Posted inଖେଳ

କେଣ୍ଟ୍‌ ତରଫରୁ ଖେଳିବେ ଅର୍ଶଦୀପ

କେଣ୍ଟ, ୧୭ା୩: ଭାରତୀୟ ବାମହାତୀ ସିମ୍‌ ବୋଲର ଅର୍ଶଦୀପ ସିଂ ଆସନ୍ତା ଇଂଲିଶ କାଉଣ୍ଟି ସିଜନରେ ପ୍ରତିଭା ସମ୍ପନ୍ନ କେଣ୍ଟ୍‌ ତରଫରୁ ୫ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବେ। ଏହାଦ୍ୱାରା ରେଡ୍‌ ବଲରେ ତାଙ୍କ ଦକ୍ଷତା ବୃଦ୍ଧି ପାଇବ। କାଉଣ୍ଟି ଚାମ୍ପିୟନଶିପ୍‌ ମ୍ୟାଚଗୁଡ଼ିକ ଜୁନ୍‌ ଓ ଜୁଲାଇରେ ଚାଲିବ। ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ୍‌ଙ୍କ ପରାମର୍ଶ କ୍ରମେ ଅର୍ଶଦୀପ କାଉଣ୍ଟି କ୍ରିକେଟ ଖେଳିବାକୁ ଯାଉଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅର୍ଶଦୀପ ଗତ ନଭେମ୍ବରରେ ନ୍ୟୁଜିଲାଣ୍ଡରେ ତାଙ୍କର ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଇତିମଧ୍ୟରେ ସେ ଭାରତ ପାଇଁ ୨୯ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଲେଣି। ଏବେ କେଣ୍ଟ ତରଫରୁ ଖେଳିବାରେ ସେ ଚତୁର୍ଥ ଭାରତୀୟ ହେବାକୁ ଯାଉଛନ୍ତି। ପୂର୍ବରୁ ଖେଳିଥିଲେ କନଓ୍ବର ସମଶେର ସିଂ, ବର୍ତ୍ତମାନ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଥିବା ରାହୁଲ ଡ୍ରାଭିଡ୍‌ ଏବଂ ୨୦୨୨ରେ ନବଦୀପ ସଇନି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛେତ୍ରୀ ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ, ୧୦ା୭ (ପି.ଟି.)-ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ବର୍ଷର ଶ୍ରେଷ୍ଠ ପୁରୁଷ ଫୁଟ୍‌ବଲର ଭାବେ ମନୋନୀତ କରିଛି। ସେ ରେକର୍ଡ ୬ଷ୍ଠ...

ଟସ୍‌ ଜିତିଲା ବେଙ୍ଗାଲୁରୁ: ଆରମ୍ଭରୁ ବଡ଼ ଝଟ୍‌କା

ଚେନ୍ନାଇ, ୧୮।୪: ଆଇପିଏଲର ୧୪ ତମ ସିଜିନର ଦଶମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଅଧିନାୟକ ବିରାଟ କୋହଲି କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଟସ...

ଓ୍ବେଷ୍ଟଇଣ୍ଡିଜ୍‌ର ବିପଜ୍ଜନକ ଖେଳ ନେଇ ଫିଞ୍ଚ୍‌ ଚିନ୍ତିତ

ନଟିଂହାମ, ୬।୬ (ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ରେ ଗୁରୁବାର ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌...

ଦୁଲୀପ ଟ୍ରଫି : କଲ୍‌ସୀଙ୍କ ଶତକ, ନାୟାର ୯୯

ବେଙ୍ଗାଲୁରୁ,୨୪।୮(ପି.ଟି.)- ଅଲୁରସ୍ଥିତ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେ.ଏସ୍‌.ସି.ଏ.) ଗ୍ରାଉଣ୍ଡରେ ଚାଲିଥିବା ଇଣ୍ଡିଆ ରେଡ ବିପକ୍ଷ ଦୁଲୀପ ଟ୍ରଫି ମ୍ୟାଚ୍‌ରେ ଇଣ୍ଡିଆ ବ୍ଲୁ ପ୍ରାରମ୍ଭିକ ବ୍ୟାଟି...

ସ୍ବତନ୍ତ୍ର କ୍ଲବରେ ଓ୍ବାଟଲିଂ

ମାଉଣ୍ଟ ମାଉନଗାନୁଇ,୨୪।୧୧- ଶହେରୁ ଅଧିକ ବର୍ଷର ଟେଷ୍ଟ ଇତିହାସରେ ଏପର୍ଯ୍ୟନ୍ତ କେବଳ ୯ ଜଣ ଉଇକେଟକିପର ବ୍ୟାଟ୍ସମ୍ୟାନ ଦ୍ୱିଶତକ ହାସଲ କରିଛନ୍ତି। ଏହି କ୍ଲବରେ ସଦ୍ୟତମ...

ମହିଳା ଟି୨୦: ଭାରତ ସିରିଜ ବିଜୟୀ

ସୁରଟ,୨।୧୦(ପି.ଟି.)- ୧୫ ବର୍ଷୀୟା ସେଫାଳି ବର୍ମାଙ୍କ ଉପଯୋଗୀ ବ୍ୟାଟିଂ ଓ ପୁନମ ଯାଦବଙ୍କ ଦମ୍‌ଦାର ବୋଲିଂ ବଳରେ ଭାରତୀୟ ମହିଳା ଦଳ ମଙ୍ଗଳବାର ଏଠାରେ ଅନୁଷ୍ଠିତ...

ଆଇପିଏଲ୍‌ ଖେଳିବାକୁ ମନା କରିଦେଲେ ଏହି କ୍ରିକେଟର, ବଦଳରେ ଫିଞ୍ଚଙ୍କୁ ଆଣିଲା…

ନୂଆଦିଲ୍ଲୀ,୧୨।୩: ଆଇପିଏଲ ଖେଳିବେ ନାହିଁ ବୋଲି ମନା କଲେ ଆଉ ଜଣେ ଜଣେ ଇଂଲଣ୍ଡ ଖେଳାଳି। ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ କରୋନା ଜନିତ ବାୟୋ...

ଟସ୍‌ ଜିତିଲା ଭାରତ

ମୁମ୍ବାଇ,୩।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ବିରାଟ କୋହଲି...

Advertisement
Archives

Model This Week