ଅଷ୍ଟ୍ରେଲିଆକୁ ହରାଇ ବ୍ରୋଞ୍ଜ ପଦକ ହାତେଇଲା ସୁଇଡେନ୍
ବ୍ରିସ୍ବେନ୍,୧୯ା୮: ମହିଳା ଫୁଟବଲ ବିଶ୍ୱକପ୍ର ଶନିବାର ଖେଳା ଯାଇଥିବା ତୃତୀୟ ସ୍ଥାନ ମୁକାବିଲାରେ ସୁଇଡେନ୍ ଘରୋଇ ଅଷ୍ଟ୍ରେଲିଆକୁ ୨-୦ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ସୁଇଡେନ୍ର ଫ୍ରିଡୋଲିନା ରୋଲ୍ଫୋ(୩୦ ମିନିଟ) ଓ କୋସୋଭେରେ ଆସଲାନି(୬୨ ମିନିଟ) ଗୋଟିଏ ଲେଖାଏ…
ଏସିଆ କପ: ଓପନିଂ ମ୍ୟାଚ ଦେଖିବାକୁ ଜୟ ଶାହାକୁ ଆମନ୍ତ୍ରଣ କଲା ପିସିବି…
କୋଲକାତା,୧୯।୮ : ଏସିଆ କପ କ୍ରିକେଟ ଟୁର୍ନାମେଣ୍ଟ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଶେଷ ମ୍ୟାଚ ସେପ୍ଟେମ୍ବର ୧୭ରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟର ୪ ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ। ସେଥିମଧ୍ୟରୁ ଗୋଟିଏ ମ୍ୟାଚ ମୁଲତାନରେ ଖେଳାଯିବ। ସେହିପରି…
ଅଣ୍ଡର-୧୯ ବିଶ୍ୱକପ୍ ଲାଗି ଯୋଗ୍ୟତା ହାସଲ କଲା ଆମେରିକା
ନୂଆଦିଲ୍ଲୀ,୧୯।୮: ଆସନ୍ତା ବର୍ଷ ଶ୍ରୀଲଙ୍କାରେ ହେବାକୁ ଥିବା ଆଇସିସି ଅଣ୍ଡର-୧୯ ବିଶ୍ୱକପ୍ ଲାଗି ଆମେରିକା ଯୋଗ୍ୟତା ହାସଲ କରିଛି। ଯୋଗ୍ୟତା ପ୍ରତିଯୋଗିତାର ୬ ମ୍ୟାଚ୍ରୁ ୫ ମ୍ୟାଚ୍ରେ ବିଜେତା ହୋଇ ଦଳ ଶୀର୍ଷ ସ୍ଥାନ ହାସଲ କରିଥିଲା। ତେବେ କାନାଡାର ଆମେରିକା…
ଦ୍ୱିତୀୟ ମ୍ୟାଚ୍ ବିଜୟ ଲକ୍ଷ୍ୟରେ ଭାରତ
ଡବ୍ଲିନ୍,୧୭ା୮: ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ରବିବାର ଦ୍ୱିତୀୟ ମ୍ୟାଚ୍ ଡବଲିନ୍ ଦ ଭିଲେଜ୍ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଜିତି ଭାରତ ସିରିଜ୍ ବିଜୟୀ ହେବାକୁ ପୟାସ କରିବ। ପ୍ରଥମ ମ୍ୟାଚରେ ଭାରତ ପ୍ରଭାବୀ ବୋଲିଂ କରିଥିଲା।…
ଗାଙ୍ଗୁଲି କହିଲେ ‘ତିଳକ ନଂ-୪ ପାଇଁ ଉପଯୁକ୍ତ ଖେଳାଳି’
ନୂଆଦିଲ୍ଲୀ,୧୯।୮: ଭାରତୀୟ କ୍ରିକେଟ ଟିମ୍ରେ ଚାରି ବର୍ଷ ଧରି ନମ୍ବର-୪ରେ କିଏ ବ୍ୟାଟିଂ କରିବ ସେ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଗତ ବର୍ଷ ଶ୍ରେୟାସ ଆୟାର ଉକ୍ତ ସ୍ଥାନ ଲାଗି ଫିଟ୍ ଭଳି ଲାଗୁଥିଲେ। ହେଲେ ଆହତ ସମସ୍ୟା ଯୋଗୁ…
ଷ୍ଟୋକ୍ସଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଟିମ୍ ପେନ୍
ନୂଆଦିଲ୍ଲୀ,୧୯।୮: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଅଧିନାୟକ ଟିମ୍ ପେନ୍ ସନ୍ନ୍ୟାସରୁ ପ୍ରତ୍ୟାବର୍ତ୍ତନ କରିଥିବା ଇଂଲଣ୍ଡର କିମ୍ବଦନ୍ତୀ କ୍ରିକେଟର ବେନ୍ ଷ୍ଟୋକ୍ସଙ୍କ ସମାଲୋଚନା କରିଛନ୍ତି। ୩୨ ବର୍ଷୀୟ ଷ୍ଟୋକ୍ସ ଗତ ବର୍ଷ ଦିନିକିଆ ଫର୍ମାଟରୁ ଅବସର ନେଇଥିଲେ। ହେଲେ ସେ ଏବେ ପ୍ରତ୍ୟାବର୍ତ୍ତନ…
‘ବୁମ୍ରାଙ୍କ ଏଭଳି ବୋଲିଂ ଦେଖିବାକୁ ସମସ୍ତେ ଅପେକ୍ଷା କରିଥିଲେ’
ଡବଲିନ୍,୧୯।୮: ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜର ପ୍ରଥମ ମୁକାବିଲା ପରେ ଅଧିନାୟକ ତଥା ଷ୍ଟାର ବୋଲର ଜସପ୍ରିତ ବୁମ୍ରାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଲେଗ୍ ସ୍ପିନର ରବି ବିଶ୍ନୋଇ। ସମସ୍ତେ ବୁମ୍ରାଙ୍କୁ ଏଭଳି ପ୍ରଦର୍ଶନ କରୁଥିବା ଦେଖିବାକୁ ଚାହୁଁଥିଲେ ବୋଲି ସେ…
ବୋଲିଂ ଟେଷ୍ଟ ପାସ୍ କଲେ ବୁମ୍ରା ! ଏସିଆ କପ୍ ଟିମ୍ରେ ମିଳିପାରେ ସୁଯୋଗ…
ନୂଆଦିଲ୍ଲୀ,୧୯।୮: ଟିମ୍ ଇଣ୍ଡିଆର ଷ୍ଟାର ବୋଲରଙ୍କ ମଧ୍ୟରୁ ଜସପ୍ରିତ ବୁମ୍ରା ଅନ୍ୟତମ। ହେଲେ ଆହତ କାରଣରୁ ସେ ଦୀର୍ଘଦିନ ଧରି ଦଳରୁ ବାଦ୍ ପଡ଼ିଥିଲେ। ଏବେ ସେ ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶୁକ୍ରବାର ସିରିଜର ପ୍ରଥମ ମୁକାବିଲା…
ଦମ୍ଦାର ବୋଲିଂ ଯୋଗୁ ବୁମ୍ରାଙ୍କୁ ମିଳିଲା ପୁରସ୍କାର ରାଶି
ଡବଲିନ୍,୧୯।୮: ଟି -୨୦ସିରିଜର ପ୍ରଥମ ମ୍ୟାଚରେ ଭାରତ ଆୟର୍ଲାଣ୍ଡକୁ ୨ ରନରେ ପରାସ୍ତ କରିଛି। ଟିମ ଇଣ୍ଡିଆର ବିଜୟରେ କ୍ୟାପଟେନ ଯସପ୍ରୀତ ବୁମ୍ରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ତାଙ୍କୁ ‘ପ୍ଲେୟାର ଅଫ ଦ ମ୍ୟାଚ’ ଭାବରେ ଚୟନ କରାଯାଇଛି। ବୁମ୍ରା…
ଦିଲ୍ଲୀରେ ଏସିଆ କପ ପାଇଁ ଚୟନ କରାଯିବ ଭାରତୀୟ ଦଳ, ଚୟନ କମିଟି ବୈଠକରେ ଯୋଗଦେବେ ରୋହିତ
ନୂଆଦିଲ୍ଲୀ,୧୯।୮: ଅଜିତ ଅଗରକରଙ୍କ ନେତୃତ୍ୱରେ ବିସିସିଆଇର ପୁରୁଷ ବରିଷ୍ଠ ଚୟନ କମିଟିର ବୈଠକ ଦିଲ୍ଲୀରେ ସୋମବାର ଅର୍ଥାତ୍ ଅଗଷ୍ଟ ୨୧ରେ ବସିବ। ଏହାର ପ୍ରମୁଖ ଖେଳାଳିଙ୍କ ଆଘାତ ଚିନ୍ତା ମଧ୍ୟରେ ଏସିଆ କପ ଏବଂ ବିଶ୍ୱକପ ପାଇଁ ଭାରତୀୟ ଦଳ ଏ…
ଡବଲ୍ସରେ ଓଡ଼ିଶାର ଆହାନଙ୍କୁ ଟାଇଟଲ
ଭୁବନେଶ୍ୱର, ୧୯।୮ (ତପନ ସ୍ବାଇଁ): ଛତିଶଗଡ଼ର ରାୟପୁରଠାରେ ଅନୁଷ୍ଠିତ ଏଆଇଟିଏ ୧୬ ବର୍ଷରୁ କମ୍ ଚାମ୍ପିୟନଶିପ୍ ସିରିଜ ଟେନିସ ଟୁର୍ନାମେଣ୍ଟର ଡବଲ୍ସ ଇଭେଣ୍ଟରେ ଓଡ଼ିଶାର ଆହାନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ଏହି ପ୍ରତିଯୋଗିତା ପାଇଁ ତାଙ୍କର ପାର୍ଟନର ଥିଲେ ପଶ୍ଚିମବଙ୍ଗର ସଙ୍କଳ୍ପ…
କିଶୋରଙ୍କୁ ହଙ୍ଗେରୀ ଭିଜା ମିଳିଲା
ନୂଆଦିଲ୍ଲୀ, ୧୯।୮ (ପି.ଟି.): ଭାରତୀୟ ଜାଭେଲିନ ତାରକା ଓଡ଼ିଶାର କିଶୋର କୁମାର ଜେନାଙ୍କୁ ହଙ୍ଗେରୀ ଯାତ୍ରା ପାଇଁ ଭିଜା ମିଳିଛି। ଫଳରେ ସେ ଶନିବାରଠାରୁ ୨୭ ତାରିଖ ପର୍ଯ୍ୟନ୍ତ ବୁଦାପେଷ୍ଟରେ ହେବାକୁଥିବା ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ରେ ଅଂଶଗ୍ରହଣ କରିପାରିବେ। ଶୁକ୍ରବାର ସକାଳେ…

