ ୫୭ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ…
ନନ୍ଦନକାନନରେ ଅଫଲାଇନ ଟିକଟ
ବାରଙ୍ଗ,୨।୩(ଡି.ଏନ୍.ଏ.): ନନ୍ଦନକାନନରେ ଅଫଲାଇନ ଟିକଟ ଓ ବଣଭୋଜିକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତିା ନନ୍ଦନକାନନ ଉପନିର୍ଦ୍ଦେଶକ ଏ ନେଇ ସୂଚନା ଦେଇଛନ୍ତି । ଜାନୁୟାରୀ ୭ରୁ କରୋନା କଟକଣା ପାଇଁ ଅଫଲାଇନ ଟିକେଟ ବନ୍ଦ ଥିବାବେଳେ ଭୋଜି କରିବାକୁ ମଧ୍ୟ ବାରଣ…
‘କ୍ଷୀର ଏମ୍ଏସ୍ପି ଲିଟର ପିଛା ୩୫ ଟଙ୍କା କରାଯାଉ’
ଭୁବନେଶ୍ୱର, ୨।୩(ବ୍ୟୁରୋ): କ୍ଷୀରର ସର୍ବନିମ୍ନ କ୍ରୟ ମୂଲ୍ୟ ସ୍ଥିର କରାଯାଇ ନ ଥିବାରୁ ଚାଷୀମାନେ ବିଭିନ୍ନ ଦୁଗ୍ଧ କମ୍ପାନୀ ଦ୍ବାରା ଶୋଷିତ ହେଉଛନ୍ତି। ତେଣୁ କ୍ଷୀରର ସର୍ବନିମ୍ନ ମୂଲ୍ୟ (ଏମ୍ଏସ୍ପି) ଲିଟର ପିଛା ୩୫ ଟଙ୍କା କରିବାକୁ ଓଡ଼ିଶା ଦୁଗ୍ଧ ଚାଷୀ…
‘କମ୍ ଲୋକ ପୁରାଣ ପଢ଼ନ୍ତି’
ପିଲାଟି ଦିନରୁ ପୁରାଣ ଉପରେ ଥିଲା ତାଙ୍କର ବିଶେଷ ଆଗ୍ରହ। ତେଣୁ ପାଠ ପଢ଼ିବା ସମୟରୁ ସେ ପୌରାଣିକ ବିଷୟବସ୍ତୁ ଉପରେ ଲେଖାଲେଖି ଆରମ୍ଭ କରିଦେଇଥିଲେ। ପରବର୍ତ୍ତୀ ସମୟରେ ଜଣେ ଡାକ୍ତର ହୋଇ ମଧ୍ୟ ଲେଖାଲେଖି ଛାଡ଼ି ନ ଥିଲେ। ବରଂ…
ଶିକ୍ଷା ଅଧିକାର ଆଇନ ଉଲ୍ଲଂଘନ ଅଭିଯୋଗ
ଭୁବନେଶ୍ୱର,୨।୩(ବ୍ୟୁରୋ): ଘରୋଇ ସ୍କୁଲରେ ଶିକ୍ଷା ଅଧିକାର ଆଇନ (ଆର୍ଟିଇ) ଉଲ୍ଲଂଘନ କରାଯାଉଥିବା ଓଡ଼ିଶା ଅଭିଭାବକ ମହାସଂଘ ଅଭିଯୋଗ କରିଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ଆର୍ଟିଇ ଅନୁସାରେ ଘରୋଇ ସ୍କୁଲରେ ୨୫% ମାଗଣା ନାମଲେଖା ଆର୍ଟିଇ ପାରଦର୍ଶୀ ପୋର୍ଟାଲରେ…
ପୌର ନିର୍ବାଚନ: ଆଜିଠୁ ନାମାଙ୍କନ
ଭୁବନେଶ୍ୱର, ୨।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର କର୍ପୋରେଟର ଓ ମେୟର ପଦବୀ ପାଇଁ ବୁଧବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି। ୨ରୁ ୭ତାରିଖ ଅର୍ଥାତ୍ ୬ଦିନ ଧରି ଭୁବନେଶ୍ୱର ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା…
ରାଜଧାନୀରେ ସ୍ଥାପନ ହେଲା ୪ଇଭି ଚାର୍ଜିଂ ପଏଣ୍ଟ
ଭୁବନେଶ୍ୱର, ୨।୩(ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱରରେ ବୈଦ୍ୟୁତିକ ଯାନ (ଇଭି) ଚାର୍ଜିଂ ପଏଣ୍ଟ ସ୍ଥାପନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭ଟି ଇଭି ଚାର୍ଜିଂ ପଏଣ୍ଟ ସ୍ଥାପନ ହେବାକୁ ଥିବାବେଳେ ସେଥିମଧ୍ୟରୁ ଡିଏନ୍ ରେଗାଲିଆ, ଶହିଦନଗର ଏବଂ ରାଜମହଲସ୍ଥିତ ମଲ୍ଟି ଲେଭଲ୍ କାର୍…
Archives


