ଡି’ଭିଲର୍ସ, ଗେଲ୍ଙ୍କ ଜର୍ସି ନମ୍ବରକୁ ଅବ୍ୟାହତି ଦେବ ଆର୍ସିବି
ବେଙ୍ଗାଲୁରୁ,୧୯।୩ : ଆସନ୍ତା ୨୬ତାରିଖରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ହଲ୍ ଅଫ୍ ଫେମ୍ ତାଲିକାରେ ଏବି ଡି’ ଭିଲର୍ସ ଓ କ୍ରିସ୍ ଗେଲ୍ଙ୍କ ନାମ ସ୍ଥାନ ପାଇବ। ଏହା ପରେ ଦୁଇ...
ଆଜି ଦ୍ୱିତୀୟ ଦିନିକିଆ: ସିରିଜ ବିଜୟ ଲକ୍ଷ୍ୟରେ ଭାରତ
ବିଶାଖାପାଟଣା,୧୯ା୩: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ରବିବାର ବିଶାଖାପାଟଣାରେ ଖେଳାଯିବ। ଓ୍ବାଙ୍ଖଡେରେ ସଂଘର୍ଷପୂର୍ଣ୍ଣ ବିଜୟ ପରେ ଲୋକେଶ ରାହୁଲ ଏବଂ ରବୀନ୍ଦ୍ର ଜାଡେଜାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ପ୍ରଥମ ଦିନିକିଆ ଖେଳି...
ଅଶ୍ୱିନଙ୍କୁ ନୂଆ ନାମ ଦେଲେ ହରଭଜନ
ନୂଆଦିଲ୍ଲୀ,୧୮।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ୱିନ ଦୁନିଆର ଏଭଳି ଜଣେ କ୍ରିକେଟର ଯିଏ ଖେଳ ସହ ଖେଳର ନିୟମକୁ ଭଲଭାବେ ଜାଣନ୍ତି। କ୍ରିକେଟ ନିୟମକୁ କ୍ରମାଗତ ଭାବେ ଚ୍ୟାଲେଞ୍ଜ କରି ସେ ବିବାଦକୁ ଆସିଥାନ୍ତି। ଏହାଛଡ଼ା...
ଡବ୍ଲ୍ୟୁଟିସି ଫାଇନାଲରେ କେ ଏଲ୍ ରାହୁଲଙ୍କୁ କରାଯାଉ ଭାରତର ଉଇକେଟକିପର: ଶାସ୍ତ୍ରୀ
ନୂଆଦିଲ୍ଲୀ,୧୮।୩: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ୭୫ ରନ୍ର ଇନିଂସ ଖେଳିବା ଦଳକୁ ବିଜେତା କରିବାରେ ପ୍ରମୁଖ ଯୋଗଦାନ ଦେଇଥିଲେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍ କେ ଏଲ୍ ରାହୁଲ। ଏକ ସମୟରେ ତାଙ୍କୁ ଦଳରୁ ବାଦ ଦିଆଯାଉ ବୋଲି କହୁଥିବା...
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ କେବେ? କେବେ, କେଉଁଠି ଦେଖିବେ ପ୍ରସାରଣ ଜାଣନ୍ତୁ…
ନୂଆଦିଲ୍ଲୀ,୧୮।୭: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ୨ୟ ମୁକାବିଲା ବିଶାଖାପାଟନମ୍ରେ ଖେଳାଯିବ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍ କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ଜିତି ସିରିଜ ଉପରେ କବ୍ଜା କରିବା ଲକ୍ଷ୍ୟରେ ଓହ୍ଲାଇବ। ସେହିଭଳି ଷ୍ଟିଭ୍...
ଲୋକପ୍ରିୟତା ହରାଉଛି ଦିନିକିଆ କ୍ରିକେଟ: ରୋମାଞ୍ଚକର କରିବାକୁ ମାଷ୍ଟର ବ୍ଲାଷ୍ଟରଙ୍କ ମାଷ୍ଟର ପ୍ଲାନ୍
ନୂଆଦିଲ୍ଲୀ,୧୮।୩: ଭାରତୀୟ ପୂର୍ବତନ ଅଧିନାୟକ ତଥା ତାରକା ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟର ଲୋକପ୍ରିୟତା ହ୍ରାସକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହାର ଫର୍ମାଟରେ ପରିବର୍ତ୍ତନ କରାଯିବା ଉଚିତ ବୋଲି କହିଛନ୍ତି। ଏଥିସହ...
୧୪ ନିୟୁତ ଡଲାର ଦେବାକୁ ରାଜି ହେଲା ୟୁନିଭର୍ସିଟି
ଓ୍ବିଲିୟମ୍ସବର୍ଗ (ୟୁଏସ୍),୧୮ା୩ (ଏପି): ଜଣେ ରେସ୍ଲର ଛାତ୍ରଙ୍କ ମୃତ୍ୟୁକୁ ନେଇ ଏକ ମାମଲାର ସମାଧାନ କରିବା ଲାଗି ସମ୍ପୃକ୍ତ ୟୁନିଭର୍ସିଟି ୧୪ ନିୟୁତରୁ ଅଧିକ ଆମେରିକୀୟ ଡଲାର ଦେବାକୁ ରାଜି ହୋଇଛି। ମୃତ ରେସ୍ଲର ୨୦ବର୍ଷୀୟ ଜୁନିୟର ଗ୍ରାଣ୍ଟ ବ୍ରେସ୍...
ସବିତା, ହାର୍ଦ୍ଦିକ ‘ପ୍ଲେୟର ଅଫ୍ ଦି ଇୟର’
ନୂଆଦିଲ୍ଲୀ, ୧୮ା୩: ହକି ଇଣ୍ଡିଆର ୫ମ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସବିତା ପୁନିଆ ଓ ହାର୍ଦ୍ଦିକ ସିଂ ଯଥାକ୍ରମେ ମହିଳା ଓ ପୁରୁଷ ବର୍ଗରେ ‘ପ୍ଲେୟର ଅଫ୍ ଦି ଇୟର’ ପୁରସ୍କାର ପାଇଛନ୍ତି। ୧୯୬୪...
ଆଇଏସ୍ଏଲ୍ ଫାଇନାଲ ଆଜି
ମାର୍ଗାଓ, ୧୮ା୩ (ପି.ଟି.): ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ଫାଇନାଲ ଶନିବାର ଏଠାରେ ଅନୁଷ୍ଠିତ ହେବ। ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏଟିକେ ମୋହନ ବାଗାନ (ଏଟିକେଏମ୍ବି) ଓ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ମ୍ୟାଚ ମ୍ୟାଚ ଖେଳାଯିବ। ମୋହନ ବାଗାନ ସହିତ...
ତ୍ରିସା-ଗାୟତ୍ରୀ ସେମିଫାଇନାଲରେ
ବର୍ମିଂହାମ୍, ୧୮ା୩ (ପି.ଟି.): ଅଲ୍ ଇଂଲଣ୍ଡ ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ରେ ଭାରତୀୟ ଯୋଡ଼ି ତ୍ରିସା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦ ସେମାନଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ୧୭ ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଯୋଡ଼ି...
କେଣ୍ଟ୍ ତରଫରୁ ଖେଳିବେ ଅର୍ଶଦୀପ
କେଣ୍ଟ, ୧୭ା୩: ଭାରତୀୟ ବାମହାତୀ ସିମ୍ ବୋଲର ଅର୍ଶଦୀପ ସିଂ ଆସନ୍ତା ଇଂଲିଶ କାଉଣ୍ଟି ସିଜନରେ ପ୍ରତିଭା ସମ୍ପନ୍ନ କେଣ୍ଟ୍ ତରଫରୁ ୫ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବେ। ଏହାଦ୍ୱାରା ରେଡ୍ ବଲରେ ତାଙ୍କ ଦକ୍ଷତା ବୃଦ୍ଧି ପାଇବ। କାଉଣ୍ଟି...
ଆଇପିଏଲ୍ ପୂର୍ବରୁ ରେକର୍ଡ ଭାଙ୍ଗିଲା ଆର୍ସିବି-ସିଏସ୍କେ ମ୍ୟାଚ୍ !
ନୂଆଦିଲ୍ଲୀ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ୍-୨୦୨୩ର ଆରମ୍ଭ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ନାମେଣ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ଏଭଳି ଦୁଇଟି ଟିମ୍, ଯାହାର ପ୍ରଶଂସକ ବହୁତ ଅଧିକ ଅଛନ୍ତି। ହେଲେ ଉଭୟ ଟିମ୍ର...
Archives


