ଖେଳ

ଇଂଲଣ୍ଡକୁ ଧୂଳି ଚଟେଇଲା ଭାରତ: ଚମକିଲେ ଗିଲ୍‌-ଜୁରେଲ୍‌

ରାଞ୍ଚି,୨୬।୨: ଚତୁର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ୩-୧ ଅଗ୍ରଣୀ ହାସଲ କରିଛି। ଭାରତ ପାଇଁ ଧ୍ରୁବ ଜୁରେଲ ଏବଂ ଶୁବମାନ ଗିଲ ଷଷ୍ଠ…

ଚିତା ଭଳି ଝପଟି ପଡି ଏମିତି କ୍ୟାଚ ଧରିଲେ କ୍ରିକେଟର ଜେମ୍ସ ଆଣ୍ଡରସନ, ଭିଡିଓ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ

ରାଞ୍ଚି,୨୬।୨: ରାଞ୍ଚି ଟେଷ୍ଟରେ ଭାରତୀୟ ଦଳର ୧୯୨ ରନ ଲକ୍ଷ୍ୟ ରହିଛି। ପ୍ରଥମ ୱିକେଟ ପାଇଁ ଟିମ ଇଣ୍ଡିଆର ଓପନର୍‌ ରୋହିତ ଶର୍ମା ଏବଂ ଯଶସ୍ବୀ ଜୈସୱାଲ ୮୪ ରନ ଯୋଡିଛନ୍ତି। ଏହା ପରେ ଯଶସ୍ବୀ ଜୈସୱାଲ ୪୪ ବଲରେ ୩୭…

ଧୋନିଙ୍କ ସହ ଧ୍ରୁବଙ୍କୁ ତୁଳନା କରୁଛନ୍ତି ପ୍ରଶଂସକ

ରାଞ୍ଚି,୨୬।୨: ରାଞ୍ଚିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଧ୍ରୁବ ଜୁରେଲ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ୯୦ ରନ ସ୍କୋର କରି ଟିମ ଇଣ୍ଡିଆକୁ ଖରାପ ପରିସ୍ଥିତିରୁ ଉଦ୍ଧାର କରିଥିଲେ। ଟିମ ଇଣ୍ଡିଆ ଏକ ସମୟରେ…

Video: ମାତ୍ର ୧୯ ବର୍ଷରେ ୯୦ ମିଟର ଜାଭେଲିନ ଫିଙ୍ଗିଲେ ଏହି ଖେଳାଳି, ଅଲମ୍ପିକ୍ସ ପୂର୍ବରୁ ଚିନ୍ତାରେ ନୀରଜ

ନୂଆଦିଲ୍ଲୀ,୨୬।୨: ଚଳିତ ବର୍ଷର ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ନୀରାଜ ଚୋପ୍ରାଙ୍କ ଚିନ୍ତା ବଢିଯାଇଛି। ଜର୍ମାନୀର ୧୯ ବର୍ଷୀୟ ମ୍ୟାକ୍ସ ଡିହନିଙ୍ଗ ୨୫ ଫେବୃଆରୀ ରବିବାର ହାଲରେ ଚାଲିଥିବା ଜର୍ମାନ ଶୀତକାଳୀନ ଥ୍ରୋ ଚାମ୍ପିଅନସିପରେ ୯୦.୨୦ ମିଟର ଜାଭେଲିନ ଫିଙ୍ଗିଛନ୍ତି। ପୁରୁଷ ଜାଭେଲିନ୍…

ସ୍ବତନ୍ତ୍ର ଉପଲବ୍ଧି ହାସଲ କଲେ ରୋହିତ ଶର୍ମା

ରାଞ୍ଚି,୨୬।୨: ରାଞ୍ଚି ଟେଷ୍ଟର ତୃତୀୟ ଦିନ ଶେଷ ସୁଦ୍ଧା ଟିମ ଇଣ୍ଡିଆ ବିନା ଉଇକେଟ୍‌ ହରାଇ ସ୍କୋର ୪୦ ରନ ସ୍କୋର କରିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ୨୪ ଜସସ୍ବୀ ଜୟଶ୍ୱାଲ ୧୬ ରନ ସ୍କୋର କରି ଅପରାଜିତ ରହିଛନ୍ତି।…

ପ୍ରଶଂସକ ଏମିତି ନାଁରେ ଡାକିବାରୁ, ପ୍ରବଳ ରାଗିଗଲେ ବାବର: ଇଶାରାରେ କହିଦେଲେ ଏମିତି କଥା…ଦେଖନ୍ତୁ ଭିଡିଓ

ଇସଲାମାବାଦ୍‌,୨୬।୨: ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜମଙ୍କ ପାଇଁ ଗତ କିଛି ମାସ ଅତ୍ୟନ୍ତ କଷ୍ଟସାଧ୍ୟ ରହିଛି। ଗତ ବର୍ଷ ଭାରତରେ ଅନୁଷ୍ଠିତ ବିଶ୍ୱକପରେ ପ୍ରଦର୍ଶନ ଖରାପ ପରେ ତାଙ୍କୁ ଅଧିନାୟକ ପଦରୁ ହଟାଯାଇଥିଲା। ବର୍ତ୍ତମାନ ପ୍ରଶଂସକମାନେ ତାଙ୍କୁ ଟାର୍ଗେଟ କରି…

ମ୍ୟାଚ୍‌ ମଝିରେ ସର୍ଫରାଜଙ୍କୁ ଚେତାବନୀ ଦେଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ…

ରାଞ୍ଚି,୨୫।୨: ରାଞ୍ଚି ଟେଷ୍ଟରେ ଟିମ ଇଣ୍ଡିଆ ବିଜୟର ନିକଟତର ହୋଇଛି। ଚତୁର୍ଥ ଦିନରେ ଜିତିବାକୁ ଭାରତୀୟ ଦଳକୁ ୧୫୨ ରନ ସ୍କୋର କରିବାକୁ ପଡିବ। ଜିତିବା ପାଇଁ ଟିମ ଇଣ୍ଡିଆର ୧୯୨ ରନ ଲକ୍ଷ୍ୟ ରହିଛି। ତୃତୀୟ ଦିନର ଖେଳ ଶେଷ…

ଧର୍ମଶାଳା ଟେଷ୍ଟରେ ରୋହିତଙ୍କ ସ୍ଥାନରେ ଅଶ୍ୱିନଙ୍କୁ କରାଯାଉ ଅଧିନାୟକ, କାହିଁକି ଏମିତି ପରାମର୍ଶ ଦେଲେ ଗାଭାସ୍କର

ରାଞ୍ଚି,୨୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ମ୍ୟାଚ ଧର୍ମଶାଳାରେ ଖେଳାଯିବ। ଭାରତୀୟ ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଚାହୁଁଛନ୍ତି ଯେ ଧର୍ମଶାଳା ଟେଷ୍ଟରେ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଟିମ ଇଣ୍ଡିଆର ଅଧିନାୟକ ହୁଅନ୍ତୁ। ଭେଟେରାନ ବ୍ୟାଟ୍ସମ୍ୟାନ…

ରାଞ୍ଚି ଟେଷ୍ଟ ନ ଖେଳି ମଧ୍ୟ ଟିମ୍‌ ଇଣ୍ଡିଆକୁ ସାହାଯ୍ୟ କଲେ ଧୋନୀ: ଭିଡିଓ ହେଉଛି ଭାଇରାଲ

ରାଞ୍ଚି,୨୫।୨: ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ରାଞ୍ଚିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଇଂଲଣ୍ଡ ଏହି ମ୍ୟାଚରେ ଉଭୟ ଇନିଂସରେ ବ୍ୟାଟିଂ କରିସାରିଛି। ବର୍ତ୍ତମାନ ଭାରତ ଦ୍ୱିତୀୟ ଇନିଂସ ୧୯୨ ରନର ଲକ୍ଷ୍ୟ ପିଛା କରୁଛି।…

ଆଇସିସିର ବଡ଼ ଆକ୍ସନ: ବିଶ୍ୱର ନମ୍ବର-୨ ବୋଲର ହେଲେ ବାସନ୍ଦ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୫।୨: ଶ୍ରୀଲଙ୍କାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଏକ ବଡ଼ ଝଟକା ଦେଇଛି। କାରଣ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଶ୍ରୀଲଙ୍କା ଟି-୨୦ ଦଳର ଅଧିନାୟକ ୱାନିନ୍ଦୁ ହାସରାଙ୍ଗାଙ୍କୁ ଦୁଇଟି ମ୍ୟାଚରୁ ବାସନ୍ଦ କରିଛି। ଦାମ୍ବୁଲାରେ ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ସିରିଜର…

ବିଜୟର ଦ୍ୱାରଦେଶରେ ଭାରତ: ବିଜୟ ପାଇଁ ଆବଶ୍ୟକ ମାତ୍ର ଏତିକି ରନ୍‌

ରାଞ୍ଚି,୨୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ତୃତୀୟ ଦିନରେ ଖେଳ ଶେଷ ହେବା ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ୪୦ ରନ ସଂଗ୍ରହ କରିଛି। ରୋହିତ ଶର୍ମା ୨୪ରେ ଏବଂ ଜୟସ୍ବାଲ ୧୬ ରନରେ ଅପରାଜିତ…

ଚମତ୍କାର କଲେ ଅଶ୍ୱିନ: ଏକାସଙ୍ଗରେ ଭାଙ୍ଗିଲେ ୨ ରେକର୍ଡ

ରାଞ୍ଚି,୨୫।୨: ରବିଚନ୍ଦ୍ରନ ଅଶ୍ୱିନ ଇଂଲଣ୍ଡ ବିପକ୍ଷରେ ଇତିହାସ ସୃଷ୍ଟି କରିଛନ୍ତି। ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ଅଶ୍ୱିନ ବେନ ଡକେଟ ଏବଂ ଓଲି ପୋପଙ୍କୁ ଦୁଇଟି ବଲରେ ଆଉଟ୍‌ କରିବା ମାତ୍ରେ ସେ ଭାରତରେ ଟେଷ୍ଟ ଖେଳ ୩୫୦ ଉଇକେଟ ପୂରଣ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?