ରାଜ୍ୟ

ଆଜିଠୁ ବଉଳା କୁମ୍ଭୀର ଗଣନା

ରାଜନଗର,୬ା୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ପ୍ରବାହିତ ନଦୀନାଳରେ ଥିବା ବଉଳା କୁମ୍ଭୀରଙ୍କ ଗଣନା ପାଇଁ ବୁଧବାର ବନ କର୍ମଚାରୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି। ଗୁରୁବାରଠାରୁ ଆସନ୍ତା ୧୦ ତାରିଖ ଯାଏ କୁମ୍ଭୀର ଗଣନା କରାଯିବ। ୧୧ ତାରିଖରେ…

୧୫ ବର୍ଷରେ କମିଶନରେଟ ପୋଲିସ

ଭୁବନେଶ୍ୱର,୬।୧(ବ୍ୟୁରୋ): ଟ୍ବିନ୍‌ ସିଟିରେ ପୋଲିସ କମିଶନରେଟ ବ୍ୟବସ୍ଥାକୁ ୧୪ବର୍ଷ ପୂରି ୧୫ବର୍ଷ ଚାଲିଛି। ଏହି ଅବସରରେ ପୋଲିସ ସେବା ଭବନରେ ବୁଧବାର କମିଶନରେଟ ପୋଲିସର ୧୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ…

ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ

ଭୁବନେଶ୍ୱର, ୬।୧(ବ୍ୟୁରୋ): ଭୁବନେଶ୍ୱରର ଅନ୍ୟତମ ବ୍ୟସ୍ତବହୁଳ ମାର୍କେଟ ବିଲ୍ଡିଂ ଖୋଲିବ କି ନାହିଁ ସେ ନେଇ କୌଣସି ନିଷ୍କର୍ଷ ବାହାରି ପାରି ନାହିଁ। ବୁଧବାର ବିଏମ୍‌ସି ଓ ପୋଲିସ ସହିତ ବ୍ୟବସାୟୀ ସଂଘର ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ତେବେ…

‘ବିଶ୍ୱରେ ଓଡ଼ିଶା ଯୁବତୀଯୁବକଙ୍କ ଚାହିଦା ବଢ଼ିବ’

ଭୁବନେଶ୍ୱର,(ବ୍ୟୁରୋ)/ପୁରୀ ଅଫିସ/କୃଷ୍ଣପ୍ରସାଦ, ୬ା୧(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଆଇଟିଆଇରେ ଇଲେକ୍ଟ୍ରିସିଆନ, ଫିଟର, ଇଲେକ୍ଟ୍ରୋନିକସ୍‌…

ପୁଣି ଓଡ଼ିଶାମୁହାଁ ଛତିଶଗଡ଼ ହାତୀପଲ

ରାଇଘର, ୬।୧(ଡି.ଏନ୍‌.ଏ.): ଛତିଶଗଡ଼ରୁ ପୁଣି ହାତୀପଲ ଓଡ଼ିଶାମୁହାଁ ହୋଇଛନ୍ତି। ସେମାନଙ୍କୁ ରୋକିବାକୁ ରାଇଘର ବନ ବିଭାଗ ପ୍ରୟାସ ଚଳାଇଛି। ବନ ବିଭାଗ କର୍ମଚାରୀ ଲୋକଙ୍କୁ ସଚେତନ କରିବା ସହ ହାତୀମାନେ ଯେପରି ଓଡ଼ିଶା ସୀମାରେ ନ ପଶିବେ, ସେଥିଲାଗି ବିଭିନ୍ନ ପଦକ୍ଷେପ…

ବାୟୁ ପ୍ରଦୂଷଣ: ଅରେଞ୍ଜ ଜୋନ୍‌ରେ କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ଅଫିସ,୬ା୧: କେନ୍ଦ୍ରାପଡ଼ା ଜିଲାରେ ଖଣି ନାହିଁ। ଶିଳ୍ପ ଅଦ୍ୟାବଧି ପ୍ରତିଷ୍ଠା ହୋଇ ନ ଥିବା ବେଳେ ରେଳରୁ ଧୂଅଁା ବାହାରୁ ନାହିଁ। ଏହାସତ୍ତ୍ୱେ ବାୟୁର ଗୁଣବତ୍ତାକୁ ନେଇ ୨୦୨୧ ନଭେମ୍ବରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ହୋଇଥିତ୍ବା ଅନୁଧ୍ୟାନ…

ପଞ୍ଚାୟତ ନିର୍ବାଚନ ସପକ୍ଷରେ ବିଜେଡି

ଭୁବନେଶ୍ୱର, ୬।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏବେ କରୋନା ୩ୟ ଲହର ଭୟ ଘାରିବା ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାର ବିଭିନ୍ନ ପ୍ରକାର ସ୍କିମ୍‌ ରାଜ୍ୟବାସୀଙ୍କ ଲାଗି ଘୋଷଣା କରି ପ୍ରସ୍ତୁତି ଚଳାଇଥିବା ବେଳେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମଧ୍ୟ…

୧୦ ଜିଲାକୁ ଘନ କୁହୁଡ଼ି ସତର୍କତା

ଭୁବନେଶ୍ୱର, ୬।୧(ବ୍ୟୁରୋ) – ସାରା ରାଜ୍ୟରେ ଏବେ ଶୀତ ଅନୁଭୂତ ହେଉଛି। କିନ୍ତୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଶୁକ୍ରବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୦ଟି ଜିଲାକୁ ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସେହି…

ଘରୋଇ ସଂସ୍ଥା ହାତକୁ ଯିବ ଭକ୍ତନିବାସ

ପୁରୀ ଅଫିସ,୬।୧: ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପାଇଁ ଥିବା ଭକ୍ତନିବାସକୁ ପ୍ରଶାସନ ଏବେ ଘରୋଇକରଣ କରିବାକୁ ଯୋଜନା ଚଳାଇଛି। ସୁଲଭ ମୂଲ୍ୟରେ ରହଣି ପାଇଁ ଥିବା ବଗଲା ଧର୍ମଶାଳାକୁ ବିକ୍ରି କରିଦିଆଯିବା ପରେ ଏହି ବିକଳ୍ପ ଶେଷ ହୋଇଥିଲା। ଏବେ ପୁଣି ଭକ୍ତନିବାସର…

ଋଣ ଚାପ ସହି ନ ପାରି ଆତ୍ମହତ୍ୟା

ବାହାନଗା, ୫ା୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତର ବାରିଙ୍ଗିଆ ଗ୍ରାମର ଜଣେ ଯୁବକ ଋଣଭାର ସହି ନ ପାରି ଆମତ୍ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସତ୍ୟାନନ୍ଦ ଦାସ(୪୦) ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଆଣି…

ଫେରିଲା ନାଇଟ୍‌ କର୍ଫ୍ୟୁ, ଏସବୁରେ କଟକଣା ଲଗାଇଲେ ରାଜ୍ୟ ସରକାର; ଜାଣନ୍ତୁ…

ଭୁବନେଶ୍ୱର,୫।୧(ବ୍ୟୁରୋ): ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କୋଭିଡ୍‌ ଗାଇଡଲାଇନ୍‌ ଜାରି କରାଯାଇଛି। ଏ ସଂକ୍ରାନ୍ତରେ ଏସ୍‌ଆର୍‌ସି ପ୍ରଦୀପ ଜେନାଙ୍କ ପକ୍ଷରୁ ଦିଆଯାଇଥିବା…

ଆସିଲା ଓମିକ୍ରନ ଟେଷ୍ଟ କିଟ୍‌

ଭୁବନେଶ୍ୱର,୫।୧(ବ୍ୟୁରୋ): ଓମିକ୍ରନ ଭାରିଆଣ୍ଟକୁ ନେଇ ରାଜ୍ୟରେ ଚିନ୍ତା ବଢ଼ୁଥିବା ବେଳେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେବେ ଏହା ଭିତରେ ଏକ ଆଶ୍ୱସ୍ତିକର ଖବର ଆସିଛି। ଓମିକ୍ରନ୍‌ ଭାରିଆଣ୍ଟ ଚିହ୍ନଟ ପାଇଁ ଆଉ ଜିନମ୍‌ ସିକ୍ୟୁଏନ୍‌ସିଂର ଆବଶ୍ୟକ ନାହିଁ। ଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri