ଯୌନ ଉତ୍ପିଡନ ଅଭିଯୋଗ ମଧ୍ୟରେ ବ୍ରିଜଭୂଷଣଙ୍କ ଶାୟରି
ନୂଆଦିଲ୍ଲୀ,୧୧।୬: ମହିଳା ରେସଲରଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ ଅଭିଯୋଗ ହୋଇଥିବା ବେଳେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ବିଦାୟୀ ଅଧ୍ୟକ୍ଷ ତଥା ଭାରତୀୟ ଜନତା ପାର୍ଟି(ଭାଜପା)ସାଂସଦ ଉତ୍ତରପ୍ରଦେଶର ଗୋଣ୍ଡାଠାରେ ଏକ ମେଗା ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ତାଙ୍କ…
ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍: ଭାରତ ସମ୍ମୁଖରେ ୪୪୪ ରନର ବିଜୟ ଲକ୍ଷ୍ୟ…
ଲଣ୍ଡନ,୧୦।୬ : ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଦ୍ୱିତୀୟ ପର୍ଯ୍ୟାୟର ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ଭେଟିଛି। ଲଣ୍ଡନର କେନିଂଟନ ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ସାମ୍ନାରେ ୪୪୪ ରନର ବିଜୟ ଲକ୍ଷ୍ୟ ରହିଛି। ଭାରତୀୟ…
ଟିମ୍ ଇଣ୍ଡିଆରେ ରିଷଭ ପନ୍ତଙ୍କ ଅନୁପସ୍ଥିତି ପରିଲକ୍ଷିତ ହେଉଛି: ଡବ୍ଲୁଟିସି ମ୍ୟାଚକୁ ନେଇ ଏଭଳି କହିଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୧୦।୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଓଭାଲରେ ଚାଲିଛି। ଅଷ୍ଟ୍ରେଲିଆ ଟିମ୍ ୪୬୯ ରନ ସ୍କୋର କରିଥିବା ବେଳେ ଏହାର ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୨୯୬ ରନ୍ରେ ସୀମିତ ରହିଥିଲା। ଏହି…
ପିବି ଆଥ୍ଲେଟିକ କୋଚିଂ ସେଣ୍ଟର ଚାମ୍ପିୟନ
ଭୁବନେଶ୍ୱର,୧୦ା୬ (ସ୍ପୋଟର୍ସ ବ୍ୟୁରୋ) କଟକ ଜିଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଦୁଇ ଦିନ ଧରି କଟକସ୍ଥିତ ସତ୍ୟବ୍ରତ ଷ୍ଟାଡିୟମରେ କଟକ ଜିଲା ବାର୍ଷିକ ଆଥ୍ଲେଟିକ ମିଟ୍ ଅନୁଷ୍ଠିତ ହୋଯାଇଛି। ଏଥିରେ କଟକ ଜିଲା କ୍ରୀଡ଼ା ସଂସଦ ଦ୍ୱାରା ଅନୁବନ୍ଧିତ ସମସ୍ତ ସ୍କୁଲ,…
ଭାରତ-ଜାପାନ ସେମିଫାଇନାଲ ଆଜି
କାକାମିଗାହାରା (ଜାପାନ), ୧୦ା୬ (ପି.ଟି.): ଚଳିତ ଜୁନିୟର ମହିଳା ଏସିଆ କପ୍ ହକି ଚାମ୍ପିୟନଶିପ୍ର ସେମିଫାଇନାଲରେ ଭାରତ ଶନିବାର ଜାପାନକୁ ଭେଟିବ। ଟୁର୍ନାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରେ ଭାରତ ଅପରାଜେୟ ରହିଛି। ଦଳ ଉଜ୍ବେକିସ୍ତାନ, ମାଲେସିଆ ଓ ଚାଇନିଜ ତାଇପେକୁ ପରାସ୍ତ କରିଥିବା…
ରାହାନେଙ୍କ ଲଢୁଆ ବ୍ୟାଟିଂ
ଦି ଓଭାଲ, ୧୦ା୬: ଦି ଓଭାଲରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି) ଫାଇନାଲର ତୃତୀୟ ଦିବସରେ ଭାରତର ସମ୍ମାନ ରଖିଛନ୍ତି ଅଜିଙ୍କ୍ୟ ରାହାନେ। ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଫଲୋଅନ୍ ଆଡକୁ ଗତି କରୁଥିବା ବେଳେ ରାହନେ ଦଳକୁ ସଙ୍କଟରୁ…
ଇଟାଲୀ, ଉରୁଗୁଏ ଫାଇନାଲରେ
ଲା ପ୍ଲାଟା(ଆର୍ଜେଣ୍ଟିନା),୧୦ା୬(ପି.ଟି.): ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍ ଫୁଟବଲ ବିଶ୍ୱକପ୍ର ଫାଇନାଲରେ ପ୍ରବେଶ କରିଛନ୍ତି ଇଟାଲୀ ଓ ଉରୁଗୁଏ। ଗୁରୁବାର ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ଇଟାଲୀ ୨-୧ ଗୋଲରେ ଦକ୍ଷିଣ କୋରିଆକୁ ଏବଂ ଉରୁଗୁଏ ୧-୦ ଗୋଲରେ ଇସ୍ରାଏଲକୁ ପରାସ୍ତ…
କିଟ୍ ବିଶ୍ୱବିଦ୍ୟାଳୟରେ ଚେସ୍ ଟ୍ରେନର୍ସ ସେମିନାର
ଭୁବନେଶ୍ୱର,୧୦ା୬,(ସ୍ପୋଟର୍ସ ବ୍ୟୁରୋ): ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟସ୍ଥିତ ବିଶ୍ୱନାଥନ ଆନନ୍ଦ ଇଣ୍ଟରନ୍ୟାଶନାଲ ଚେସ୍ ହଲ୍ଠାରେ ପ୍ରଥମ ଥର ଏକ ଚେସ୍ ଟ୍ରେନର ସେମିନାର ଅନୁଷ୍ଠିତ ହୋଇଯାଇଛି। ଫିଡେ ଚେସ୍ର ଏଜୁକେଶନ କମିଶନ ଚେୟାରମ୍ୟାନ ଜେରି ଡଗ୍ଲାସ ନାଶ୍ଙ୍କ ଦ୍ୱାରା ଏହା ପରିଚାଳିତ ହୋଇଥିଲା।…
୧ ନିୟୁତରୁ ଅଧିକ ଟିକେଟ ବିକ୍ରି
ସିଡ୍ନୀ,୧୦ା୬(ଏପି): ଆସନ୍ତା ମାସରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ହେବାକୁଥିବା ଫୁଟବଲ୍ ବିଶ୍ୱକପ୍ ଲାଗି ଇତିମଧ୍ୟରେ ୧ ନିୟୁତରୁ ଅଧିକ ଟିକେଟ ବିକ୍ରି ସରିଲାଣି, ଯାହାକି ଏହି ମହିଳା ସ୍ପୋର୍ଟିଂ ଇଭେଣ୍ଟରେ ସର୍ବାଧିକ। ଫୁଟ୍ବଲର ଅନ୍ତର୍ଜାତୀୟ ପରିଚାଳନା ପରିଷଦ ଫିଫାର ସଭାପତି ଜିଆନି…
ପ୍ରଥମ ଜନଜାତି ଖେଳ ମହୋତ୍ସବ ଉଦ୍ଘାଟିତ
ଭୁବନେଶ୍ୱର, ୧୦।୬ (ସ୍ପୋଟର୍ସ ବ୍ୟୁରୋ): ପ୍ରଥମ ଜନଜାତି ଖେଳ ମହୋତ୍ସବ ଶୁକ୍ରବାର କିଟ୍ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଉଦ୍ଘାଟନୀ ଉତ୍ସବରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହକି…
ଓ୍ବାରିୟର୍ସ ଚାମ୍ପିୟନ
ଭୁବନେଶ୍ୱର, ୧୦ା୬(ସ୍ପୋଟର୍ସ ବ୍ୟୁରୋ): ଓଡ଼ିଶା ସେକ୍ରେଟାରିଏଟ୍ କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ଦ୍ୱାଦଶ ସେକ୍ରେଟାରିଏଟ୍ ପ୍ରିମିୟର୍ ଲିଗ୍ର ଫାଇନାଲ ମ୍ୟାଚରେ ଓ୍ବାରିୟର୍ସ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ପ୍ରବଳ ବର୍ଷା କାରଣରୁ ବିଦ୍ୟୁତ୍ ସରବରାହରେ ସମସ୍ୟା କାରଣରୁ ଫାଇନାଲ ଖେଳ ସମ୍ଭବ…
ପ୍ରଥମ ଦିନ ଭାରତ, ଲେବାନନ୍ ବିଜୟୀ
ଭୁବନେଶ୍ୱର, ୧୦ା୬(ସ୍ପୋଟର୍ସ ବ୍ୟୁରୋ): ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ଇଣ୍ଟର କଣ୍ଟିନେଣ୍ଟାଲ କପ୍ ଫୁଟବଲ ଟୁର୍ନାମେଣ୍ଟ। ପ୍ରଥମ ଦିନର ଖେଳରେ ଭାରତ ଓ ଲେବାନନ୍ ବିଜୟୀ ହୋଇଛନ୍ତି। ଭାରତ ୨-୦ରେ ମଙ୍ଗୋଲିଆକୁ ଏବଂ ଲେବାନନ ୩-୧ରେ ଭାନୁଆଟୁକୁ ପରାସ୍ତ କରିଥିଲା।…
Archives


