ୟୁଏସ୍ ଓପନ୍: ଜୋକୋଭିଚ୍, ଓସାକଙ୍କୁ ଟପ୍ ସିଡ୍
ନ୍ୟୁୟର୍କ, ୨୨।୮ (ଏଏଫ୍ପି)- ଚଳିତ ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍ ଓପନ୍ ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି। ଏହି ସମ୍ମାନଜନକ ଟେନିସ ପ୍ରତିଯୋଗିତାର ଏହା ହେବ ୧୩୯ତମ ସଂସ୍କରଣ। ସର୍ବିୟା ତାରକା ନୋଭାକ ଜୋକୋଭିଚ୍…
ଭାରତୀୟ ଯୁବତୀଙ୍କୁ ବିବାହ କରିବେ ଅଷ୍ଟ୍ରେଲିଆର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍
ପାକିସ୍ତାନ କ୍ରିକେଟର ହସନ ଅଲ୍ଲୀଙ୍କ ପରେ ଏବେ ଆଉ ଜଣେ ବିଦେଶୀ କ୍ରିକେଟର୍ ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଛନ୍ତି। ଖୁବଶିଘ୍ର ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣପଡିଛି। ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ…
ଅପିଲ୍ କରି ତଳେ ପଡିଗଲେ ବୋଲର, ଆଉଟ ଦେବା ପରିବର୍ତ୍ତେ ହସିଲେ ଅମ୍ପାୟାର
ଲଣ୍ଡନ, ୨୨।୮: ସସେକ୍ସ ଏବଂ ମିଡିଲସେକ୍ସ ମଧ୍ୟରେ ଖେଳାଯାଉଥିବା ଏକ କାଉଣ୍ଟିଂ ମ୍ୟାଚରେ ଏକ ଭିନ୍ନ ନଜାରା ଦେଖିବାକୁ ମିଳିଛି। ମିଡିଲସେକ୍ସର ବ୍ୟାଟ୍ସମ୍ୟାନ୍ ଜେମ୍ସ ହ୍ୟାରିସ୍ ବ୍ୟାଟିଂ କରୁଥିବାବେଳେ ତାଙ୍କୁ ବୋଲିଂ କରୁଥିଲେ ସସେକ୍ସର ବୋଲର ଟମ୍ ହେନ୍ସ। ଏକ ବଲ୍ରେ…
ସଚିନଙ୍କ ଗୋଟିଏ ରେକର୍ଡ ଭାଙ୍ଗିପାରିବେନି କୋହଲି: ସେହଓ୍ବାଗ
ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି କ୍ରିକେଟ ପିଚରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛନ୍ତି। ହେଲେ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ଅଛି ଯାହା କୋହଲିଙ୍କୁ ଭାଙ୍ଗିବା ପାଇଁ କଷ୍ଟକର ହୋଇପାରେ ବୋଲି ଭାରତୀୟ ଦଳର ପୂର୍ବତନ…
ଆଶେସ ତୃତୀୟ ଟେଷ୍ଟ: ସ୍ମିଥ୍ଙ୍କ ଅନୁପସ୍ଥିତିରୁ ଫାଇଦା ଉଠାଇବ ଇଂଲଣ୍ଡ
ଲିଡ୍ସ,୨୨।୮(ଏଏଫ୍ପି)- ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସର ତୃତୀୟ ଟେଷ୍ଟ ଗୁରୁବାରଠାରୁ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୨୫୧ ରନରେ ବିଜୟୀ ହୋଇଥିଲା। ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଟେଷ୍ଟ ଅମୀମାଂସିତ ରହିବାରୁ ଅଷ୍ଟ୍ରେଲିଆ ଏହି ୫ ମ୍ୟାଚ୍…
କୁମ୍ବଲେ ଚୟନ କମିଟିର ଅଧ୍ୟକ୍ଷ ହେବା ଦରକାର: ସେହ୍ବାଗ
ନୂଆଦିଲ୍ଲୀ, ୨୨।୮ (ପି.ଟି.)- ଖେଳାଳିଙ୍କ ମନୋବଳ ବଢ଼ାଇବାର ଦକ୍ଷତା କିମ୍ବଦନ୍ତୀ ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେଙ୍କ ନିକଟରେ ରହିଛି। ତେଣୁ ଚୟନ କମିଟିର ଅଧ୍ୟକ୍ଷ ହେବା ପାଇଁ କୁମ୍ବଲେ ଜଣେ ଉପଯୁକ୍ତ ପାର୍ଥୀ। କିନ୍ତୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ…
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍: ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରୁ ଭାରତର ଅଭିଯାନ
ନର୍ଥ ସାଉଣ୍ଡ(ଆଣ୍ଟିଗୁଆ), ୨୨।୮(ପି.ଟି.)- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପ୍ରାରମ୍ଭିକ ସଂସ୍କରଣରେ ଭାରତ ଗୁରୁବାରଠାରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ରୁ ତା’ର ଅଭିଯାନ ଆରମ୍ଭ କରିବ। ସ୍ଥାନୀୟ ଭିଭିଆନ ରିଚାଡର୍ସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ବିଜୟୀ ହୋଇ ବିରାଟ…
ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ହକି ଭାରତୀୟ ମହିଳା, ପୁରୁଷ ଦଳ ଚାମ୍ପିୟନ
ଟୋକିଓ(ଜାପାନ), ୨୨।୮- ଏଠାରେ ଅନୁଷ୍ଠିତ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ହକି ଟୁର୍ନାମେଣ୍ଟରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ମହିଳା ଦଳ ଜାପାନକୁ ୨-୧ ଗୋଲରେ ହରାଇଥିବାବେଳେ ପୁରୁଷ ଦଳ ନ୍ୟୁଜିଲାଣ୍ଡକୁ ୫-୦…
ଲିଲିମା ଖେଳିଲେ ୧୫୦ତମ ମ୍ୟାଚ
ନୂଆଦିଲ୍ଲୀ, ୨୨।୮- ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍ ଟେଷ୍ଟ ଇଭେଣ୍ଟ ମହିଳା ହକିର ଜାପାନ ବିପକ୍ଷ ଫାଇନାଲ ଖେଳି ଏକ ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି ଓଡ଼ିଶାର ଲିଲିମା ମିଞ୍ଜ। ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ୨୫ ବର୍ଷୀୟ ଲିଲିମାଙ୍କ ପାଇଁ ଏହାଥିଲା ୧୫୦ତମ…
ଡୁରାଣ୍ଡ କପ୍ ଫାଇନାଲରେ ଗୋକୁଳମ କେରଳ
କୋଲକାତା, ୨୧।୮ (ପି.ଟି.): ସପ୍ତଦଶଥର ପାଇଁ ସମ୍ମାନଜନକ ଡୁରାଣ୍ଡ କପ୍ ଟାଇଟଲ୍ ଜିତିବାକୁ ଲକ୍ଷ୍ୟ ରଖିଥିବା ଇଷ୍ଟ ବେଙ୍ଗଲକୁ ଶେଷରେ ନିରାଶ ହେବାକୁ ପଡ଼ିଛି। ବୁଧବାର ଖେଳାଯାଇଥିବା ଏକ ରୋମାଞ୍ଚକ ସେମିଫାଇନାଲ ମୁକାବିଲାରେ ଇଷ୍ଟ ବେଙ୍ଗଲକୁ ୨-୩ ଗୋଲରେ ପରାସ୍ତ କରି…
ବିଶ୍ୱ ଚାମ୍ପିୟନଶିପ୍: ସିନ୍ଧୁଙ୍କ ବିଜୟ ଅଭିଯାନ
ବାସେଲ(ସୁଇଜରଲାଣ୍ଡ), ୨୧।୮ (ପି.ଟି.): ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ବ୍ୟାଡ୍ମିଣ୍ଟନର ସର୍ବୋଚ୍ଚ ପ୍ରତିଯୋଗିତା ବିଶ୍ୱ ଚାମ୍ପିୟନଶିପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ୨ୟ ରାଉଣ୍ଡର ଏକ ମୁକାବିଲାରେ ସେ ୨୧-୧୪,…
ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ଉଦ୍ଯାପିତ
ରିଷିଡା,୨୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ବୁଧବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ୧୫୧ଜଣ ପ୍ରତିଯୋଗୀ କବାଡି, ଖୋଖୋ ଓ ଫୁଟବଲ ଖେଳରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ମନୋନୀତ…

