ବଡ଼ କୀର୍ତ୍ତିମାନ ହାସଲ କଲେ ଅଶ୍ୱିନ-ଜାଡେଜା ଯୋଡି
ତ୍ରିନିଦାଦ,୨୪।୭: ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତୀୟ ସ୍ପିନର ଆର ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜାଙ୍କ ଯୋଡି କମାଲ କରିଛନ୍ତି। ଟେଷ୍ଟ କ୍ରିକେଟରେ ୫୦୦ ଉଇକେଟ ନେଇ ଅଶ୍ୱିନ ଏବଂ ଜାଡେଜାଙ୍କ ଯୋଡି ଦ୍ୱିତୀୟ ଭାରତୀୟ ଯୋଡି ହୋଇପାରିଛନ୍ତି। ଏହାପୂର୍ବରୁ…
ଇତିହାସ ରଚିଲା ଭାରତ
ତ୍ରିନିଦାଦ,୨୪।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଅନେକ ବଡ଼ ରେକର୍ଡ ହୋଇଥିଲା ଏବଂ ଭାଙ୍ଗିଥିଲା ମଧ୍ୟ। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନ ଟି-୨୦ ଭଳି ବ୍ୟାଟିଂ କରିଥିଲେ। ଫଳରେ ଭାରତ ନାଁରେ ଦୁଇଟି ବଡ…
ଏମର୍ଜିଂ ପୁରସ୍କାର ଯୋଜନା
ଭୁବନେଶ୍ୱର, ୨୪।୭(ତପନ ସ୍ବାଇଁ): ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗର ଅବସରପ୍ରାପ୍ତ ପ୍ରଶାସନିକ ଓ ବୈଷୟିକ ଅଧିକାରୀ ସଂଘର ବାର୍ଷିକ ବୈଠକ ରବିବାର ପୁରୀସ୍ଥିତ ୟୁଥ୍ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ପରାମର୍ଶଦାତା ବୋର୍ଡ ଗଠନ କରାଯାଇଛି। ଏଥିରେ…
ଶୁଟିଂ: ଖୋର୍ଦ୍ଧା ଦଳଗତ ଚାମ୍ପିୟନ
ଭୁବନେଶ୍ୱର, ୨୪ା୭(ବିଜୟ ରଣା): ରାଜ୍ୟ ଶୁଟିଂ ପ୍ରତିଯୋଗିତାର ଦ୍ୱାଦଶ ସଂସ୍କରଣ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଉଦ୍ଯାପିତ ହୋଇଯାଇଛି। ଓଡ଼ିଶା ରାଇଫଲ ସଂଘ ତରଫରୁ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଉଭୟ କଳିଙ୍ଗ ଷ୍ଟାଡିୟମ ଓ…
ମିଲ୍ଖା, ଉଷାଙ୍କୁ ଏସ୍ଜେଏଫ୍ଆଇ ପଦକ
ଭୁବନେଶ୍ୱର, ୨୪।୭ (ତପନ ସ୍ବାଇଁ): ସ୍ପୋଟର୍ସ ଜର୍ନାଲିଷ୍ଟ ଫେଡେରେଶନ ଅଫ୍ ଇଣ୍ଡିଆ (ଏସଜେଏଫ୍ଆଇ)ର ବାର୍ଷିକ ସାଧାରଣ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ ରବିବାର ଅହବଦାବାଦରେ ଅନୁଷ୍ଠିତ ହୋଇଯାଇଛି। ଫ୍ଲାଇଂ ଶିଖ୍ ମିଲ୍ଖା ସିଂ ଏବଂ ଟ୍ରାକ୍ ଷ୍ଟାର ପି.ଟି. ଉଷାଙ୍କୁ ସମ୍ମାନଜନକ…
ଓଡ଼ିଶାରୁ ଭାଗନେବେ ୧୮ ଆଥ୍ଲେଟ
ଭୁବନେଶ୍ୱର, ୨୪।୭ (ତପନ ସ୍ବାଇଁ): ଓ୍ବାଲର୍ଡ ୟୁନିଭର୍ସିଟି ଗେମ୍ସ ଚାଇନାର ଚେଙ୍ଗଡୁଠାରେ ଚଳିତ ମାସ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାରତରୁ ମୋଟ ୩୨୫ ଜଣିଆ ପ୍ରତିନିଧି ଦଳ ଅଂଶଗ୍ରହଣ କରିବ। ଏହା ମଧ୍ୟରେ ଓଡ଼ିଶାର ୨୯…
ଅନ୍ତର୍ଜାତୀୟ କ୍ରିକେଟରୁ ଲାହିରୁ ଥିରିମାନେଙ୍କ ଅବସର
ଚେନ୍ନାଇ,୨୩ା୭: ଶ୍ରୀଲଙ୍କା ବ୍ୟାଟର ଲାହିରୁ ଥିରିମାନେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଫଳରେ ତାଙ୍କ ୧୨ବର୍ଷ କ୍ୟାରିୟରର ଅନ୍ତ ଘଟିଛି। ଶ୍ରୀଲଙ୍କାର ଏହି ୩୩ ବର୍ଷୀୟ ଖେଳାଳମି ୨୦୧୦ରେ ପଦାର୍ପଣ କରିଥିଲେ। ୪୪ ଟେଷ୍ଟ, ୧୨୭ ଅନ୍ତର୍ଜାତୀୟ ଦିନିକିଆ ଏବଂ…
ଏମର୍ଜିଂ ଏସିଆ କପ୍: ପାକିସ୍ତାନ ‘ଏ’ ଚାମ୍ପିୟନ
କଲମ୍ବୋ,୨୩ା୭: ଏମର୍ଜିଂ ଏସିଆ କପ୍ ଫାଇନାଲରେ ପାକିସ୍ତାନ ‘ଏ’ ଚମତ୍କାର ପ୍ରଦର୍ଶନ କରି ଭାରତ ‘ଏ’କୁ ପରାସ୍ତ କରିଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ହେଲେ ଆମନ୍ତ୍ରଣ ପାଇ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦…
ଦ୍ୱିତୀୟ ଟେଷ୍ଟରେ ସିରାଜଙ୍କୁ ମିଳିଲା ସଫଳତା
ପୋର୍ଟ ଅଫ୍ ସ୍ପେନ୍, ୨୩ା୭ : ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ସିରିଜ୍ର ଦ୍ୱିତୀୟ ମ୍ୟାଚରେ ଭାରତର ମହମ୍ମଦ ସିରାଜଙ୍କୁ ୫ ଉଇକେଟ ସଫଳତା। କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ସିରାଜ ୫ ଉଇକେଟ ସଫଳତା ହାସଲ କରିଥିବା ବେଳେ ଘରୋଇ ଦଳ…
ଖେଳାଳି ରହୁଥିବା ହୋଟେଲରେ ଅଗ୍ନିକାଣ୍ଡ
ଅକଲାଣ୍ଡ ୨୩ା୭: ଫିଫା ମହିଳା ଫୁଟବଲ୍ ବିଶ୍ୱକପ୍ ପାଇଁ ନ୍ୟୁଜିଲାଣ୍ଡ ଖେଳାଳି ରହୁଥିବା ହୋଟେଲରେ ନିଆଁ ଲାଗି ଯିବାରୁ ସମସ୍ତ ଖେଳାଳିଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ୩୪ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ସୋମବାର ତାଙ୍କୁ କୋର୍ଟରେ ହାଜର…
ଭାରତକୁ ବିଶାଳ ଲକ୍ଷ୍ୟ ଦେଲା ପାକିସ୍ତାନ
କଲମ୍ବୋ,୨୩ା୭: ଏମଜର୍ିଂ ଏସିଆ କପ୍ ଫାଇନାଲରେ ଭାରତ ‘ଏ’କୁ ବିଶାଳ ଲକ୍ଷ୍ୟ ଦେଇଛି ପାକିସ୍ତାନ ‘ଏ’। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ୍ ହରାଇ ୩୫୨ ରନ୍ ସଂଗ୍ରହ…
ସାତ୍ତ୍ୱିକ-ଚିରାଗ ଯୋଡ଼ି ରଚିଲେ ଇତିହାସ
ୟେସୁ(କୋରିଆ), ୨୩ା୭: ଭାରତର ଷ୍ଟାର ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି କୋରିଆ ଓପନ ସୁପର ୫୦୦ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ଜିତିଛନ୍ତି। ଫାଇନାଲରେ ଫାଇନାଲରେ ସେମାନେ ବିଶ୍ୱର ନମ୍ବର-୧ ଯୋଡି ଇଣ୍ଡୋନେସିଆର ଫଜାର ଅଲ୍ଫିଆନ ଓ ମହମ୍ମଦ ରିଆନ୍…

